News portal website
before header

ନାଗାର୍ଜୁନ ବେଶ ପାଇଁ ଶ୍ରୀକ୍ଷେତ୍ରରେ ୧୪୪ ଧାରା

ପୁରୀ: ତା-୨୬-୧୧-୨୦୨୦ ଆସନ୍ତା କାଲି ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଲାଗି ପୁରୀରେ ୧୪୪ ଧାରା ଜାରି କରାଯାଇଛି । ଆଜି ରାତି ୨ଟାରୁ ବେଶ ଓଲାଗି ପର୍ଯ୍ୟନ୍ତ ୧୪୪ ଧାରା ଜାରି ରହିବ। ମରିଚକୋଟ ଛକରୁ ସିଂହଦ୍ୱାର ଓ ମନ୍ଦିର ଚତୁଃପାର୍ଶ୍ୱରେ ୧୪୪ ଧାରା ବଳବତ୍ତର ରହିବ। ବେଶ ଓଲାଗି ପରେ

ଡିସେମ୍ବର ୩୧ ଯାଏଁ ଆନ୍ତର୍ଜାତୀୟ ବିମାନ ଚଳାଚଳ ବନ୍ଦ

ନୂଆଦିଲ୍ଲୀ:  ତା-୨୬-୧୧-୨୦୨୦ କେନ୍ଦ୍ର ସରକାର ନିୟମିତ ଆନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକକୁ 31 ଡିସେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ସିଭିଲ ଆଭିଏସନ ଡାଇରେକ୍ଟୋରେଟ ଜେନେରାଲ (ଡିଜିସିଏ) ଦ୍ବାରା ଗୁରୁବାର ଜାରି କରାଯାଇଥିବା ଏକ ସର୍କୁଲାରରେ ଦେଶରେ ନିୟମିତ

ବାଦାମବାଡିରେ ଜଳିଗଲା ଯାତ୍ରୀବାହୀ ବସ

କଟକ: ତା-୨୬-୧୧-୨୦୨୦   କଟକ ବାଦାମବାଡି ବସଷ୍ଟାଣ୍ଡରେ ଛିଡା ହୋଇଥିବା ଏକ ବସ୍‌ରେ ଲାଗିଲା ନିଆଁ । ହଠାତ୍ ହୁତୁ ହୁତୁ ହୋଇ ଜଳି ଉଠିଲା ବସ୍ । କିନ୍ତୁ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।ପାଲାମଣ୍ଡପ ପୁରୀ ବସ୍ ଷ୍ଟାଣ୍ଡରେ ବସ୍‌ଟି ଛିଡ଼ା ହୋଇଥିବା ବେଳେ ଆଜି ଅପରାହ୍ଣରେ ଏଥିରେ

ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବିରେ ବିଧାନସଭା ଅଚଳ

  ଭୁବନେଶ୍ବର: ତା-୨୬-୧୧-୨୦୨୦ ବହୁ ଚର୍ଚ୍ଚିତ ନୟାଗଡ ପରୀ ମୃତ୍ୟୁ ପ୍ରସଙ୍ଗରେ ବିଧାନସଭା ଅଚଳ । କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବିରେ ଆଜି ବିଧାନସଭାରେ ବିରୋଧୀ ବିଜେପି ଓ କଂଗ୍ରେସ ହୋହଲ୍ଲା କରିଛନ୍ତି । ପୋଡିୟମ ନିକଟରେ ବ୍ୟାନର ଦେଖାଇ ବିଜେପିର ସଦସ୍ୟମାନେ

କିମ୍ବଦନ୍ତୀ ଖେଳାଳୀ ଡିଏଗୋ ମାରାଡୋନାଙ୍କ ପରଲୋକ

ନୂଆଦିଲ୍ଲୀ:  ତା-୨୬-୧୧-୨୦୨୦ 1986 ରେ ଆର୍ଜେଣ୍ଟିନାକୁ ଫୁଟବଲ୍ ବିଶ୍ୱକପ୍ ଜିତାଇଥିବା ତଥା ସର୍ବକାଳୀନ ବିଶ୍ୱର ସର୍ବଶ୍ରେଷ୍ଠ ଫୁଟବଲର୍ ଡିଏଗୋ ମାରିଡୋନାଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ 60 ବର୍ଷ ବୟସ ହୋଇଥିଲା ଏବଂ ହୃଦଘାତ ହୋଇଥିଲା।ଆର୍ଜେଣ୍ଟିନାର ସ୍ଥାନୀୟ

ଜନ୍ମ ମାଟିରେ ସରିଲା କାଳିଆର ଶେଷକୃତ୍ୟ

ଭୁବନେଶ୍ବର:  ତା-୨୬-୧୧-୨୦୨୦ ବହୁ ଚର୍ଚ୍ଚିତ କନ୍ଧମାଳର ଯୋଡାମୁଣ୍ଡ ଶିଶୁ ମଧ୍ୟରୁ ଗତକାଲି କାଳିଆ ମୃତ୍ୟୁ ବରଣ କରିଥିବା ବେଳେ ଆଜି ଶେଷକୃତ୍ୟ ସରିଛି। କନ୍ଧମାଳ ଫିରିଙ୍ଗିଆ ବ୍ଲକ ମିଲୁପଡାରେ ପରିବାର ବର୍ଗଙ୍କ ସମେତ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ବିଡିଓଙ୍କ ଉପସ୍ଥିତିରେ ତାର

ଖୋଲୁଛି ଅଭୟକାନ୍ତଙ୍କ କଳା ସାମ୍ରାଜ୍ୟ : ଦ୍ବିତୀୟ ଦିନରେ ଚଢାଉ ଜାରି

ଭୁବନେଶ୍ୱର:  ତା-୨୬-୧୧-୨୦୨୦ ଆଇଏଫଏସ୍ ଅଭୟକାନ୍ତ ପାଠକଙ୍କ ଘରେ ଦ୍ବିତୀୟ ଦିନରେ ଆୟବର୍ହୁଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୧୨ଟି ସ୍ଥାନରେ ଚାଲିଛି ଭିଜିିଲାନ୍ସ ରେଡ୍ । ତାଙ୍କ ସରକାରୀ ବାସଭବନରେ ରାତି ଭିଜିଲାନ୍ସ ବସିଛି। ଗତକାଲି ପୂର୍ବାହ୍ନରେ ବଡ଼ଧରଣର ଭିଜିଲାନ୍ସ ରେଡ ଆରମ୍ଭ

ଆସନ୍ତା କାଲି ମହାପ୍ରଭୁଙ୍କ ନାଗାର୍ଜୁନ ବେଶ : ଶ୍ରଦ୍ଧାଳୁଙ୍କୁ ପୁରୀ ମନା

ପୁରୀ : ତା-୨୫-୧୧-୨୦୨୦ ଆସନ୍ତା କାଲି ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ। ତେ​ବେ କୋଭିଡ କଟକଣା କାରଣରୁ ଭକ୍ତ ମାନେ ଏହି ଅପୂର୍ବ ବେଶକୁ ଦର୍ଶନ କରିବାରୁ ବଞ୍ଚିତ ହେବେ। ଜିଲା ବାହାର ଲୋକଙ୍କୁ ପୁରୀ ନ

ଜଗାକୁ ଏକାଛାଡି ଚାଲିଗଲା କାଳିଆ

ଭୁବନେଶ୍ବର: ତା-୨୫-୧୧-୨୦୨୦  ଜଗାକୁ ଏକାକରିି ଚାଲିଗଲା କାଳିଆ । କଟକ ଏସସିବିରେ ଚିକିତ୍ସାଧିନ ଅବସ୍ଥାରେ ଆଜି କାଳିଆର ମୃତ୍ୟୁ ହୋଇଛି । ଦିଲ୍ଲୀ ଏମ୍ସରେ ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କ ସଫଳ ଅସ୍ତ୍ରୋପଚାର ହୋଇଥିଲା । ପ୍ରାୟ ଦୁଇବର୍ଷ ଧରି ସେଠାରେ ଚିକିତ୍ସା ପରେ ପରିବାର ସହ