News portal website
before header
[URIS id=5393]

କାଲି ପ୍ରକାଶ ପାଇବ CBSE ଦ୍ୱାଦଶ ବୋର୍ଡ ରେଜଲ୍ଟ

0 158

ଆସନ୍ତାକାଲି ପ୍ରକାଶ ପାଇବ CBSE ଦ୍ୱାଦଶ ବୋର୍ଡ ରେଜଲ୍ଟ। ଆସନ୍ତା କାଲି ଦିନ ସାଢ଼େ ୧୨ଟାରେ ରେଜଲ୍ଟ ପ୍ରକାଶ ପାଇବା ନେଇ ସୂଚନା ଦିଆଯାଇଛି। ତେବେ ପରୀକ୍ଷାର୍ଥୀମାନେ cbse.nic.in ୱେବ୍‌ସାଇଟ୍‌ରୁ ଜାଣିପାରିବେ ସେମାନଙ୍କ ‌ରେଜଲ୍ଟ । ସୂଚନାଯୋଗ୍ୟ ଯେ ନିକଟରେ ICSE ବୋର୍ଡର ଦଶମ ଶ୍ରେଣୀ ରେଜଲ୍ଟ ପ୍ରକାଶ ପାଇଥିଲା। ଛାତ୍ରଙ୍କ ପାସ୍ ହାର ୯୯. ୯୭ ପ୍ରତିଶତ ଥିବାବଳେ ଛାତ୍ରୀଙ୍କ ପାସ୍ ହାର ୯୯. ୯୮ ପ୍ରତିଶତ ଥିଲା। ସେହିପରି ମୋଟ ପାସ୍‌ ହାର ୯୯. ୯୭ ଥିଲା।

Notice
Leave A Reply

Your email address will not be published.