News portal website
before header

ଲିଙ୍ଗରାଜ ମନ୍ଦିର ପାଇଁ ଆସିବ ସ୍ବତନ୍ତ୍ର ଆଇନ

ଭୁବନେଶ୍ବର: ତା-୨-୧୨-୨୦୨୦ ପୁରୀ ଶ୍ରୀମନ୍ଦିର ଆଇନ ଢାଞ୍ଚାରେ ଶ୍ରୀ ଲିଙ୍ଗରାଜ ମନ୍ଦିର ପାଇଁ ଖୁବ ଶୀଘ୍ର ଏକ ସ୍ବତନ୍ତ୍ର ଆଇନ ପ୍ରଣୟନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଆଜି ଅପରାହ୍ନରେ ଏକାମ୍ରକ୍ଷେତ୍ର ବିକାଶ ପ୍ରକଳ୍ପ ବୁଲି ଦେଖିବା ଅବସରରେ

ଏଣିକି ୪୦୦ ଟଙ୍କାରେ RTPCR ଟେଷ୍ଟ

ଭୁବନେଶ୍ବର: କୋଭିଡ ପରୀକ୍ଷା ପାଇଁ ଆଉ ଦେବାକୁ ପଡିବନି ମୋଟା ଅଙ୍କର ଟଙ୍କା। କାରଣ ସାଧାରଣ ଜନତାଙ୍କୁ ସୁହାଇଲା ଭଳି  ଫି ନିର୍ଦ୍ଧାରଣ କରିଛନ୍ତି ରାଜ୍ୟ ସରକାର। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରକାଶ ପାଇଥିବା ବିଜ୍ଞପ୍ତି 

ସବୁ ଜରୁରୀ ସହାୟତା ପାଇଁ ଡାଏଲ କରନ୍ତୁ – ୧୧୨

ଭୁବନେଶ୍ବର: ତା-୦୨-୧୨-୨୦୨୦ ରାଜ୍ୟରେ ପୋଲିସ ପକ୍ଷରୁ ଯୋଗାଇ ଦିଆଯାଉଥିବା ସବୁ ଜରୁରୀ ସହାୟତା ପାଇଁ ଏଣିକି ଗୋଟିଏ ନମ୍ବର, ତାହା ହେଉଛି ୧୧୨ ।ଏହା ତୁରନ୍ତ କାର୍ଯ୍ୟକାରୀ ହେବ । ପୋଲିସ ଆମ୍ବୁଲାନ୍‌ସ, ଦମକଳ ତଥା ମହିଳା ହେଲ୍‌ପ ଲାଇନ ଭଳି ବିଭିନ୍ନ ଜରୁରୀ ସେବା ପାଇଁ ଆଉ

ଫାଇଜର ଟୀକାକୁ ବ୍ରିଟେନର ଗ୍ରୀନ୍ ସିଗନାଲ

ନୂଆଦିଲ୍ଲୀ: ତା-୦୨-୧୨-୨୦୨୦  କରୋନା ମହାମାରୀ ଯୋଗୁଁ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି ହୋଇଛି। ସମସ୍ତେ ଟିକା ଅପେକ୍ଷାରେ । ତେବେ ଏହା ମଧ୍ୟରେ କୋଭିଡ -19 ଟିକା ବିଷୟରେ ଏକ ବଡ ଖବର ବାହାରକୁ ଆସୁଛି।  ବ୍ରିଟେନ ସରକାର Pfizer-BioNTech ର COVID-19 ଟିକାକୁ ଅନୁମୋଦନ କରିଛନ୍ତି ।

ଜାଣନ୍ତୁ ମଧୁମେହ ରୋଗୀମାନେ କିପରି କରିବେ ଶର୍କରା ନିୟନ୍ତ୍ରଣ

ଭୁବନେଶ୍ବର: ତା-୦୨-୧୨-୨୦୨୦ ମଧୁମେହ ରୋଗୀଙ୍କୁ ଶୀତ ଋତୁରେ ବିଶେଷ ଯତ୍ନ ନେବା ଆବଶ୍ୟକ । କାରଣ ଏହି ଋତୁରେ ହଠାତ୍ ରକ୍ତରେ ଶର୍କରା ବୃଦ୍ଧି ହେବାର ଆଶଙ୍କା ବହୁତ ଅଧିକ । ପ୍ରାୟତଃ ଲୋକମାନେ ଥଣ୍ଡା ସମୟରେ ବ୍ୟାୟାମ କରିବା କମ କରନ୍ତି କିମ୍ବା ବନ୍ଦ କରନ୍ତି

୩ ଦିନିଆ ରିମାଣ୍ଡରେ ଗଲେ IFS ଅଭୟକାନ୍ତ

ଭୁବନେଶ୍ୱର: ତା-୦୨-୧୨-୨୦୨୦  ଆଇଏଫ୍ଏସ୍ ଅଭୟକାନ୍ତ ପାଠକଙ୍କୁ ୩ ଦିନିଆ ରିମାଣ୍ଡରେ ନେଇଛି ଏସ୍‌ଆଇଟି । ୩ ଦିନ ପାଇଁ ରିମାଣ୍ଡରେ ନେବାକୁ ଏସ୍‌ଆଇଟି ଆବେଦନ କରିଥିଲା । ତେବେ ଆଜି ସ୍ପେସାଲ୍‌ ଭିଜିଲାନ୍ସ କୋର୍ଟ ଅନୁମତି ପ୍ରଦାନ କରିଛନ୍ତି।  ଅନ୍ୟପଟେ ବାପାପୁଅଙ୍କ ଆକାଉଣ୍ଟର

ଘରୋଇ ସ୍କୁଲ୍ ଫି ‘ ଉପରେ ସରକାରଙ୍କ ନାହିଁ ନିୟନ୍ତ୍ରଣ

ଭୁବନେଶ୍ଵର:  ତା-୦୨-୧୨-୨୦୨୦ ଘରୋଇ ସ୍କୁଲ୍ ଫି’ ଛାଡ଼ ଆବେଦନ ମାମଲାରେ ଆଜି ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି ରାଜ୍ୟ ସରକାର। ଏହି ସତ୍ୟପାଠରେ ସରକାର ଦର୍ଶାଇଛନ୍ତି, ଘରୋଇ ସ୍କୁଲଗୁଡ଼ିକର ଫି’କୁ ରାଜ୍ୟ ସରକାର ନିୟନ୍ତ୍ରଣ କରିପାରିବେ ନାହିଁ। ରାଜ୍ୟରେ ଏତେ ସରକାରୀ ସ୍କୁଲ

ପ୍ରଦୀପଙ୍କ ଜନ ବିରୋଧୀ କାର୍ଯ୍ୟର ହିସାବ ଦେଲା ବିଜେଡି

ଭୁବନେଶ୍ବର: ତା-୧-୧୨-୨୦୨୦  ଗୋପାଳପୁର ବିିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ  ବିଜୁ ଜନତା ଦଳରୁ ବହିଷ୍କାର କରାଯିବା ପରେ ରାଜନୈତିକ ବୟାନ ବାଜି ଜାରି ରହିଛି। ଦଳରୁ ବହିଷ୍କାର କରାଯିବା ପରେ ପ୍ରଦୀପ ପାଣିଗ୍ରାହୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ, ଜନବିରୋଧୀ କାର୍ଯ୍ୟର

ପରୀ ମୃତ୍ୟୁ ମାମଲାର ରହସ୍ୟ ଖୋଲିବେ ବୋଥ୍ରା

ଭୁବନେଶ୍ବର:  ତା-୧-୧୨-୨୦୨୦ ବହୁ ଚର୍ଚ୍ଚିତ ନୟାଗଡର ୫ ବର୍ଷର କୋମଳମତି ଶିଶୁ ପରୀ ହତ୍ୟା ମାମଲାର ତଦନ୍ତ ପାଇଁ ଏସ୍ଆଇଟି ଗଠନ ହୋଇଛି । ବରିଷ୍ଠ ଆଇପିଏସ୍ ଅଫିସର ଅରୁଣ ବୋଥ୍ରା ନେତୃତ୍ୱରେ ହାଇକୋର୍ଟଙ୍କ ତତ୍ୱାବଧାନରେ ଏହି ତଦନ୍ତ ଆଗକୁ ବଢିବ। । ବଛା ବଛା ଅଫିସରଙ୍କୁ ନେଇ ୫ ଜଣିଆ

ପୋଲିସ ନାଁରେ ପ୍ରଦୀପ ପାଣିଗ୍ରାହୀଙ୍କ ସଙ୍ଗୀନ ଅଭିଯୋଗ

ଭୁବନେଶ୍ବର:  ତା-୧-୧୨-୨୦୨୦ ବିଜୁ ଜନତା ଦଳରୁ ବହିଷ୍କୃତ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ପୁଲିସ ନାଁରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ସେ ଅଭିଯୋଗ କରିଛନ୍ତି, ପୁଲିସ ତାଙ୍କ ସମ୍ପର୍କୀୟ ଏବଂ ସମର୍ଥକଙ୍କୁ ଥାର୍ଡ ଡିଗ୍ରୀ ଦେଉଛି। ଏନେଇ ସେ ମୁଖ୍ୟମନ୍ତ୍ରୀ, ମୁଖ୍ୟ ସଚିବ ଏବଂ