News portal website
before header

୨୯ରେ ଆଉ ଏକ ଲଘୁଚାପ

ଭୁବନେଶ୍ୱର:  ତା- ୨୭-୧୧-୨୦୨୦ ଓଡିଶାରୁ ମୌସୁମୀ ବିଦାୟ ନେଇ ଥିଲେ ମଧ୍ୟ ଗୋଟିଏ ପରେ ଗୋଟିଏ ଲଘୁଚାପ ଆସୁଛି। ଆସନ୍ତା ୨୯ରେ ଆଉ ଏକ ଲଘୁଚାପ । ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । କେନ୍ଦ୍ରୀୟ ବଙ୍ଗୋପସାଗରର ଦକ୍ଷିଣ ଭାଗରେ ଲଘୁଚାପ କ୍ଷେତ୍ର ସୃଷ୍ଟି…

ବାବୁ କହିଲେ ‘ମୋ ପୁଅର ମାସିକ ଦରମା କୋଟିଏ ‘

ଭୁବନେଶ୍ବର:  ତା-୨୭-୧୧-୨୦୨୦ ଆଇଏଫଏସ୍‌ ଅଭୟକାନ୍ତ ପାଠକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ପରେ ବିପୁଳ ଅର୍ଥ, ସୁନାଗହଣା ଓ ଆୟବର୍ହିଭୂତ ସ୍ଥାବର-ଅସ୍ଥାବର ସଂପତ୍ତି ମିଳିବା ପରେ ଗତକାଲିଠାରୁ ଜାରି ରହିଛି ଚଢାଉ ମିଳୁଛି ଅମାପ ସଂପତ୍ତି । ଗତକାଲି ପୁନେରୁ ଭିଜିଲାନ୍ସ ଟିମ୍ ଆଇଏଫଏସ୍…

କୋଟିପତି ବାପ ପୁଅକୁ ରାତି ସାରା ଜେରା

ଭୁବନେଶ୍ବର:  ତା-୨୭-୧୧-୨୦୨୦ ଭିଜିଲାନ୍ସ ଇତିହାସର ସବୁଠାରୁ ବଡ ଚଢାଉ ହୋଇଥିବା ଆଇଏଫଏସ ଅଭୟକାନ୍ତ ପାଠକଙ୍କ ଆଜି ଗିରଫଦାରୀ ହୋଇପାରେ । ଆଜି ଅପରାହ୍ନରେ ତାଙ୍କୁ କୋର୍ଟରେ ହାଜର କରିବ ଭିଜିଲାନ୍ସ । ଆୟ ବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ଯାଂଚ ଚାଲିଥିବା ବେଳେ ବାପା ପୁଅଙ୍କୁ…

ପରୀ ମୃତ୍ୟୁର ତଦନ୍ତ କରିବ ଏସ୍‌ଆଇଟି

ଭୁବନେଶ୍ୱର:  ତା-୨୭-୧୧-୨୦୨୦ ବହୁ ଚର୍ଚ୍ଚିତ ନୟାଗଡ଼ ପରୀ ମୃତ୍ୟୁ ଘଟଣାର ତଦନ୍ତ କରିବ ଏସ୍‌ଆଇଟି। ଏନେଇ ବିଧାନସଭାରେ ଆଜି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି  , ‘ମୋ  ସରକାର କେବେ ବି ଆଇନଶୃଙ୍ଖଳା ଭଙ୍ଗ ହେବାକୁ ଦେଇ…

ନାଗାର୍ଜୁନ ବେଶ ପାଇଁ ଶ୍ରୀକ୍ଷେତ୍ରରେ ୧୪୪ ଧାରା

ପୁରୀ: ତା-୨୬-୧୧-୨୦୨୦ ଆସନ୍ତା କାଲି ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଲାଗି ପୁରୀରେ ୧୪୪ ଧାରା ଜାରି କରାଯାଇଛି । ଆଜି ରାତି ୨ଟାରୁ ବେଶ ଓଲାଗି ପର୍ଯ୍ୟନ୍ତ ୧୪୪ ଧାରା ଜାରି ରହିବ। ମରିଚକୋଟ ଛକରୁ ସିଂହଦ୍ୱାର ଓ ମନ୍ଦିର ଚତୁଃପାର୍ଶ୍ୱରେ ୧୪୪ ଧାରା ବଳବତ୍ତର ରହିବ। ବେଶ ଓଲାଗି ପରେ…

ଡିସେମ୍ବର ୩୧ ଯାଏଁ ଆନ୍ତର୍ଜାତୀୟ ବିମାନ ଚଳାଚଳ ବନ୍ଦ

ନୂଆଦିଲ୍ଲୀ:  ତା-୨୬-୧୧-୨୦୨୦ କେନ୍ଦ୍ର ସରକାର ନିୟମିତ ଆନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକକୁ 31 ଡିସେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ସିଭିଲ ଆଭିଏସନ ଡାଇରେକ୍ଟୋରେଟ ଜେନେରାଲ (ଡିଜିସିଏ) ଦ୍ବାରା ଗୁରୁବାର ଜାରି କରାଯାଇଥିବା ଏକ ସର୍କୁଲାରରେ ଦେଶରେ ନିୟମିତ…

ବାଦାମବାଡିରେ ଜଳିଗଲା ଯାତ୍ରୀବାହୀ ବସ

କଟକ: ତା-୨୬-୧୧-୨୦୨୦   କଟକ ବାଦାମବାଡି ବସଷ୍ଟାଣ୍ଡରେ ଛିଡା ହୋଇଥିବା ଏକ ବସ୍‌ରେ ଲାଗିଲା ନିଆଁ । ହଠାତ୍ ହୁତୁ ହୁତୁ ହୋଇ ଜଳି ଉଠିଲା ବସ୍ । କିନ୍ତୁ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।ପାଲାମଣ୍ଡପ ପୁରୀ ବସ୍ ଷ୍ଟାଣ୍ଡରେ ବସ୍‌ଟି ଛିଡ଼ା ହୋଇଥିବା ବେଳେ ଆଜି ଅପରାହ୍ଣରେ ଏଥିରେ…

ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବିରେ ବିଧାନସଭା ଅଚଳ

  ଭୁବନେଶ୍ବର: ତା-୨୬-୧୧-୨୦୨୦ ବହୁ ଚର୍ଚ୍ଚିତ ନୟାଗଡ ପରୀ ମୃତ୍ୟୁ ପ୍ରସଙ୍ଗରେ ବିଧାନସଭା ଅଚଳ । କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବିରେ ଆଜି ବିଧାନସଭାରେ ବିରୋଧୀ ବିଜେପି ଓ କଂଗ୍ରେସ ହୋହଲ୍ଲା କରିଛନ୍ତି । ପୋଡିୟମ ନିକଟରେ ବ୍ୟାନର ଦେଖାଇ ବିଜେପିର ସଦସ୍ୟମାନେ…