News portal website
before header

କଳାକାରଙ୍କୁ ମିଳିବ ଆଡ୍ଭାନ୍ସ୍ ପେନସନ

କଟକ /ଅଷ୍ଟିନ୍ ନ୍ୟୁଜ ତା - ୨୦-୦୫-୨୦୨୧ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ, ଗୋଟିଏ ଥରରେ ୪ ମାସ ର ପେନସନ୍ କଳାକାରମାନେ ପାଇପାରିବେ। ମେ' ମାସ ଶେଷ ସୁଦ୍ଧା ଏହି ଅର୍ଥରାଶି ପ୍ରଦାନ କରାଯିବ। କରୋନା ମହାମାରୀର ଦ୍ଵିତୀୟ ଲହର କୁ ଦୃଷ୍ଟିରେ ରଖି ଏଭଲି ନିଷ୍ପତ୍ତି ଗ୍ରହଣ…

ହାଇ କୋର୍ଟ ଶୁଟ୍ ଡାଉନ୍

କଟକ / ଅଷ୍ଟିନ୍ ନ୍ୟୁଜ ତା - ୨୦-୦୫-୨୦୨୧ ବଢୁଥିବା କରୋନା ସଂକ୍ରମଣ ଓ ହାଇ କୋଟ୍ କର୍ମଚାରୀ ଙ୍କ ମଧ୍ୟ ରେ ଅଧିକ ସଂକ୍ରମଣ ମାମାଲା କୁ ଦୃଷ୍ଟିରେ ରଖି, ହାଇ କୋର୍ଟ କୁ ମଧ୍ୟ ସଟ୍ଡାଉନ୍ କରିଦିଆଯାଇଛି। ମେ' ୨୭ ତାରିଖ ଯାଏଁ ଉଚ୍ଚ ନ୍ୟାୟାଳୟ କୁ ସମ୍ପୂର୍ଣ୍ଣ ଭାବେ ସଟ୍ ଡାଉନ୍…

କରୋନା ସାଜିଲା କାଳ । ୧୨ ଦିନରେ ବାପ ସହ ୨ ପୁଅଙ୍କ ମୃତ୍ୟୁ ।

ଚାଲିଗଲେ ରାଘୁନାଥ ମହାପାତ୍ର । ଦାରୁଣ ଦୁଃଖ ଦେଲା କରୋନା ୧୨ଦିନରେ ବାପା ସହିତ ୨ ପୁଅଙ୍କ ମୃତ୍ୟୁ ଘଟିଛି । ସ୍ବର୍ଗତ ରଘୁନାଥ ମହାପାତ୍ରଙ୍କର ଜ୍ୟେଷ୍ଠ ପୁତ୍ରଙ୍କ ଦେହାନ୍ତଏମ୍ସରେ ଚିକିତ୍ସାଧୀନ ଥିବା ଯଶୋବନ୍ତଙ୍କୁ ଅତ୍ୟନ୍ତ ସଙ୍କଟାପନ୍ନ ଅବସ୍ଥାରେ ଗତକାଲି ସମ କୋଭିଡ ହସ୍ପିଟାଲରେ…

ବ୍ରହ୍ମପୁରରେ ସ୍ଥାପନ ହେଲା ଅକ୍ସିଜେନ ପ୍ଲାଣ୍ଟ …..

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୨୦-୦୫-୨୦୨୧ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଲିକ୍ଯୁଡ୍ ଅକ୍ସିଜୋନ୍ ପ୍ଳାଣ୍ଟ୍ କୁ ଭିସି ମାଧ୍ୟମରେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।୨୦ ହଜାର ଲିଟର କ୍ଷମତା ବିଶିଷ୍ଟ ପ୍ଳାଣ୍ଟ୍ ଆଜିଠାରୁ କାର୍ଯ୍ଯକ୍ଷମ ହୋଇଛି…

ଘରେ ରହି କରିପାରିବେ କୋରୋନା ଟେଷ୍ଟ….

ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର ତା-୨୦-୦୫-୨୦୨୧ ଏବେ କରୋନା ଯାଞ୍ଚ ପାଇଁ ଆପଣଙ୍କୁ ନା ସ୍ଵାସ୍ଥ୍ୟ କେନ୍ଦ୍ର ଯିବାକୁ ପଡିବ ନା ନମୂନା ସଂଗ୍ରହ ପାଇଁ କାହାକୁ ଘରକୁ ଡକାଇବା ଆବଶ୍ୟକତା ପଡିବ। ଆପଣ ନିଜେ ସହଜରେ କରୋନା ଯାଞ୍ଚ କରି ପାରିବେ। ଘରେ କୋଭିଡ୍ ଯାଞ୍ଚ ପାଇଁ ପ୍ରଥମ…

୨୬ରେ ସ୍ଥଳଭାଗ ଛୁଇଁବ ‘ୟଶ’ ….

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୨୦-୦୫-୨୦୨୧ ଉତ୍ତର ବଙ୍ଗୋପସାଗରରେ ଆସୁଥିବା ସମ୍ଭାବ୍ୟ ବାତ୍ୟା ‘ୟଶ’ର ମୁକାବିଲା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର। ୨୬ ତାରିଖ ବେଳକୁ ବାତ୍ୟା ଉତ୍ତର ମୁହାଁ ହୋଇ ସ୍ଥଳ ଭାଗ ଛୁଇଁପାରେ। ତେଣୁ ରାଜ୍ୟ ସରକାର…

ଦିନ ଦ୍ୱିପହରରେ ଡାହା ମିଛ

କଟକ / ଅଷ୍ଟିନ୍ ନ୍ୟୁଜ ତା - ୨୦-୦୫-୨୦୨୧ ରାଜ୍ୟର ୫ଟି ସରକାର ଯେ କେବଳ ପ୍ରବଳ ମିଛ କୁହନ୍ତି ତା ନୁହେଁ, ମିଛ ପ୍ରଚାର ମଧ୍ୟ କରନ୍ତି , ଏ କଥା ଆମ୍ଭେ ବାରମ୍ବାର ପ୍ରମାଣିତ କରିଛୁ । ଏବେ କିଛି ଗଣମାଧ୍ୟମ ମଧ୍ୟ ଏହା କହିବାକୁ ଆରମ୍ଭ କଲେଣି । ରାଜ୍ୟରେ ଚାଲିଥିବା ଦୁର୍ନୀତି ଓ…

ଏହି ୭ ଜରୁରୀ ସେବା ପାଇଁ ବ୍ୟାଙ୍କକୁ ଦେବାକୁ ପଡିବ ଏତିକି ଟଙ୍କା ଚାର୍ଜ ……

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୨୦-୦୫-୨୦୨୧ ଆଜିକାଲି ପ୍ରାୟ ସମସ୍ତଙ୍କ ପାଖରେ କୌଣସି ନା କୌଣସି ବ୍ୟାଙ୍କର ସଞ୍ଚୟ ଖାତା ଅଛି । ଆପଣଙ୍କ ପାଖରେ ବି ଥିବ । ମାତ୍ର ଏହି ସଞ୍ଚୟ ଖାତା ମାଗଣା ମିଳିନଥାଏ । ଏହି ଖାତା ପାଇଁ କିଛି ଶୁଳ୍କ ଦେବାକୁ ପଡେ ଯାହାକୁ ବ୍ୟାଙ୍କ…