News portal website
before header

ରିପବ୍ଲିକ୍ ଟିଭି ସିଇଓ ବିକାଶ ଖାନଚାନ୍ଦାନୀ ଗିରଫ

ମୁମ୍ବାଇ: ତା-୧୩-୧୨-୨୦୨୦ ରିପବ୍ଲିକ୍ ଟିଭି ସିଇଓ ବିକାଶ ଖାନଚାନ୍ଦାନୀଙ୍କୁ ମୁମ୍ବାଇରେ ଗିରଫ କରାଯାଇଛି। ନକଲି ଟିଆରପି ମାମଲାରେ ବିକାଶ ଖାନଚାନ୍ଦାନୀଙ୍କୁ ଗିରଫ କରାଯାଇଛି। ନିକଟରେ ମୁମ୍ବାଇ ପୋଲିସ ଟିଆରପି ସ୍କାମ ମାମଲାରେ ଏକ ମାମଲା ରୁଜୁ କରିଥିଲା। …

ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ବାସଭବନ ଘେରାଉ

ଭୁବନେଶ୍ବର: ତା-୧୩-୧୨-୨୦୨୦ ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ କଲେ ଘରୋଇ ସ୍କୁଲର ଅଭିଭାବକ।ଅଭିନବ ଉପାୟରେ ଘଂଟ ହୁଳାହୁଳି ପକାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଘରୋଇ ସ୍କୁଲ ପିଲାଙ୍କ ଅଭଭାବକ । ଘରୋଇ ସ୍କୁଲରେ ଫି’ ବିବାଦରେ ମନ୍ତ୍ରୀଙ୍କ ହସ୍ତକ୍ଷପ କରିବା ପାଇଁ ଅଭିଭାବକ…

ପୁଣି ଏକ ହେବେ ଭକ୍ତ ଓ ଭଗବାନ: ଡିସେମ୍ବର ୨୦ରୁ ୨୫ ମଧ୍ୟରେ ଖୋଲିବ ଶ୍ରୀମନ୍ଦିର

ପୁରୀ: ତା-୧୨-୧୨-୨୦୨୦ ଶ୍ରୀ ମନ୍ଦିର ଖୋଲିବା ନେଇ ମିଳିଲା ସଂକେତ। ପୁଣି ଏକ ହେବେ ଭକ୍ତ ଓ ଭଗବାନ। କାରାଣ ଶ୍ରୀମନ୍ଦିର ଖୋଲିବା ନେଇ ଛତିଶା ନିଯୋଗ ବୈଠକରେ ଗୁରୁତ୍ୱ ପୂର୍ଣ୍ଣ ନିଷ୍ପତ୍ତି ହୋଇଛି। ଡିସେମ୍ବର ୨୦ରୁ ୨୫ ତାରିଖ ମଧ୍ୟରେ ଖୋଲିବ ଶ୍ରୀମନ୍ଦିର। ଏ ନେଇ ସୂଚନା ଦେଇଛନ୍ତି…

ପତିତପାବନ ଦର୍ଶନ କଲେ ମନ୍ଦିର କାହିଁକି ଖୋଲୁନି ବୋଲି ପ୍ରଶ୍ନ କଲେ ପୁରନ୍ଦେଶ୍ବରୀ

ପୁରୀ: ତା-୧୨-୧୨-୨୦୨୦ ରାଜ୍ୟ ବିଜେପିର ନବନିଯୁକ୍ତ ପ୍ରଭାରୀ ଡି ପୁରନ୍ଦେଶ୍ବରୀ ଆଜି ପୁରୀରେ ପତିତପାବନ ଦର୍ଶନ କରିଛନ୍ତି। ଶ୍ରୀମନ୍ଦିର ବନ୍ଦ ଥିବାରୁ ସିଂହଦ୍ବାରରୁ ଦର୍ଶନ କରିଛନ୍ତି । ଏହା ପରେ ସରକାର ଶ୍ରୀମନ୍ଦିର କାହିଁକି ଖୋଲୁ ନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ।…

ବିଜେଡି ସରକାର ଉପରେ ମନଭରି ବର୍ଷିଲେ ବିଜେପି ପ୍ରଭାରୀ ଡି. ପୁରନ୍ଦେଶ୍ବରୀ

ଭୁବନେଶ୍ବର: ତା-୧୨-୧୨-୨୦୨୦ ରାଜ୍ୟ ବିଜେପିର ନବନିଯୁକ୍ତ ପ୍ରଭାରୀ ଡି. ପୁରନ୍ଦେଶ୍ବରୀଙ୍କ ପ୍ରଥମ ଓଡ଼ିଶା ଗସ୍ତ ପରେ ରାଜ୍ୟ ବିଜେପି ଉତ୍ସାହିତ ହୋଇ ପଡିଛି। ନୂଆ ପ୍ରଭାରୀ ଦଳୀୟ କର୍ମୀ ଓ ନେତାଙ୍କୁ ଗୁରୁ ମନ୍ତ୍ର ଦେଇଛନ୍ତି। ଏହା ପରେ ଆଜି ସେ ପ୍ରେସ୍‌ମିଟ୍‌ କରି ରାଜ୍ୟର…

ପୁଣି ସୋସିଆଲ ମିଡିଆରେ ଅନୁଭବ ଟ୍ରୋଲ!

ନୂଆଦିଲ୍ଲୀ/ଭୁବନେଶ୍ୱର ତା -୧୧-୧୨-୨୦୨୦ ପୁଣି ବିବାଦରେ କେନ୍ଦ୍ରାପଡ଼ା ସାଂସଦ ତଥା ଓଲିଉଡ ଅଭିନେତା ଅନୁଭବ ମହାନ୍ତି। ଅନୁଭବ ମହାନ୍ତି ଏମିତି ଜଣେ ରାଜନେତା ଏକାଧାରରେ ଜଣେ ଅଭିନେତା ମଧ୍ୟ ଯାହାଙ୍କ ନାଁ ପଛରେ ବିବାଦ ଯୋଡି ରହିଛି। ତେବେ ଏଥର ଚର୍ଚ୍ଚା ଗୋଟିଏ ସୋସିଆଲ୍…

ହସ୍ପିଟାଲରେ ଭର୍ତ୍ତି ହେଲେ ରେମୋ ଡି’ସୌଜା

ମୁମ୍ବାଇ: ତା-୧୧-୧୨-୨୦୨୦ ବଲିଉଡର ପ୍ରସିଦ୍ଧ କୋରିଓଗ୍ରାଫର ରେମୋ ଡିସୋଜା ହୃଦଘାତର ଶୀକାର ହୋଇଛନ୍ତି। ରିପୋର୍ଟ ଅନୁଯାୟୀ, ରେମୋ ବର୍ତ୍ତମାନ କୋକିଲାବେନ ଧିରୁବାଇ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। ଯେଉଁଠାରେ ସେମାନଙ୍କୁ ଚିକିତ୍ସା କରାଯାଉଛି | ଏଥି ସହିତ ତାଙ୍କ…

ଧଳସାମନ୍ତ ଭାଇଙ୍କୁ ରିମାଣ୍ଡରେ ନେବ କମିସନରେଟ ପୁଲିସ

କଟକ: ତା -୧୧-୧୨-୨୦୨୦ ପୁଣି ଥରେ ଧଳସାମନ୍ତ ଭାଇ। ଗତକାଲି ରାତିରେ ତାଙ୍କ ବାସଭବନରୁ ଚୋରା ବନ୍ଧୁକ ଓ ଗୁଳି ଜବତ ପରେ କମିଶନରେଟ ପୋଲିସ ତତ୍ପରତା ପ୍ରକାଶ କରିଛି। ଏବେ ଧଳସାମନ୍ତା ଭ୍ରାତ୍ରାଙ୍କୁ ରିମାଣ୍ଡରେ ନେଇ ଅଧିକ ପଚରାଉଚରା କରିବ କମିଶନରେଟ ପୋଲିସ । ଏ ନେଇ ସୂଚନା ଦେଇଛନ୍ତି…

ପରୀ ହତ୍ୟା ମାମଲା: IIC ସସ୍‌ପେଣ୍ଡ,SDPO ବଦଳି

ଭୁବନେଶ୍ବର: ତା-୧୧-୧୨-୨୦୨୦ ନୟାଗଡ଼ର ବହୁ ଚର୍ଚ୍ଚିତ କୋମଳମତି ପରୀ ହତ୍ୟା ମାମଲାରେ ସସପେଣ୍ଡ ହେଲେ ଥାନା IIC ରୀତାରାଣୀ ସାହୁ । ଏହା ବ୍ୟତୀତ SDPO ନିରଞ୍ଜନ ପାଢ଼ୀଙ୍କୁ କନ୍ଧମାଳ DSP ଭାବେ ବଦଳି କରାଯାଇଛି। ପରୀ ହତ୍ୟା ମାମଲାରେ ଏହି ଦୁଇ ଅଧିକାରୀ ପ୍ରଥମରୁ…

ଧଳ ଭାଇଙ୍କ ଘରୁ ମିଳିଲା ବନ୍ଧୁକ

ଭୁବନେଶ୍ବର: ତା -୧୧-୧୨-୨୦୨୦ ଡି-ବ୍ରଦର୍ସ ବା ଧଳସାମନ୍ତ ଭାଇ ଭାବେ ଜଣାଶୁଣା କୁଖ୍ୟାତ ଅପରାଧୀଙ୍କ କଟକ ସିଡିଏ ଘର ଉପରେ କମିସନରେଟ ପୁଲିସ ଗୁରୁବାର ସନ୍ଧ୍ୟାରେ ଚଢ଼ାଉ କରିଛି। ଚଢ଼ାଉ ସମୟରେ ପୁଲିସ ୮ଟି ବନ୍ଧୁକ ସମେତ ୫୦୦ଟି ଗୁଳି  ଜବତ କରିଛି। ସମ୍ପୃକ୍ତ ଘଟଣାରେ ପୁଲିସ ୩ ଜଣ…