News portal website
before header

ରାଞ୍ଚିରେ SIଙ୍କୁ ଗାଡ଼ି ମଡାଇ ହତ୍ୟା

ହରିୟାଣା ମର୍ଡର ଘଟଣାର ପୁନରାବୃତ୍ତି ଘଟିଛି। ରାଞ୍ଚିରେ SIଙ୍କୁ ଗାଡ଼ି ମଡାଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମହିଳା ସବ୍ ଇନ୍ସପେର ସନ୍ଧ୍ୟା ଟୋପ୍ନୋଙ୍କୁ ଗାଡ଼ି ମଡାଇ ହତ୍ୟା କରାଯାଇଛି। ରାଞ୍ଚତ୍ର ତୁପୁଦନା ଅଞ୍ଚଳରେ ଯାଞ୍ଚ ବେଳେ ଗାଡ଼ି ମଡାଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।…

ଲୋକପ୍ରିୟ ସିଙ୍ଗର ମିକା ସିଂଙ୍କୁ ମିଳିଗଲା ତାଙ୍କ ଜୀବନ ସାଥୀ

ଲୋକପ୍ରିୟ ସିଙ୍ଗର ମିକା ସିଂଙ୍କୁ ମିଳିଗଲା ତାଙ୍କ ଜୀବନ ସାଥୀ । ଜୀବନ ସାଥୀ ପାଇଁ ମିକାଙ୍କର ସ୍ବୟଂବର ଚାଲିଥିଲା। ଏହି ପ୍ରତିଯୋଗୀତାରେ ସାଧାରଣ ଝିଅଙ୍କଠୁ ନେଇ ଅନେକ ଅଭିନେତ୍ରୀ ମଧ୍ୟ ସାମିଲ ହୋଇଥିଲେ। କିନ୍ତୁ ମିକାଙ୍କ ହୃଦୟ ଜିତିଛନ୍ତି ଟିଭିର ଜଣାଶୁଣା ଅଭିନେତ୍ରୀ ତଥା ବିଗ ବସ ଏକ୍ସ…

ଅଫିମ ଚୋରା ଚାଲାଣ ବେଳେ ୫ ଗିରଫ

ଅଫିମ ଚାଲାଣ ବେଳେ ୫ ଜଣଙ୍କୁ ଗିରଫ କଲା ପୋଲିସ। କେନ୍ଦୁଝର ଅଫିମ ଚୋରା ଚାଲାଣ ବେଳେ ଧରାପଡ଼ିଲେ ଅଭିଯୁକ୍ତ। ହରିଚନ୍ଦନପୁର ଥାନା ଠାକୁରପଡ଼ା ଗାଁ ନିକଟରୁ ୧୦ କିଲୋ ଓଜନର ଅଫିମ ଜବତ କରାଯାଇଛି। ଏକ କାର୍ ସହ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ।

ରାଜ୍ୟରେ ପୁଣି ୧୦୦୦ ପାର କଲା କରୋନା ସଂକ୍ରମିତଙ୍କ ସଂଖ୍ୟା

ରାଜ୍ୟରେ ପୁଣି ୧୦୦୦ ପାର କଲା କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ୧୧୨୨ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରୁ ସଙ୍ଗରୋଧରୁ ୬୫୮ ସ୍ଥାନୀୟ ସଂକ୍ରମଣରୁ ୪୬୪ ଜଣ ଚିହ୍ନଟ ହୋଇଛନ୍ତି। ୧୮ ବର୍ଷରୁ କମ୍‌ ବୟସ ବର୍ଗର ଆକ୍ରାନ୍ତ ୧୬୪ ହୋଇଥିବା…

ଆଜି ଶ୍ରୀଲଙ୍କାରେ ରାଷ୍ଟ୍ରପତି ନିର୍ବାଚନ

ଆଜି ହେଉଛି ଶ୍ରୀଲଙ୍କାରେ ରାଷ୍ଟ୍ରପତି ନିର୍ବାଚନ। ତେବେ ରାଷ୍ଟ୍ରପତି ନିର୍ବାଚନ ପାଇଁ ରେସ୍‌ରେ ଅଛନ୍ତି ୩ ଜଣ ପ୍ରାର୍ଥୀ,  ରନୀଲ ୱିକ୍ରମସିଂଘେ, ଦୁଲ୍ଲାସ ଅଲ୍‌ହାପ୍ପେରୁମା ଓ ଅନୁରା କୁମାରା ଦିଶାନାୟକେ । ୪୪ ବର୍ଷ ପରେ ପ୍ରଥମଥର ପାଇଁ ପ୍ରତ୍ୟକ୍ଷ ଭାବେ ଦେଶରେ ହେବ ରାଷ୍ଟ୍ରପତି…

୨୦୨୧ରେ ହ୍ରାସ ପାଇଛି ମାଓ ହିଂସା

ଶ୍ବେତପତ୍ର ଜାରି କଲେ ରାଜ୍ୟ ସରକାର। ୨୦୨୧ରେ ହ୍ରାସ ପାଇଛି ମାଓ ହିଂସା।ମାଓବାଦୀଙ୍କ ପ୍ରତି ଜନସମର୍ଥନ ହ୍ରାସ ପାଇଥିବା ନେଇ ଏଥିରେ ଉଲ୍ଲେଖ କରାଯାଇଛି। ସ୍ବାଭିମାନ ଅଞ୍ଚଳ ସମେତ କଳାହାଣ୍ଡି, ରାୟଗଡ଼ା, କନ୍ଧମାଳରେ ସ୍ଥିତିରେ ପରିବର୍ତ୍ତନ ଆସିଛି।ପୋଲିସ ସହିତ ଗୁଳିବିନିମୟରେ ୭ ମାଓବାଦୀ,…

ଏଣିକି ଏଟିଏମରେ ମିଳିବ ୨୪ଘଂଟିଆ ରାସନ୍ ଚାଉଳ

ରାଜ୍ୟରେ ଏଣିକି ଏଟିଏମରେ ମିଳିବ ୨୪ଘଂଟିଆ ରାସନ୍ ଚାଉଳ । ରାଜ୍ୟ ସରକାରଙ୍କ ପକ୍ଷରୁ ଏ ନେଇ ଅଲ ଟାଇମ୍ ଗ୍ରେନ (ଏଟିଜି) ବ୍ୟବସ୍ଥା କରାଯାଉଛି । ପାଇଲଟ୍ ପ୍ରକଳ୍ପ ଭାବେ ରାଜଧାନୀ ଭୁବନେଶ୍ୱରରେ ଏହାର ଆରମ୍ଭ ହେବ ଏବଂ ପରବର୍ତ୍ତୀ ସମୟରେ ରାଜ୍ୟର ସମସ୍ତ ଜିଲ୍ଲା ଓ ସଦର ମହକୁମାରେ ଏହାର…

ସଙ୍ଗରୋଧ କେନ୍ଦ୍ରରେ ପ୍ରବାସୀ ଓଡ଼ିଆଙ୍କୁ ୧୫୨ କୋଟି ସହାୟତା : ମନ୍ତ୍ରୀ

କରୋନା ଲକଡାଉନ୍ ଯୋଗୁ ୨୦୨୦ ମସିହା ମେ’ରୁ ଅକ୍ଟୋବର ମାସ ମଧ୍ୟରେ ରାଜ୍ୟକୁ ଫେରିଥିବା ୭.୬୦ଲକ୍ଷ ପ୍ରବାସୀ ଓଡ଼ିଆଙ୍କୁ  କ୍ୱାରେଣ୍ଟାଇନ ସେଂଟରରେ ରଖାଯାଇଥିଲା। ଏ ବାବଦରେ ରାଜ୍ୟ ସରକାର ୧୫୨.୧୨କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଏ ନେଇ ବିଧାନସଭାରେ ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ।…

ରାଜ୍ୟର ୧୨.୨୫ଲକ୍ଷ ପରିବାର ପାଖରେ ନାହିଁ ପକ୍କାଘର

ରାଜ୍ୟର ଗ୍ରାମାଂଚଳରେ ୨୦୧୪-୧୫ ଆର୍ଥିକ ବର୍ଷରୁ ଏଯାବତ୍ ୩୧ଲକ୍ଷ ୨୮ହଜାର ୭୫୧ ପରିବାରକୁ ପକ୍କାଘର ଯୋଗାଇ ଦିଆଯାଇଛି । ତେବେ ୧୨.୨୫ଲକ୍ଷ ପରିବାରଙ୍କ ପାଖରେ ପକ୍କାଘର ନାହିଁ । ସେମାନେ ଏସଇସିସି ସର୍ଭେରୁ ବାଦ୍ ପଡ଼ିଛନ୍ତି ଓ କଚ୍ଚାଘରେ ରହୁଥିବା ନେଇ ଚିହ୍ନଟ କରାଯାଇଛି । ଏ ନେଇ…

ଆଜିଠୁ ଆରମ୍ଭ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା

ଆଜି ଠାରୁ ଆରମ୍ଭ ହେଉଛି ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା । ରାଜ୍ୟର ସମସ୍ତ ଉଚ୍ଚ ମାଧ୍ୟମିକ ସ୍କୁଲରେ ଯୁକ୍ତ ଦୁଇ ନାମଲେଖା ହେବ ।www.samsodisha.gov.in ରେ ଛାତ୍ରଛାତ୍ରୀମାନେ ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ । ଅଗଷ୍ଟ ୧୭ରେ ପ୍ରଥମ ମେରିଟ୍ ଲିଷ୍ଟ୍…