News portal website
before header
[URIS id=5393]

ଭାଲୁ ଆକ୍ରମଣରେ ଚାଲିଗଲା ୩ ଯୁବକଙ୍କ ଜୀବନ

0 148

ନୂଆପଡା ଜିଲ୍ଲା ରେଞ୍ଜ ଡୁଆଖେନ ଜଙ୍ଗଲରେ ଘଟିଛି ଏକ ଅଭାବନୀୟ ଘଟଣା । ଭାଲୁ ଆକ୍ରମଣରେ ଚାଲିଗଲା ୩ ଯୁବକଙ୍କ ଜୀବନ। ସୂଚନା ମୁତାବକ ଗତକାଲି ସକାଳେ ସମରସିିଂ ଗାଁର ଦୁଇ ଜଣ ଯୁବକ ନୂଆପଡା ରେଞ୍ଜ ଡୁଆଡେନ ଜଙ୍ଗଲକୁ କାଠ ସଂଗ୍ରହ କରିବାକୁ ଯାଇଥିଲେ । କିନ୍ତୁ ସନ୍ଧ୍ୟା ପୂର୍ବରୁ ନଫେରିବାରୁ ତାଙ୍କୁ ଖୋଜିବାକୁ ତିନି ଜଣ ଯୁବକ ଯାଇଥିଲେ । ଏହି ସମୟରେ ଜଙ୍ଗଲି ଭାଲୁ ସେମାନଙ୍କୁ ଆକ୍ରମଣ କରିଥିଲା। ସେମାନଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ମୃତକମାନେ ହେଲେ ସମରସିଂ ଗାଁର ରତନ ମାଝି, ନକୁଲ ମାଝି ଏବଂ ରବି ରଣା । ସୂଚନା ପାଇ ବନବିଭାଗ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଂଚି ମୃତଦେହ ଓ ମୃତ ଭାଲକୁ ଜବତ କରି ତଦନ୍ତ କରୁଛନ୍ତି ।

Leave A Reply

Your email address will not be published.