News portal website
before header

ଖାଉଟି ମୁଣ୍ଡରେ ଚଡକ ଜୁଲାଇ ୧୮ରୁ ଏହି ଜିନିଷ ହେବ ମହଙ୍ଗା

ଜୁଲାଇ ୧୮ ତାରିଖରୁ ଖାଉଟିଙ୍କ ମୁଣ୍ଡ ବଥା ବଢିବାକୁ ଯାଉଛି । ଏହାର ସଙ୍କେତ ମିଳିଛି ଜିଏସଟିର ୪୭ତମ ବୈଠକରୁ । ଏହି ବୈଠକରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଜୁଲାଇ ୧୮ରୁ କିଛି ନୂଆ ଉତ୍ପାଦ, କିଛି ଦ୍ରବ୍ୟ ଓ ସେବା ଉପରେ ଜିଏସଟିର ହାର ବୃଦ୍ଧି ପାଇବ। ଜାଣନ୍ତୁ କେଉଁ…

ଭାଲୁ ଆକ୍ରମଣରେ ଚାଲିଗଲା ୩ ଯୁବକଙ୍କ ଜୀବନ

ନୂଆପଡା ଜିଲ୍ଲା ରେଞ୍ଜ ଡୁଆଖେନ ଜଙ୍ଗଲରେ ଘଟିଛି ଏକ ଅଭାବନୀୟ ଘଟଣା । ଭାଲୁ ଆକ୍ରମଣରେ ଚାଲିଗଲା ୩ ଯୁବକଙ୍କ ଜୀବନ। ସୂଚନା ମୁତାବକ ଗତକାଲି ସକାଳେ ସମରସିିଂ ଗାଁର ଦୁଇ ଜଣ ଯୁବକ ନୂଆପଡା ରେଞ୍ଜ ଡୁଆଡେନ ଜଙ୍ଗଲକୁ କାଠ ସଂଗ୍ରହ କରିବାକୁ ଯାଇଥିଲେ । କିନ୍ତୁ ସନ୍ଧ୍ୟା ପୂର୍ବରୁ ନଫେରିବାରୁ…

ମୋଟୁରେ ବନ୍ୟା ପରିସ୍ଥିତି ଆଣିଲା ପୋଲାଭରମ୍ ପ୍ରକଳ୍ପ

ଆନ୍ଧ୍ରପ୍ରଦେଶର ପୋଲାଭରମ୍ ପ୍ରକଳ୍ପ ଏବେ ଓଡିଶା ପାଇଁ କାଳ ସାଜିଛି। ଏହି ପ୍ରକଳ୍ପ ଯୋଗୁଁ ଓଡ଼ିଶାର ମାଲକାନଗିରି ସୀମାନ୍ତ ମୋଟୁ ଗ୍ରାମରେ ଏବେ ବନ୍ୟା ପରିସ୍ଥିତି। ଆନ୍ଧ୍ରର ଏହି ପ୍ରକଳ୍ପ ଯୋଗୁଁ ଓଡ଼ିଶାର ମୋଟୁ ଗ୍ରାମର ପୁରୁଣା ବସ୍ତି ବନ୍ୟା ପାଣିରେ ବୁଡ଼ିଯାଇଛି। ପୁରୁଣା ବସ୍ତିରେ…

ରାୟଗଡାରେ ଝାଡ଼ାବାନ୍ତି ଆତଙ୍କ, ପ୍ରାଣ ହରାଇଲେଣି ୬ ଆକ୍ରାନ୍ତ

ରାୟଗଡ଼ା ଜିଲ୍ଲାର କାଶିପୁର ବ୍ଲକରେ ଏବେ ଝାଡ଼ାବାନ୍ତି ଏକ ବଡ ଧରଣର ସମସ୍ୟା ପାଲଟିଛି। ଝାଡ଼ାବାନ୍ତିରେ ମୃତକଙ୍କ ସଂଖ୍ୟା ୬କୁ ବୃଦ୍ଧି ପାଇଛି। ରାୟଗଡ଼ା ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ  ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ନେଇ ସୂଚନା ମିଳିଛି। ଗତକାଲି ସନ୍ଧ୍ୟା ସୁଦ୍ଧା…

ପୁଣି ୧୦୦୦ ପାର କଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦୬୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ସେଥି ମଧ୍ୟରୁ ୬୨୪ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୪୪୧ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି ।…

କୋଟିଆରେ ଆରମ୍ଭ ହେଲା ଆଦର୍ଶ ବିଦ୍ୟାଳୟ ,ଛାତ୍ରଛାତ୍ରୀଙ୍କ ପାଇଁ ନିଃଶୁଳ୍କ ବସ୍‌ ସେବା

କୋରାପୁଟର କୋଟିଆ ଗ୍ରାମପୁଞ୍ଜର ସର୍ବାଙ୍ଗୀନ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ବିକାଶ କାର୍ଯ୍ୟ ଆଗେଇ ଚାଲିଛି। କୋଟିଆରେ ଚଳିତ ଶିକ୍ଷା ବର୍ଷରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଆରମ୍ଭ ହୋଇଯାଇଛି। ନୂତନ ଭାବରେ ପ୍ରତିଷ୍ଠା ହୋଇଥିବା ଏହି ବିଦ୍ୟାଳୟର ୬ଷ୍ଠ ଶ୍ରେଣୀରେ…

ପ୍ରଥମ ଦିନରେ ୧୬ ଗୁଣ ଅଧିକ ଲୋକ ନେଲେ ବୁଷ୍ଟର ଡୋଜ୍‌

ଗତ କାଲି ଠାରୁ ଦେଶରେ ଆରମ୍ଭ ହୋଇଛି ୭୫ ଦିନିଆ ଟୀକାକରଣ ଅଭିଯାନ। ଏହି ଅଭିଯାନ ଅଧୀନରେ ମାଗଣାରେ ବୁଷ୍ଟର ଡୋଜ୍‌ ଦିଆଯିବ। ତେବେ ପ୍ରଥମ ଦିନରେ ହିଁ ରେକର୍ଡ ସୃଷ୍ଟି ହୋଇଛି। ପୂର୍ବରୁ ଯେତିକି ଲୋକ ବୁଷ୍ଟର ଡୋଜ୍‌ ନେଉଥିଲେ ମାଗଣା ଅଭିଯାନର ପ୍ରଥମ ଦିନରେ ତା’ ଠାରୁ ୧୬ ଗୁଣ ଅଧିକ ଟିକା…

ଟ୍ରକ୍‌କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ ୨୪ ଯାତ୍ରୀ ଆହତ

ଶୁକ୍ରବାର ବିଳମ୍ବିତ ରାତ୍ରିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଟ୍ରକ୍‌କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ଦୁର୍ଘଟଣାରେ ୨୪ ବସଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ବଲାଙ୍ଗିର-ବରଗଡ ୨୬ ନମ୍ବର ଜାତୀୟ ରାଜପଥ ହୀରାପୁର ଛକ ଠାରେ ଏଭଳି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବଲାଙ୍ଗିରରୁ…

ଲଘୁଚାପ ପ୍ରଭାବରେ ଟୁଇନସିଟିରେ ଲାଗି ରହିଛି ବର୍ଷା

ଲଘୁଚାପ ପ୍ରଭାବରେ ଆଜି ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ବର ଓ କଟକ ସହରରେ ଆଜି ସକାଳୁ ପ୍ରବଳ ବର୍ଷା ଜାରି ରହିଛି। ବର୍ଷା ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ବର୍ଷାରେ ଦୃଶ୍ୟମାନ ଦୂରତା କମୁଥିବାରୁ ନିଜକୁ ଯାତାୟାତରୁ ନିବୃତ ରଖିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ।…

ରୁଚି କମ୍ପାନିରେ ଲାଗିଲା ନିଆଁ

କଟକ ଖାପୁରିଆ ସ୍ଥିତ ରୁଚି କମ୍ପାନିରେ  ବିଳମ୍ବିତ ରାତିରେ ନିଆଁ ଲାଗିଥିଲା। ଖବର ପାଇ ଅଗ୍ନିଶମ ବିଭାଗ ଆସି ନିଆଁକୁ ଆୟତ୍ତ କରିଛି। ମିଳିଥିବା ସୂଚନା ଅନୁସାରେ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥାଇ ପାରେ। ତେବେ କମ୍ପାନୀର ଜିନିଷ ପତ୍ର ପୋଡ଼ି ନଷ୍ଟ ହୋଇଯାଇଛି। ତେବେ ସୂଚନା ମୁତାବକ…