News portal website
before header

ଅଗ୍ନିଶମ ସେବା ସଂସ୍ଥାର ୧୦ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୦୧-୦୬-୨୦୨୧ ବାତ୍ୟା ୟାସ୍ ମୁକାବିଲା ଓ ପୁନରୁଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିବା ଅଗ୍ନିଶମବାହିନୀର ୧୦ଜଣ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି ।ବାତ୍ୟା ଦ୍ବାରା କ୍ଷତିଗ୍ରସ୍ତ ଜଗତସିଂହପୁର, କେନ୍ଦ୍ରାପଡ଼ା,…

କମୁନି ସଂକ୍ରମଣ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୦୧-୦୬-୨୦୨୧ ରାଜ୍ୟରେ କ୍ରମାଗତ ଭାବେ ଲକଡାଉନ ପ୍ରଭାବ ଯୋଗେ ସଂକ୍ରମଣ କମୁଥିବାରୁ ଦେଖିବାକୁ ମିଳିଛି । ଗତ ୨୪ ଘଣ୍ଟା ମଧ୍ୟରେ ୮୭୩୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ…

ଦେଶର ଅର୍ଥନୀତି ଉପରେ କୋଭିଡ଼ ମାଡ଼,

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୧-୦୬-୨୦୨୧ ଦେଶ ରେ କରୋନା ର ପ୍ରକୋପ ଜାରୀରହିଛି । ୟାହା ଆମ ଭାରତର ଅର୍ଥନୀତି ଉପରେ ସିଧା ସଳଖ ପ୍ରକୋପ ପଡିଥିବା ଦେଖିବାକୁ ମିଳିଛି ଯାହାକି ୨୦୨୦-୨୧ ଆର୍ଥିକ ବର୍ଷରେ ଅଭିବୃଦ୍ଧି ମାଇନସ ୭.୩ ପ୍ରତିଶତ। ଯାହା ଗତ ୪୦ ବର୍ଷରେ ସର୍ବନିମ୍ନ ।…

କଂଗ୍ରେସ ନେତା ବାପି ସର୍ଖେଲ୍ ଅସୁସ୍ଥ

କଟକ / ଅଷ୍ଟିନ୍ ନ୍ୟୁଜ ତା - ୩୧-୦୫-୨୦୨୧ ପାରାଦୀପର ଜଣେ ଜଣାଶୁଣା ବ୍ୟବସାୟୀ ତଥା ଓଡ଼ିଆ କଂଗ୍ରେସ ଦଳର ଆଗଧାଡିର ନେତା, ଶ୍ରୀ ବାପି ସର୍ଖେଲ୍ କରୋନାରେ ଅସୁସ୍ଥ ହୋଇ ଚିକିତ୍ସିତ ହୋଉଛନ୍ତି । ତାଙ୍କର ଅସୁସ୍ଥ ଖବରରେ ପାରାଦୀପ ତଥା ଓଡ଼ିଶାର ବହୁ କଂଗ୍ରେସ ନେତା ତାଙ୍କର ଆଶୁ…

ଓଡ଼ିଶାର ସର୍ବପ୍ରଥମ କର୍କଟ ରୋଗ ଚିକିତ୍ସାଳୟ ଭାବେ ଏଚ୍. ସି. ଜି ପଣ୍ଡା କ୍ୟାନସର୍ ହସ୍ପିଟାଲ କୁ ଏନ୍ଏବିଏଚ୍…

କଟକ / ଅଷ୍ଟିନ୍ ନ୍ୟୁଜ ତା-୩୧-୦୫-୨୦୨୧ ରାଜ୍ୟରେ ପ୍ରଥମ କ୍ଯାନ୍ସର ହସ୍ପିଟାଲ ଭାବରେ ଏନ୍ଏବିଏଚ୍ ଆକ୍ରିଡେସନ୍ ପ୍ରାପ୍ତ କରିବାରେ ଏଚ୍. ସି. ଜି ପଣ୍ଡା କ୍ୟାନସର୍ ହସ୍ପିଟାଲ, ସଫଳତା ଲାଭ କରିଛି। ଏହି ଅକ୍ରିଡେସନ୍ କେବଳ ଉଚ୍ଚକୋଟୀର ରୋଗୀ ସେବା ଓ ସବୁ ପ୍ରକାରର ଭିତ୍ତିଭୂମି ଥିବା…

ଆଦିବାସୀ ବହୁଳ ଗାଁରେ ଗଡ଼ିଲା କରୋନା ସଚେତନତା ରଥ ..

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୩୧-୦୫-୨୦୨୧ ଜଗବନ୍ଧୁ ପ୍ରଧାନ ମୟୂରଭଞ୍ଜ ଜିଲ୍ଲାରେ କରୋନା ସଂକ୍ରମଣହାର ଆଦିବାସୀ ବହୁଳ ଗ୍ରାମରେ ବଢୁଥିବା ଯୋଗୁଁ କପ୍ତିପଦା ଉପଖଣ୍ଡ ର ଆଇ. ଟି . ଡି . ଏ ତରଫରୁ ଏକ ସଚେତନତା ସୃଷ୍ଟି କରିବା ପାଇଁ ଏକ ସଚେତନ ରଥ ଉଦଳା ବ୍ଲକ…

ଅମାନିଆଙ୍କର ଟଙ୍କା ଉଠାଣ ପାଇଁ ବ୍ୟାଙ୍କ ଆଗରେ ଭିଡ଼ ।

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୩୧-୦୫-୨୦୨୧ ଜଗବନ୍ଧୁ ପ୍ରଧାନ କରୋନା ସଂକ୍ରମଣ ଗାଁରେ ବଢିଚାଲୁଛି । ଆଜି ଉଦଳା ବଜାରରେ ଥିବା bank of India ରେ ହଜାର ହଜାର ପାସବହି ଧାରୀ ଭିଡ଼ କରିଥିବା ର ଦେଖିବା କୁ ମିଳିଅଛି । ସାଧାରଣତଃ କାଳିଆ ଯୋଜନା ଓ ପ୍ରଧାନ ମନ୍ତ୍ରୀ…

ବଢୁଛି କରୋନା ଗ୍ରାଫ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୩୧-୦୫-୨୦୨୧ ରାଜ୍ୟ ରେ କରୋନା ସଂକ୍ରମଣ ଥମିବାର ନା ଧରୁନାହିଁ ରାଜ୍ୟରେ ଗତ ୨୪ ଘଣ୍ଟାରେ ୮୩୧୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୪୬୫୫ ଲୋକାଲ କଣ୍ଟାକ୍ଟ ଥିବାବେଳେ ୩୬୫୮ କ୍ୱାରେଣ୍ଟିନେର ଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ…