News portal website
before header

କେନ୍ଦ୍ରର ୬୪୦ କୋଟି ଅନୁଦାନ ପରେ ନବୀନଙ୍କ ଆକାଶ ମାର୍ଗରୁ ସମୀକ୍ଷା ଶେଷ।

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୨୭-୦୫-୨୦୨୧ ଆକାଶ ମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାତ୍ୟା ୟାସ ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା ଜିଲ୍ଲା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ାକୁ ହେଲିକପ୍ଟରରେ ଯୋଗେ ଯାଇ ସ୍ଥିତି…

ଝିଅର ନାଁ ୟସ୍!

କଟକ /ଅଷ୍ଟିନ୍ ନ୍ୟୁଜ ତା - ୨୭-୦୫-୨୦୨୧ ବାତ୍ୟା ଆସିଲା, ଅନେକ୍ କ୍ଷୟକ୍ଷତି କରିଲା, ପ୍ରଳୟ ରଚିଲା ଓ ଚାଲିଗଲା। କିନ୍ତୁ ଏହି ବାତ୍ୟା ୟସ୍ କୁ ଚିରସ୍ମରଣୀୟ କରିବାକୁ, ବାତ୍ୟା ର ନାମ ଅନୁଯାୟୀ ଗୋଟିଏ ନବାଗତ ଶିଶୁ ର ନାମକରଣ କରାଯାଇଛି। ଅଷ୍ଟିନ୍ ନ୍ୟୁଜ୍ ରେ ବିଜ୍ଞାପନ ଦେବା…

ୟସ ସମୀକ୍ଷା କଲେ ବଡଚଣା ବିଧାୟକ।

ଏସଡିଓଙ୍କୁ ବିଦ୍ଯୁତ ଦେବା ପାଇଁ ତାଗିଦ। ଅଷ୍ଟିନ୍ ନ୍ଯୁଜ/ ବଡଚଣା ତା-୨୭-୦୫-୨୦୨୧ ଗତକାଲି ଓଡିଶାରେ ୟସ ବାତ୍ଯାର ପ୍ରଭାବ ଦେଖିବାକୁ ମିଳିଥିଲା, ଆଜି ସକାଳେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଆକାଶ ମାର୍ଗରୁ ବୁଲି ବାତ୍ଯା ର ସମୀକ୍ଷା କରୁଥିବା ବେଳେ, …

ବନାର୍ଡ ଆର୍ନଲ୍ଟ ହେଲେ ବିଶ୍ୱର ନୂଆ ସବୁଠାରୁ ଧନୀ ବ୍ୟକ୍ତି

କଟକ /ଅଷ୍ଟିନ୍ ନ୍ୟୁଜ ତା ୨୭-୦୫-୨୦୨୧ ଏଲ୍. ଭି. ଏମ୍. ଏଚ୍. ନାମକ ଫ୍ରାନ୍ସ ର ଏକ କମ୍ପାନୀର ସି. ଇ.ଓ ବନାର୍ଡ ଆର୍ନଲ୍ଟ ଏବେ ବିଶ୍ଵ ର ନମ୍ଵର୍ ୱାନ ଧନୀ ଭାବେ ଉଭା ହୋଇଛନ୍ତି। ସେ ଆମାଜନ୍ ର ହେଡ ଜେଫ୍ ବେଜୋସ୍ ଙ୍କ ଜାଗା ଅକ୍ତିୟାର କରିଛନ୍ତି। ଅଷ୍ଟିନ୍ ନ୍ୟୁଜ୍ ରେ ବିଜ୍ଞାପନ…

ରାଜ୍ୟରେ ଗତ ୨୪ ଘଂଟାରେ ୬,୭୩୬ କରୋନା ପଜିଟିଭ ଚିହ୍ନଟ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୨୭-୦୫-୨୦୨୧ ରାଜ୍ୟରେ ହଠାତ୍‌ ଆଜି କରୋନା ପଜିଟିଭଙ୍କ ସଂଖ୍ୟା ହ୍ରାସ ପାଇଛି । ଆଜି ଚିହ୍ନଣ ହୋଇଛନ୍ତି ୬ ହଜାର ୭୩୬ କେରୋନା ପଜିଟିଭ। ଏଥିମଧ୍ୟରୁ ଲୋକାଲ କେସ ୨,୯୬୨ ଥିବାବେଳ କ୍ୱାରେଣ୍ଟିନରୁ ବାହାରିଛନ୍ତି ୨୭୭୪ ଜଣ। ସେହିପରି ରାଜ୍ୟରେ ଆଜି ୩୪…

ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ, ଆଜି ୩୪ ଜଣ କରୋନା ଆକ୍ରାନ୍ତଙ୍କ ମୁଣ୍ଡ ନେଲା ମହାମାରୀ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୨୭-୦୫-୨୦୨୧ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତକଙ୍କ ସଂଖ୍ୟା ବଢିଛି । ଗତ ୨୪ ଘଣ୍ଟା ମଧ୍ୟରେ ୬୭୩୬ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ…

ବାତ୍ୟାର ଏରିଏଲ ଭ୍ୟୁ କରିବେ; ମୁଖ୍ୟମନ୍ତ୍ରୀ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୨୭-୦୫-୨୦୨୧ ଆଜି ଆକାଶ ମାର୍ଗରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିବେ । ଦିନ ସାଢେ ୧୨ଟାରେ ଏରିଏଲ ଭ୍ୟୁ କରିବେ ବୋଲି ସୂଚନା ମିଳିଛି । ଯେ କୌଣସି କାର୍ଡ କ୍ରାଫ୍ଟ ଡିଜାଇନର ଉପହାର ପାଇଁ…

ବୈଦେଶିକ ମନ୍ତ୍ରୀଙ୍କର ଶେଷ ହେବ ଆମେରିକା ଗସ୍ତ, ଟିକା ଉତ୍ପାଦନ ଉପରେ ଗୁରୁତ୍ବାରୋପ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୨୭-୦୫-୨୦୨୧ ବର୍ତ୍ତମାନ ଆମେରିକା ଗସ୍ତରେ ଥିବା ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ବୁଧବାର ୱାଶିଂଟନ୍ ଡିସିରେ ରାଜ୍ୟ ସଚିବ ଆଣ୍ଟୋନି ବ୍ଲିଙ୍କେନଙ୍କ ସମେତ ବିଡେନ ପ୍ରଶାସନର ପ୍ରମୁଖ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। …

୯ ଜିଲ୍ଲା କୁ ରେଡ୍ ଓ୍ୱାର୍ନିଙ୍ଗ

କଟକ / ଅଷ୍ଟିନ୍ ନ୍ୟୁଜ ତା - ୨୬-୦୫-୨୦୨୧ ରାଜ୍ୟର ୯ ଟି ଜିଲ୍ଲା କୁ ଜାରି କରାଗଲା ରେଡ୍ ଓ୍ୱାର୍ନିଙ୍ଗ। ବାଲେଶ୍ଵର, ଭଦ୍ରକ, କେନ୍ଦ୍ରପଡା, ଯାଜପୁର, ଜଗତସିଂହପୁର, କଟକ, ମୟୁରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ ଜିଲ୍ଲାକୁ ଜାରି କରାଯାଇଛି ରେଡ୍ ୱାର୍ନିଙ୍ଗ। ଅଷ୍ଟିନ୍ ନ୍ୟୁଜ୍ ରେ…

ସୁନେଇ ଡ୍ୟାମ୍ ରେ ଖୋଲିଲା ଗେଟ

କଟକ / ଅଷ୍ଟିନ୍ ନ୍ୟୁଜ ତା-୨୬-୦୫-୨୦୨୧ ବାତ୍ୟା ୟାସ୍ କରାଳ ପ୍ରକୋପ ଦେଖାଇବା ପରେ ଖୋଲା ହେଲା ସୁନେଇ ଡ୍ୟାମ୍ ର ଗୋଟେ ଗେଟ। ଶିମିଳିପାଳ ରେ ପ୍ରବଳ ଲଗାଣ ବର୍ଷା ଯୋଗୁଁ ବଢ଼ିଥିବା ଜଳ ନିଷ୍କାସନ କରିବା ପାଇଁ ଗୋଟିଏ ଗେଟ୍ କୁ ଖୋଲା ଯାଇଛି। ଅଷ୍ଟିନ୍ ନ୍ୟୁଜ୍ ରେ ବିଜ୍ଞାପନ…