ଅନୁଭବଙ୍କ ଖୋଲା ଚେତାବନୀ : ଲଢିବାର ଅଛି ତ ମୋ ସହିତ ଲଢ ମୋ ଫ୍ୟାନ୍ ମାନଙ୍କ ସହ ନୁହେଁ
ଭୁବନେଶ୍ବର:
ତା-୧୫-୧୨-୨୦୨୦
ପୁଣି ବିବାଦରେ କେନ୍ଦ୍ରାପଡ଼ା ସାଂସଦ ତଥା ଓଲିଉଡ ଅଭିନେତା ଅନୁଭବ ମହାନ୍ତି। ଏଥର ସେ ଭିଡିଓ ଜାରି କରି ନିଜ କ୍ଷୋଭ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ୬ ମିନିଟର ଏକ ଭିଡିଓ ଜାରି କରି ନିଜର ମନର କଥା ଫ୍ୟାନ ମାନଙ୍କ ନିକଟରେ!-->!-->!-->!-->!-->…
