ରାଜ୍ୟରେ ପୁଣି ୧୦୦୦ ପାର କଲା କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ୧୧୨୨ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରୁ ସଙ୍ଗରୋଧରୁ ୬୫୮

ସ୍ଥାନୀୟ ସଂକ୍ରମଣରୁ ୪୬୪ ଜଣ ଚିହ୍ନଟ ହୋଇଛନ୍ତି। ୧୮ ବର୍ଷରୁ କମ୍ ବୟସ ବର୍ଗର ଆକ୍ରାନ୍ତ ୧୬୪ ହୋଇଥିବା ବେଳେ
ଖୋର୍ଦ୍ଧା ୩୦୭,ସୁନ୍ଦରଗଡ଼ ୧୯୭,କଟକ ୧୩୨,ସମ୍ବଲପୁର ୬୫,ମୟୁରଭଞ୍ଜ ୫୩,ସୋନପୁର ୪୨ ଷ୍ଟେଟପୁଲରୁ ୭୧ ହୋଇଛନ୍ତି। ତେବେ ଗତ ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୭୩୭ ଏବଂ ରାଜ୍ୟରେ ଆକ୍ଟିଭ୍ କେସ୍ ୬,୭୦୧।
