Sign in
Sign in
Recover your password.
A password will be e-mailed to you.
Breaking News
ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।ଭାଜପା ଛାଡିଲେ ସିମନ୍ତିନି ଜେନା !ମାଟି ମାଫିଆଙ୍କ ଭୁ-ସ୍ୱର୍ଗ ଭାପୁର ପାଟ!ବର୍ଷାଙ୍କ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ ପାଇଁ ବିଜଦର ବୈଠକ!ପର ଜମିରୁ ରାତି ହେଲେ ଚାଲିଛି ମାଟି ଚାଲାଣ!ଏକାଠି ହେଲେ ଜନ୍ମେଜୟ ସମର୍ଥକ ଟିକେଟ ନେଇ ବଢ଼ିଲା ସସପେନ୍ସ!ବଦଳିଲେ ଯାଜପୁର ଜିଲ୍ଲାପାଳ!
ଆଜିଠୁ ଆରମ୍ଭ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା
ଆଜି ଠାରୁ ଆରମ୍ଭ ହେଉଛି ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା । ରାଜ୍ୟର ସମସ୍ତ ଉଚ୍ଚ ମାଧ୍ୟମିକ ସ୍କୁଲରେ ଯୁକ୍ତ ଦୁଇ ନାମଲେଖା ହେବ ।www.samsodisha.gov.in ରେ ଛାତ୍ରଛାତ୍ରୀମାନେ ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ । ଅଗଷ୍ଟ ୧୭ରେ ପ୍ରଥମ ମେରିଟ୍ ଲିଷ୍ଟ୍!-->…
ବିବାଦ ପରେ ମୁଢ଼ି ଚୂଡା ଇତ୍ୟାଦିରୁ GST ଛାଡ
ବହୁ ବାଦ ବିବାଦ ପରେ GST ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସ୍ପଷ୍ଟୀକରଣ ଦେଇଛନ୍ତି । କିଛି ନିର୍ଦ୍ଦିଷ୍ଟ ଖାଦ୍ୟ ସାମଗ୍ରୀ ଖୋଲାରେ GST ବିକିଲେ ଲାଗୁ ହେବ ନାହିଁ। ଡାଲି, ଗହମ, ରାଇ, ଓଡ୍ସ, ମକ୍କା, ଚାଉଳ, ଅଟା, ସୁଜି, ବେସନ, ମୁଢ଼ି ଏବଂ ଲସି ଖୋଲାରେ ବିକ୍ରି କଲେ GST ଲାଗୁ!-->…
ପାଇକ ସ୍ମାରକୀ ପାଇଁ ଜମି ହସ୍ତାନ୍ତରକୁ କ୍ୟାବିନେଟ୍ ମଞ୍ଜୁରୀ
ପାଇକ ବିଦ୍ରୋହର ସ୍ମୃତି ପାଇଁ ବରୁଣେଇ ପାହାଡ଼ ପାଦଦେଶରେ ‘ପାଇକ ସ୍ମାରକୀ’ ନିର୍ମାଣ ପାଇଁ ରାଜ୍ୟ ସରକାର ୧୦ ଏକର ଜମି କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟକୁ ମାଗଣାରେ ଯୋଗାଇ ଦେବାକୁ ଆଜି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ!-->…
ନୁପୂର ଶର୍ମାଙ୍କୁ ସୁପ୍ରିମକୋର୍ଟରୁ ବଡ ଆଶ୍ବସ୍ତି
ନିଲମ୍ବିତ ବିଜେପି ନେତ୍ରୀ ନୁପୂର ଶର୍ମାଙ୍କୁ ସୁପ୍ରିମକୋର୍ଟରୁ ବଡ ଆଶ୍ବସ୍ତି। ତେବେ ସୁପ୍ରିମ କୋର୍ଟରେ ସେ ପେଗାମ୍ବର ମହମ୍ମଦଙ୍କ ଉପରେ ମନ୍ତବ୍ୟ ଦେଇଥିବା ଏଫଆଇଆର ସମ୍ପର୍କରେ ଅପିଲ କରିଥିଲେ। ଆଜି ସୁପ୍ରିମକୋର୍ଟରେ ତାଙ୍କ ଆବେଦନର ଶୁଣାଣି ହୋଇଥିଲା। ତାଙ୍କୁ ଏବେ ସୁପ୍ରିମ କୋର୍ଟରୁ!-->…
ଡିଏସ୍ପିଙ୍କୁ ଡମ୍ପର ଚଢ଼ାଇ ହତ୍ୟା କଲେ ଖଣି ମାଫିଆ
ଡିଏସ୍ପିଙ୍କୁ ଡମ୍ପର ଚଢ଼ାଇ ମାରି ଦେଲେ ଖଣି ମାଫିଆ। ଏ ଭଳି ଏକ ଅଭାବନୀୟ ଘଟଣା ଘଟିଛି ହରିୟାଣାର ନୂହଁରେ । ନୂହଁରେ ପଥର ମାଫିଆଙ୍କୁ ଧରିବାକୁ ଯାଇ ପ୍ରାଣ ହରାଇଲେ ଡିଏସ୍ପି ସୁରେନ୍ଦ୍ର ସିଂ ବିଷ୍ଣୋୟୀ। ଯୋଜନାବଦ୍ଧ ଭାବେ ତାଙ୍କ ଉପରେ ଡମ୍ପର ଚଢ଼ାଇ ଦେଇ ପଥର ମାଫିଆ ହତ୍ୟା କରିଥିବା!-->…
ଦୂଷିତ ହୋଇଛି ମହାନଦୀ ଓ ବ୍ରାହ୍ମଣୀ ନଦୀ ଜଳ
ଦୂଷିତ ହୋଇଛି ମହାନଦୀ ଓ ବ୍ରାହ୍ମଣୀ ନଦୀ ଜଳ। ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ସରକାର। ବିଜେଡି ବିଧାୟକ ଅମର ଶତପଥୀଙ୍କ ପ୍ରଶ୍ନରେ ମନ୍ତ୍ରୀ ପ୍ରଦୀପ ଅମାତଙ୍କ ଲିଖିତ ଉତ୍ତର ଦେଇ ଏହି ସୂଚନା ଦେଇଛନ୍ତି। ୧୧ଟି ମୁଖ୍ୟ ନଦୀର ୧୨୯ଟି ସ୍ଥାନରେ ଜଳ ମାନ ପରୀକ୍ଷଣରୁ ସ୍ପଷ୍ଟ!-->…
୨୧ରେ ଇଡି ଅଫିସ ଘେରାଉ କରିବ କଂଗ୍ରେସ
ଆସନ୍ତା ୨୧ରେ ଇଡି ଅଫିସ ଘେରାଉ କରିବ କଂଗ୍ରେସ। ଘେରାଉ ନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ। ସେହିପରି ୨୨ରେ ସବୁ ଜିଲ୍ଲା ମୁଖ୍ୟାଳୟରେ ପ୍ରତିକାତ୍ମକ ପ୍ରତିବାଦ କରିବ କଂଗ୍ରେସ। ସୋନିଆ ଗାନ୍ଧିଙ୍କୁ EDର ଦ୍ୱିତୀୟ ସମନର ପ୍ରତିବାଦ କରିବ କଂଗ୍ରେସ ।
ପୁଣି ଖଟିଆରେ ବୁହାହେଲେ ରୋଗୀ
ପୁଣି ଦେଖିବାକୁ ମିଳିଲା ସ୍ବାସ୍ଥ୍ୟ ବ୍ୟବସ୍ଥାର ବିକଳ ଚିତ୍ର। ଖଟିଆରେ ବୁହାହେଲେ ରୋଗୀ। ଡାକ୍ତରଖାନାରେ ପହଞ୍ଚିବା ପରେ ମୃତ ଘୋଷଣା କଲେ ଡାକ୍ତର। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନାକଟିଦେଉଳ ବ୍ଲକ ଘୁସୁରାମାଲ ପଞ୍ଚାୟତ ବଡ଼ବିଲ ଗାଁରେ । ଚାଷ କାମକୁ ଯାଇଥିବା ଜଣେ ବ୍ୟକ୍ତି ହଠାତ୍ ବିଲରେ!-->…
୪ ଜିଲ୍ଲାକୁ ମନରେଗା ଯୋଜନାରେ ଅଧିକ ୨୦୦ ଦିନ କାମ
ରାଜ୍ୟ କ୍ୟାବିନେଟରେ ଆଜି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ୪ ଜିଲ୍ଲାକୁ ମନରେଗା ଯୋଜନାରେ ଅଧିକ ୨୦୦ ଦିନ କାମ ଯୋଗାଇବେ ରାଜ୍ୟ ସରକାର। ଏହି ୪ ଜିଲ୍ଲା ହେଉଛି ବଲାଙ୍ଗିର, କଳାହାଣୀଡି, ବରଗଡ଼, ନୂଆପଡ଼ା । ଏହି ଜିଲ୍ଲା ଗୁଡ଼ିକର ୨୦ ବ୍ଲକରେ ଲାଗୁ ହେବ ଏହି ନିଷ୍ପତ୍ତି। ଦାଦନ!-->…
କ୍ୟାବିନେଟ ନିଷ୍ପତ୍ତି ରାୟଗଡ଼ା ଜିଲ୍ଲାରେ ୩ଟି ପାନୀୟ ଜଳ ପ୍ରକଳ୍ପକୁ ଅନୁମୋଦନ
ରାଜ୍ୟ କ୍ୟାବିନେଟରେ ଆଜି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ‘JJM- ଜଳ ଜୀବନ ମିଶନ’, ରାୟଗଡ଼ା ଜିଲ୍ଲାରେ ୩ଟି ପାନୀୟ ଜଳ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି। ଏହା ଦ୍ଵାରା ୨ଟି ବ୍ଲକର ୧୫ଟି ଗ୍ରାମପଞ୍ଚାୟତର ୩୫, ୪୦୦ ଲୋକ ପାନୀୟ ଜଳ ସୁବିଧା ପାଇବେ। ପାନୀୟ ପ୍ରକଳ୍ପକୁ କ୍ୟାବିନେଟରେ!-->…
