News portal website
before header
[URIS id=5393]

ଖୋଲୁଛି ଅଭୟକାନ୍ତଙ୍କ କଳା ସାମ୍ରାଜ୍ୟ : ଦ୍ବିତୀୟ ଦିନରେ ଚଢାଉ ଜାରି

0 183

ଭୁବନେଶ୍ୱର: 

ତା-୨୬-୧୧-୨୦୨୦

ଆଇଏଫଏସ୍ ଅଭୟକାନ୍ତ ପାଠକଙ୍କ ଘରେ ଦ୍ବିତୀୟ ଦିନରେ ଆୟବର୍ହୁଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୧୨ଟି ସ୍ଥାନରେ ଚାଲିଛି ଭିଜିିଲାନ୍ସ ରେଡ୍ । ତାଙ୍କ ସରକାରୀ ବାସଭବନରେ ରାତି ଭିଜିଲାନ୍ସ ବସିଛି। ଗତକାଲି ପୂର୍ବାହ୍ନରେ ବଡ଼ଧରଣର ଭିଜିଲାନ୍ସ ରେଡ ଆରମ୍ଭ ହୋଇଥିଲା।ଚଢାଉରେ ସାମିଲ ହୋଇଛନ୍ତି ଭିଜିଲାନ୍ସ ସେଲର ଦେଢ ଶହ ଅଧିକାରୀ ଓ କର୍ମଚାରୀ ସାମିଲ ଥିଲେ । ଅଭୟକାନ୍ତଙ୍କ ବିଳାସପୂର୍ଣ୍ଣ ଜୀବନଶୈଳୀ, ଅମାପପ ଟଙ୍କା ପାଇଥିଲା ଭିଜିଲାନ୍ସ । କିପରି ଚାର୍ଟର ପ୍ଲେନରେ ଗୋଟେ ଟେକଅଫରେ ୨୫ଲକ୍ଷ ଲଙ୍କା ଖର୍ଚ୍ଚ ହେଉଥିଲା ତାର ତଥ୍ୟ ପ୍ରମାଣ ପାଇଛି ଭିଜିଲାନ୍ସ। ରାଜ୍ୟ ତଥା ରାଜ୍ୟ ବାହାରେ ତାଙ୍କ ସାମ୍ରାଜ୍ୟକୁ ଖୋଳି ବାହାର କରୁଛି ଭିଜିଲାନ୍ସ । ଆଜିବି ୧୨ଟି ସ୍ଥାନରେ ଚଢାଉ ଜାରିରହିଛି ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ।
www.austinnews.in
https:facebookaustinnews https:youtubeaustinnews
twitter@austinnewsmedia

Leave A Reply

Your email address will not be published.