News portal website
before header

ବସନ୍ତରାଜର ଆତ୍ମସମର୍ପଣ ପରେ କୋର୍ଟ ଚାଲାଣ।

ତଳକୋର୍ଟରେ ଜାମିନ ଖାରଜ ପରେ ବିଚାର ବିଭାଗୀୟ ହାଜତକୁ ପଠାଇଦେଲେ କୋର୍ଟ। ଅଷ୍ଟିନ୍ ନ୍ଯୁଜ/ ଯାଜପୁର ତା-୨୦-୦୫-୨୦୨୧ ବହୁଚର୍ଚ୍ଚିତ ବାଲିଚନ୍ଦ୍ରପୁର ପୋଲିସ ଗାଡି ପୋଡି ଘଟଣାରେ ନୂଆମୋଡ।ଗାଡି ପୋଡି ଘଟଣାର ୭୫ ଦିନ ପରେ ଏବଂ ଆଇନ ସହ ଖେଳିବାର ସବୁତକ ବାଟ ବନ୍ଦ ପରେ,…

ବ୍ଲକ ଫଙ୍ଗସକୁ ମହାମାରି ଘୋଷଣା କଲେ ରାଜସ୍ଥାନ ସରକାର ।

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ବର ତା-୧୯-୦୫-୨୦୨୧ ଦିନକୁ ଦିନ ବଢ଼ୁଛି ବ୍ଲାକ ଫଙ୍ଗସର ଭୟ ବଢ଼ିବାରେ ଲାଗିଛି। ତେଣୁ ବ୍ଲାକ ଫଙ୍ଗସକୁ ରାଜସ୍ଥାନ ସରକାର ମହାମାରୀ ଭାବରେ ଘୋଷଣା କରିଛନ୍ତି । ରାଜସ୍ଥାନ ପାଣ୍ଡେମିକ୍ ଆକ୍ଟ ୨୦୨୦ ର ଧାରା ୩ ଅନୁଯାୟୀ ସମଗ୍ର ରାଜ୍ୟରେ ବ୍ଲାକ ଫଙ୍ଗସକୁ…

“ସାମ୍ବାଦିକଙ୍କୁ ଆକ୍ରମଣ ପରେ କିଛି ହୁଏନି କାହିଁକି “-ଡଃ. ଜ୍ୟୋତି ପ୍ରକାଶ ମହାପାତ୍ର ଙ୍କ ଆଲେଖ୍ୟ।

ଗଣମାଧ୍ୟମର ବିଶ୍ୱସନୀୟତା ଏବେ ବେଶ ସଂକଟରେ। ଆମେ ନ ମାନିଲେ ବି ଏହା ସତ। ଦିନ ଥିଲା ଗଣମାଧ୍ୟମର ପ୍ରତିଟି କଥା ଓ ଶବ୍ଦକୁ ଲୋକେ ବିଶ୍ୱାସ କରୁଥିଲେ। ଏବେ ସେ ଯୁଗ ଆଉ ନାହିଁ। ଯେତେବେଳେ ଗଣମାଧ୍ୟମ ଉପରେ ଲୋକେ ସନ୍ଦେହ କରୁଛନ୍ତି, ସେତେବେଳେ ସେମାନେ ସାମ୍ୱାଦିକକୁ ବି ସନ୍ଦେହରେ…

ଉଷୁମ ପାଣିର ଉପକାରିତା

କଟକ / ଅଷ୍ଟିନ୍ ନ୍ୟୁଜ ତା - ୧୯-୦୫-୨୦୨୧ ପାଣି ଉଷୁମ ହେଉ ଅବା ଥଣ୍ଡା, ତାହା ଆମକୁ ସବୁବେଳେ ସତେଜ ରଖିଥାଏ। ତେବେ କିଛି ଜାଣ ଏହା ଦାବି କରିଥାନ୍ତି ଯେ ଥଣ୍ଡା ପାଣି ପିଇବା ଅପେକ୍ଷା ଉଷୁମ ପାଣି ପିଇଲେ, ତାହା ଆମର ପାଚନ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବା ସହ ଆମକୁ ଚିନ୍ତା…

ବ୍ରହ୍ମପୁରରେ ଆତଙ୍କ ବ୍ୟାଙ୍କରେ ଭଙ୍ଗାରୁଜା…..

ଅଷ୍ଟିନ ନ୍ୟୁଜ / ଭୁବନେଶ୍ଵର ତା-୧୯-୦୫-୨୦୨୧ ବ୍ୟାଙ୍କରେ ଲୋନ ନ ଦେବାରୁ ଭଙ୍ଗା ରୁଜା ଘଟଣା ରେ ସଦର ଥାନା ପୋଲିସ ଜଣେ ବ୍ୟକ୍ତିକୁ ଅଟକ ରଖି ପଚରାଉଚୁରା କରୁଛି । ଲାଠି ର ଭିନ୍ନକ୍ଷମ ସୁଦର୍ଶନ ବିସୋଇ (40), ବ୍ୟାଙ୍କ ଅଫ୍ ବରୋଦା, ଲାଠି ଶାଖାରେ ଲୋନ ପାଇଁ ଆବେଦନ…

ବର୍ବର ପୁରୀ ପୋଲିସ

ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର ତା-୧୯-୦୫-୨୦୨୧ ଧରିତ୍ରୀ ସାମ୍ବାଦିକ ଦତାତ୍ରେୟ ନାୟକଙ୍କୁ କୁମ୍ଭାରପଡ଼ା ଥାନା ପୋଲିସର ଆକ୍ରମଣ । ପନିପରିବା ଦୋକାନୀଙ୍କ ଉପରେ ପୋଲିସର ଜୁଲମ ଅଭିଯୋଗ ହୋଇଥିଲା । ଏ ସଂପର୍କରେ ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କୁ ଆକ୍ରମଣ କରି ଭ୍ୟାନରେ…

ଆଜି ଗୋଟିଏ ଦିନରେ ୧୧.୦୯୯ କରୋନା ରୋଗୀ ଚିହ୍ନଟ ।

ରାଜ୍ୟରେ କରୋନା ଦୈନିକ ସଂକ୍ରମଣ କମିବାର ନାଁ ଧରୁନି। ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧୧,୦୯୯ କରୋନା ରୋଗୀ। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନେର ୬୨୧୪ ଜଣ ଥିବାବେଳେ ଲୋକାଲ କଣ୍ଟାକ୍ଟରେ ଅଛନ୍ତି ୪୮୮୫। ଖୋର୍ଦ୍ଧା ଜିଲ୍ଲାରୁ ୧୪୬୦ କରୋନା ରୋଗୀ ଚିହ୍ନଟ…

କ’ଣ ହୋଇପାରିବ ଜମିଜମା ସଂକ୍ରାନ୍ତୀୟ ସମସ୍ୟାର ସମାଧାନ…..

ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର ତା-୧୯-୦୫-୨୦୨୧ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟଗୁଡ଼ିକର ଜମିଜମା ସଂକ୍ରାନ୍ତୀୟ ସମସ୍ୟାର ସମାଧାନ ଦିଗରେ ତ୍ଵରିତ ପଦକ୍ଷେପ ଗ୍ରହଣ ଉପରେ କୃଷି ଓ କୃଷକ ସଶକ୍ତିକରଣ,…

କୋରୋନାକୁ ପରାସ୍ତ କରିବା ପାଇଁ ରାଜ୍ୟପାଳଙ୍କ ଆହ୍ବାନ…

ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର ତା-୧୯-୦୫-୨୦୨୧ କରୋନା ମହାମାରୀ ଆମ ରାଜ୍ୟ ତଥା ଦେଶର ଅନେକ କ୍ଷତି ଘଟାଇସରିଛି । ସମାଜର ପ୍ରାୟ ପ୍ରତ୍ୟେକ ବର୍ଗର ଲୋକ ଏହି ମହାମାରୀ କାରଣରୁ ପ୍ରଭାବିତ ହୋଇଛନ୍ତି। ତେବେ ଶତାବ୍ଦୀର ଏହି ମହାସଙ୍କଟ ସମୟରେ ଭାଙ୍ଗି ନଯାଇ ଦୃଢ଼ ମନୋବଳ…