News portal website
before header
[URIS id=5393]

ଲୋକପ୍ରିୟ ସିଙ୍ଗର ମିକା ସିଂଙ୍କୁ ମିଳିଗଲା ତାଙ୍କ ଜୀବନ ସାଥୀ

0 217

ଲୋକପ୍ରିୟ ସିଙ୍ଗର ମିକା ସିଂଙ୍କୁ ମିଳିଗଲା ତାଙ୍କ ଜୀବନ ସାଥୀ । ଜୀବନ ସାଥୀ ପାଇଁ ମିକାଙ୍କର ସ୍ବୟଂବର ଚାଲିଥିଲା। ଏହି ପ୍ରତିଯୋଗୀତାରେ ସାଧାରଣ ଝିଅଙ୍କଠୁ ନେଇ ଅନେକ ଅଭିନେତ୍ରୀ ମଧ୍ୟ ସାମିଲ ହୋଇଥିଲେ। କିନ୍ତୁ ମିକାଙ୍କ ହୃଦୟ ଜିତିଛନ୍ତି ଟିଭିର ଜଣାଶୁଣା ଅଭିନେତ୍ରୀ ତଥା ବିଗ ବସ ଏକ୍ସ ପ୍ରତିଯୋଗୀ ଆକାଂକ୍ଷା ପୁରୀ। ଆକାଂକ୍ଷା ‘ମିକା ଦି ଭୋଟ୍ଟି ମେଁ’ ଶୋରେ ୱାଇଲ୍ଡ କାର୍ଡ ଏଣ୍ଟ୍ରି କରିଥିଲେ। ପରେ ସେ ଟପ୍ ୩ରେ ପହଞ୍ଚିଯାଇଥିଲେ। ରିପୋର୍ଟ ଅନୁଯାୟୀ, ମିକା ସିଂ ଆକାଂକ୍ଷା ପୁରୀଙ୍କୁ ତାଙ୍କ ସାଥୀ ଭାବରେ ବାଛିଛନ୍ତି। ଆକାଂକ୍ଷା ପୁରୀ ‘ମିକା ଦି ଭୋଟ୍ଟି ମେଁ’ ଟାଇଟେଲ ଜିତିଛନ୍ତି। ଫାଇନାଲରେ ଆକାଂକ୍ଷା ପୁରୀ ନୀତ ​​ମହଲ ଓ ପ୍ରଣାତିକା ଦାସଙ୍କୁ ପରାସ୍ତ କରିଥିଲେ। ମିକା ଓ ଆକାଂକ୍ଷା ପୂର୍ବରୁ ପରସ୍ପରର ଭଲ ବନ୍ଧୁ।

Notice
Leave A Reply

Your email address will not be published.