News portal website
before header

ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବିରେ ବିଧାନସଭା ଅଚଳ

  ଭୁବନେଶ୍ବର: ତା-୨୬-୧୧-୨୦୨୦ ବହୁ ଚର୍ଚ୍ଚିତ ନୟାଗଡ ପରୀ ମୃତ୍ୟୁ ପ୍ରସଙ୍ଗରେ ବିଧାନସଭା ଅଚଳ । କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବିରେ ଆଜି ବିଧାନସଭାରେ ବିରୋଧୀ ବିଜେପି ଓ କଂଗ୍ରେସ ହୋହଲ୍ଲା କରିଛନ୍ତି । ପୋଡିୟମ ନିକଟରେ ବ୍ୟାନର ଦେଖାଇ ବିଜେପିର ସଦସ୍ୟମାନେ…

କିମ୍ବଦନ୍ତୀ ଖେଳାଳୀ ଡିଏଗୋ ମାରାଡୋନାଙ୍କ ପରଲୋକ

ନୂଆଦିଲ୍ଲୀ:  ତା-୨୬-୧୧-୨୦୨୦ 1986 ରେ ଆର୍ଜେଣ୍ଟିନାକୁ ଫୁଟବଲ୍ ବିଶ୍ୱକପ୍ ଜିତାଇଥିବା ତଥା ସର୍ବକାଳୀନ ବିଶ୍ୱର ସର୍ବଶ୍ରେଷ୍ଠ ଫୁଟବଲର୍ ଡିଏଗୋ ମାରିଡୋନାଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ 60 ବର୍ଷ ବୟସ ହୋଇଥିଲା ଏବଂ ହୃଦଘାତ ହୋଇଥିଲା।ଆର୍ଜେଣ୍ଟିନାର ସ୍ଥାନୀୟ…

ଜନ୍ମ ମାଟିରେ ସରିଲା କାଳିଆର ଶେଷକୃତ୍ୟ

ଭୁବନେଶ୍ବର:  ତା-୨୬-୧୧-୨୦୨୦ ବହୁ ଚର୍ଚ୍ଚିତ କନ୍ଧମାଳର ଯୋଡାମୁଣ୍ଡ ଶିଶୁ ମଧ୍ୟରୁ ଗତକାଲି କାଳିଆ ମୃତ୍ୟୁ ବରଣ କରିଥିବା ବେଳେ ଆଜି ଶେଷକୃତ୍ୟ ସରିଛି। କନ୍ଧମାଳ ଫିରିଙ୍ଗିଆ ବ୍ଲକ ମିଲୁପଡାରେ ପରିବାର ବର୍ଗଙ୍କ ସମେତ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ବିଡିଓଙ୍କ ଉପସ୍ଥିତିରେ ତାର…

ଖୋଲୁଛି ଅଭୟକାନ୍ତଙ୍କ କଳା ସାମ୍ରାଜ୍ୟ : ଦ୍ବିତୀୟ ଦିନରେ ଚଢାଉ ଜାରି

ଭୁବନେଶ୍ୱର:  ତା-୨୬-୧୧-୨୦୨୦ ଆଇଏଫଏସ୍ ଅଭୟକାନ୍ତ ପାଠକଙ୍କ ଘରେ ଦ୍ବିତୀୟ ଦିନରେ ଆୟବର୍ହୁଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୧୨ଟି ସ୍ଥାନରେ ଚାଲିଛି ଭିଜିିଲାନ୍ସ ରେଡ୍ । ତାଙ୍କ ସରକାରୀ ବାସଭବନରେ ରାତି ଭିଜିଲାନ୍ସ ବସିଛି। ଗତକାଲି ପୂର୍ବାହ୍ନରେ ବଡ଼ଧରଣର ଭିଜିଲାନ୍ସ ରେଡ ଆରମ୍ଭ…

ଆସନ୍ତା କାଲି ମହାପ୍ରଭୁଙ୍କ ନାଗାର୍ଜୁନ ବେଶ : ଶ୍ରଦ୍ଧାଳୁଙ୍କୁ ପୁରୀ ମନା

ପୁରୀ : ତା-୨୫-୧୧-୨୦୨୦ ଆସନ୍ତା କାଲି ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ। ତେ​ବେ କୋଭିଡ କଟକଣା କାରଣରୁ ଭକ୍ତ ମାନେ ଏହି ଅପୂର୍ବ ବେଶକୁ ଦର୍ଶନ କରିବାରୁ ବଞ୍ଚିତ ହେବେ। ଜିଲା ବାହାର ଲୋକଙ୍କୁ ପୁରୀ ନ…

ଜଗାକୁ ଏକାଛାଡି ଚାଲିଗଲା କାଳିଆ

ଭୁବନେଶ୍ବର: ତା-୨୫-୧୧-୨୦୨୦  ଜଗାକୁ ଏକାକରିି ଚାଲିଗଲା କାଳିଆ । କଟକ ଏସସିବିରେ ଚିକିତ୍ସାଧିନ ଅବସ୍ଥାରେ ଆଜି କାଳିଆର ମୃତ୍ୟୁ ହୋଇଛି । ଦିଲ୍ଲୀ ଏମ୍ସରେ ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କ ସଫଳ ଅସ୍ତ୍ରୋପଚାର ହୋଇଥିଲା । ପ୍ରାୟ ଦୁଇବର୍ଷ ଧରି ସେଠାରେ ଚିକିତ୍ସା ପରେ ପରିବାର ସହ…

ଆସୁଛି ଆଉ ଏକ ଲଘୁଚାପ

ଭୁବନେଶ୍ବର:  ତା-୨୫-୧୧-୨୦୨୦ ଆସନ୍ତା ୨୯ ତାରିଖରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି। କେନ୍ଦ୍ରୀୟ ବଙ୍ଗୋପସାଗରର ଦକ୍ଷିଣ ଭାଗରେ ଏହି ଲଘୁଚାପ  ସୃଷ୍ଟି ହୋଇପାରେ। ଏପଟେ ସାମୁଦ୍ରିକ…

ପରୀ ମୃତ୍ୟୁର ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ବର:  ତା-୨୫-୧୧-୨୦୨୦ ବହୁ ଚର୍ଚ୍ଚିତ ପରୀ ମୃତ୍ୟୁ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ। ଏ ନେଇ ସୂଚନା ଦେଇଛନ୍ତି ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର। ପରି ମୃତ୍ୟୁ ଓ ତା ବାପମାଙ୍କ ବିଧାନସଭା ଆଗରେ ଆତ୍ମହୁତି ଦେବା ପ୍ରସଙ୍ଗରେ ଗୃହରେ ବିବୃତି ରଖିଲେ ଗୃହ…

ବିଜୟ ସିହ୍ନା ହେଲେ ବିହାର ବିଧାନସଭାର ନୂତନ ବାଚସ୍ପତି

ନୂଆଦିଲ୍ଲୀ: ତା-୨୫-୧୧-୨୦୨୦ ବିହାରର ରାଜନୈତିକ ଇତିହାସରେ ପାଞ୍ଚ ଦଶନ୍ଧି ପରେ ବିହାରର ସଂସଦ ଇତିହାସରେ ଆଜି ଏକ ବିଶେଷ ଦିନ, ଯେତେବେଳେ ବାଚସ୍ପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ବିଧାନସଭା ନିର୍ବାଚନ ପରେ ଏନଡିଏ ବର୍ତ୍ତମାନ ବିହାର ବିଧାନସଭା…

ଦାୟିତ୍ବ ନେଲେ ଉତ୍କଳ ବିଶ୍ବବିଦ୍ୟାଳୟ ନୂଆ କୁଳପତି

ଭୁବନେଶ୍ବର:  ତା୨୫-୧୧-୨୦୨୦ ଉତ୍କଳ ବିଶ୍ବବିଦ୍ୟାଳୟର କୁଳପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ପ୍ରଫେସର୍‌ ସବିତା ଆଚାର୍ଯ୍ୟ। ବିଶ୍ବବିଦ୍ୟାଳୟ ଇତିହାସରେ ପ୍ରଥମଥର ପାଇଁ ଜଣେ ମହିଳା ପ୍ରଫେସର୍‌ ଭାବେ ସେ ଏହି ପଦର ଗୁରୁ ଦାୟିତ୍ଵ ତୁଲାଇବେ।  ଗୁଣାତ୍ମକ ଶିକ୍ଷା ସହ ଗବେଷଣା,…