News portal website
before header
[URIS id=5393]

ବାଣିକରେ ଆୟକର ରେଡ଼!

0 201

ଅଷ୍ଟିନ ନ୍ୟୁଜ/ଭୁବନେଶ୍ୱର

ତା-୦୧-ଅପ୍ରେଲ-୨୦୨୪

ରାଜଧାନୀର ଜଣାଶୁଣା କମ୍ପିଟେଟିଭି କୋଚିଙ୍ଗ ସେଣ୍ଟର ସିଆରପି ସ୍ଥିତ ବାଣିକରେ ରେଡ଼ କରିଛି ଆୟକର ବିଭାଗ।ଗତବର୍ଷ ଆୟକର ବିଭାଗ ମଧ୍ୟ ଏହି କୋଚିଙ୍ଗ ସେଣ୍ଟର ଉପରେ ଚଢ଼ାଉ କରିଥିଲା।ଆର୍ଥିକ କାରବାରରେ ଅନିୟମିତତା ଏବଂ ଆୟକର ଫାଙ୍କିଥିବାର ତଥ୍ୟ ପଦାକୁ ଆସିଥିଲା।

ଏହି ଅନୁଷ୍ଠାନର ମାଲିକ ଶ୍ରୀ ସୁବ୍ରତ ଛାଟୋଇ ବିଜେଡ଼ିର ଆଗ ଧାଡ଼ିର ନେତା ହୋଇଥିବା ବେଳେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଘନିଷ୍ଠ ବନ୍ଧୁ ବୋଲି ସମସ୍ତେ ଜାଣନ୍ତି।ଆଜିର ରେଡ଼ ଉପରେ ଖବର ଲେଖା ହେଲା ବେଳକୁ ଶ୍ରୀ ଛାଟୋଇଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

Leave A Reply

Your email address will not be published.