News portal website
before header

ଡିଏସ୍‌ପିଙ୍କୁ ଡମ୍ପର ଚଢ଼ାଇ ହତ୍ୟା କଲେ ଖଣି ମାଫିଆ

ଡିଏସ୍‌ପିଙ୍କୁ ଡମ୍ପର ଚଢ଼ାଇ ମାରି ଦେଲେ ଖଣି ମାଫିଆ। ଏ ଭଳି ଏକ ଅଭାବନୀୟ ଘଟଣା ଘଟିଛି ହରିୟାଣାର ନୂହଁରେ । ନୂହଁରେ ପଥର ମାଫିଆଙ୍କୁ ଧରିବାକୁ ଯାଇ ପ୍ରାଣ ହରାଇଲେ ଡିଏସ୍‌ପି ସୁରେନ୍ଦ୍ର ସିଂ ବିଷ୍ଣୋୟୀ। ଯୋଜନାବଦ୍ଧ ଭାବେ ତାଙ୍କ ଉପରେ ଡମ୍ପର ଚଢ଼ାଇ ଦେଇ ପଥର ମାଫିଆ ହତ୍ୟା କରିଥିବା…

ଦୂଷିତ ହୋଇଛି ମହାନଦୀ ଓ ବ୍ରାହ୍ମଣୀ ନଦୀ ଜଳ

ଦୂଷିତ ହୋଇଛି ମହାନଦୀ ଓ ବ୍ରାହ୍ମଣୀ ନଦୀ ଜଳ। ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ସରକାର। ବିଜେଡି ବିଧାୟକ ଅମର ଶତପଥୀଙ୍କ ପ୍ରଶ୍ନରେ ମନ୍ତ୍ରୀ ପ୍ରଦୀପ ଅମାତଙ୍କ ଲିଖିତ ଉତ୍ତର ଦେଇ ଏହି ସୂଚନା ଦେଇଛନ୍ତି। ୧୧ଟି ମୁଖ୍ୟ ନଦୀର ୧୨୯ଟି ସ୍ଥାନରେ ଜଳ ମାନ ପରୀକ୍ଷଣରୁ ସ୍ପଷ୍ଟ…

୨୧ରେ ଇଡି ଅଫିସ ଘେରାଉ କରିବ କଂଗ୍ରେସ

ଆସନ୍ତା ୨୧ରେ ଇଡି ଅଫିସ ଘେରାଉ କରିବ କଂଗ୍ରେସ। ଘେରାଉ ନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ। ସେହିପରି ୨୨ରେ ସବୁ ଜିଲ୍ଲା ମୁଖ୍ୟାଳୟରେ ପ୍ରତିକାତ୍ମକ ପ୍ରତିବାଦ କରିବ କଂଗ୍ରେସ।  ସୋନିଆ ଗାନ୍ଧିଙ୍କୁ EDର ଦ୍ୱିତୀୟ ସମନର ପ୍ରତିବାଦ କରିବ କଂଗ୍ରେସ ।

ପୁଣି ଖଟିଆରେ ବୁହାହେଲେ ରୋଗୀ

ପୁଣି ଦେଖିବାକୁ ମିଳିଲା ସ୍ବାସ୍ଥ୍ୟ ବ୍ୟବସ୍ଥାର ବିକଳ ଚିତ୍ର। ଖଟିଆରେ ବୁହାହେଲେ ରୋଗୀ। ଡାକ୍ତରଖାନାରେ ପହଞ୍ଚିବା ପରେ ମୃତ ଘୋଷଣା କଲେ ଡାକ୍ତର। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନାକଟିଦେଉଳ ବ୍ଲକ ଘୁସୁରାମାଲ ପଞ୍ଚାୟତ ବଡ଼ବିଲ ଗାଁରେ । ଚାଷ କାମକୁ ଯାଇଥିବା ଜଣେ ବ୍ୟକ୍ତି ହଠାତ୍ ବିଲରେ…

୪ ଜିଲ୍ଲାକୁ ମନରେଗା ଯୋଜନାରେ ଅଧିକ ୨୦୦ ଦିନ କାମ

ରାଜ୍ୟ କ୍ୟାବିନେଟରେ ଆଜି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ୪ ଜିଲ୍ଲାକୁ ମନରେଗା ଯୋଜନାରେ ଅଧିକ ୨୦୦ ଦିନ କାମ ଯୋଗାଇବେ ରାଜ୍ୟ ସରକାର। ଏହି ୪ ଜିଲ୍ଲା ହେଉଛି ବଲାଙ୍ଗିର, କଳାହାଣୀଡି, ବରଗଡ଼, ନୂଆପଡ଼ା । ଏହି ଜିଲ୍ଲା ଗୁଡ଼ିକର ୨୦ ବ୍ଲକରେ ଲାଗୁ ହେବ ଏହି ନିଷ୍ପତ୍ତି। ଦାଦନ…

କ୍ୟାବିନେଟ ନିଷ୍ପତ୍ତି ରାୟଗଡ଼ା ଜିଲ୍ଲାରେ ୩ଟି ପାନୀୟ ଜଳ ପ୍ରକଳ୍ପକୁ ଅନୁମୋଦନ

ରାଜ୍ୟ କ୍ୟାବିନେଟରେ ଆଜି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ‘JJM- ଜଳ ଜୀବନ ମିଶନ’, ରାୟଗଡ଼ା ଜିଲ୍ଲାରେ ୩ଟି ପାନୀୟ ଜଳ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି। ଏହା ଦ୍ଵାରା ୨ଟି ବ୍ଲକର ୧୫ଟି ଗ୍ରାମପଞ୍ଚାୟତର ୩୫, ୪୦୦ ଲୋକ ପାନୀୟ ଜଳ ସୁବିଧା ପାଇବେ। ପାନୀୟ ପ୍ରକଳ୍ପକୁ କ୍ୟାବିନେଟରେ…

ଗଞ୍ଜାମ ଋଷିକୂଲ୍ୟା ନଦୀରେ ନିକଟରେ ହେବ ଆନିକଟ

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଗଞ୍ଜାମ ଋଷିକୂଲ୍ୟା ନଦୀରେ ନିକଟରେ ହେବ ଆନିକଟ, ବରଦା ଗାଁ ପାଖରେ ୩୬ ମାସରେ ମଧ୍ୟରେ ଶେଷ ହେବ ଆନିକଟ କାମ। ସେହିପରି ବ୍ରହ୍ମପୁର ସହର ଓ ୧୬ଟି ଗାଁକୁ…

କାଶୀପୁରରେ ଦେଖାଦେଲା ‘ଭିବ୍ରିଓ କଲେରା’

ରାୟଗଡ଼ ଜିଲ୍ଲାର କାଶୀପୁର ଅଞ୍ଚଳରେ ଓହଇଜା ବ୍ୟାପିଥିବା ଜଣାପଡିଛି। ତେବେ ଏହା ‘ଭିବ୍ରିଓ କଲେରା’ ବୋଲି RMRC ରିପୋର୍ଟ ଦେଇଛି। ଏକ ସାମ୍ବାଦିକ ସମ୍ମିଳନୀ କରି ରାୟଗଡ଼ା ଜିଲ୍ଲାପାଳ ସୂଚନା ଦେଇଛନ୍ତି ଯେ ଶେଷଥର ପାଇଁ ୨୦୧୭ ମସିହାରେ ଏହି ରୋଗ ଚିହ୍ନଟ ହୋଇଥିବା ବେଳେ ୫ ବର୍ଷ ପରେ ଏବେ…

ବ୍ରହ୍ମପୁର ସହରରେ ବାଧ୍ୟତାମୂଳକ ହେଲା ମାସ୍କ

ବ୍ରହ୍ମପୁର ସହରରେ ବାଧ୍ୟତାମୂଳକ ହେଲା ମାସ୍କ। ଜନଗହଳିପୂର୍ଣ୍ଣ ଅଞ୍ଚଳ, ପାର୍କ, ମନ୍ଦିର, ଓପନ ଜିମ୍‌ ସହ ବଜାରରେ ଏଣିକି ମାସ୍କ ପିନ୍ଧିବା ବାଧ୍ୟତାମୂଳକ।ରାଜ୍ୟରେ ଏବେ ଦୈନିକ ହଜାରେ ପାଖାପାଖି କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଏହାକୁ ନିୟନ୍ତ୍ରଣକୁ ଆଣିବାକୁ କଡ଼ା ନିୟମ ଲାଗୁ…

୨୪ ଘଣ୍ଟାରେ ରାଜ୍ୟରେ ୯୪୫ କରୋନା ସଂକ୍ରମିତ ଚିହ୍ନଟ

ରାଜ୍ୟରେ ପୁଣି ଉପର ମୁହାଁ କରୋନା ସଂକ୍ରମଣ। ଗତ ୨୪ ଘଣ୍ଟାରେ ରାଜ୍ୟରେ ୯୪୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରୁ କ୍ୱାରେଣ୍ଟାଇନନରୁ ୫୫୩, ଲୋକାଲ କେସ୍ ୩୯୨ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୧୧୦ ଜଣ ଆକ୍ରାନ୍ତ ଥିବା ଜଣାପଡିଛି। ତେବେ…