Sign in
Sign in
Recover your password.
A password will be e-mailed to you.
Breaking News
ସେବାରେ ଡକ୍ଟର ଅର୍ଜନ କଲେ ମହେଶ୍ବରବଡ଼ଚଣାର କୁବେର AEE ତପନ ସେଠୀଙ୍କୁ ଭିଜିଲାନ୍ସ ରେଡ !ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।ଭାଜପା ଛାଡିଲେ ସିମନ୍ତିନି ଜେନା !ମାଟି ମାଫିଆଙ୍କ ଭୁ-ସ୍ୱର୍ଗ ଭାପୁର ପାଟ!ବର୍ଷାଙ୍କ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ ପାଇଁ ବିଜଦର ବୈଠକ!ପର ଜମିରୁ ରାତି ହେଲେ ଚାଲିଛି ମାଟି ଚାଲାଣ!
‘A’ଓ ‘B’ ରେ ବିଭକ୍ତ ହେଲା ଲକଡାଉନ କାଟାଗରି।
ରାଜ୍ୟର ସମସ୍ତ ଜିଲ୍ଲାରେ ଲକଡାଉନ୍ ଆଂଶିକ ଭାବେ ୧୪ ଦିନ ପାଇଁ ଘୋଷଣା କରାଯାଇଛି। ୧ ଜୁଲାଇ ସକାଳ ୬ଟାରୁ ୧୬ ଜୁଲାଇ, ୨୦୨୧ ସକାଳ ୬ଟା ପର୍ଯ୍ୟନ୍ତ ଏହା ଲାଗୁ ରହିବ। ସମଗ୍ର ରାଜ୍ୟରେ ସନ୍ଧ୍ୟା ୬ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ରାତ୍ରୀ କାଳିନ କର୍ଫ୍ଯୁ ବଳବତ୍ତର ରହିବ।
!-->!-->!-->…
ଗ୍ରୀନ୍ ଜୋନରେ ଉଠିପାରେ ଲକଡାଉନ୍ ଓ ରେଡ୍ ଜୋନରେ ବଢ଼ିପାରେ କଟକଣା; ଆଜି ହେଇପାରେ ନିଷ୍ପତି!!
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୩୦-୦୬-୨୦୨୧
ରାଜ୍ୟରେ ସଂକ୍ରମଣ ହାର୍ ଖସୁଛି । ଏବେ ୪.୧୪ ପ୍ରତିଶତ ରହିଛି ପଜିଟିଭ୍ ହାର୍ । ଏଥିସହ ରାଜ୍ୟ ସରକାର ଲଗାଇଥିବା ଆଂଶିକ ଲକଡାଉନ୍ ଗୁରୁବାର ସକାଳ ୫ଟାରେ ସରୁଛି । ସଂକ୍ରମଣ ହ୍ରାସ ପାଉଥିବାରୁ ସରକାର କଟକଣାକୁ ଆହୁରି କୋହଳ!-->!-->!-->!-->!-->…
ଟ୍ବିନସିଟିରେ ଉପରମୁହାଁ ସଂକ୍ରମଣ !!
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୩୦-୦୬-୨୦୨୧
ଗତକାଲି କରୋନା ସଂକ୍ରମଣ ସାମାନ୍ୟ କମିଥିବାବେଳେ ଆଜି ପୁଣି ଉପରମୁହାଁ ହୋଇଛି ଦୈନିକ ସଂକ୍ରମଣ। ଟ୍ବିନସିଟିରେ ସଂକ୍ରମଣ ପୁଣି ଅଧିକ ରହିଥିବା ଜଣାପଡିଛି । ଆଜି ରାଜ୍ୟରୁ ୩୩୭୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା!-->!-->!-->!-->!-->…
ବୁର୍ଲାର ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ ଟେକ୍ନୋଲଜି (ଭିସୁଟ୍)ରେ ନୂଆ କୁଳପତି ନିଯୁକ୍ତ କଲେ, ରାଜ୍ୟପାଳ।
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୨୯-୦୬-୨୦୨୧
ବୁର୍ଲାର ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ ଟେକ୍ନୋଲଜି (ଭିସୁଟ୍)ରେ ନୂଆ କୁଳପତି ନିଯୁକ୍ତ। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରଫେସର ବଂଶୀଧର ମାଝୀଙ୍କୁ ସମ୍ବଲପୁର ଜିଲ୍ଲାର ବୁର୍ଲା ବୀର ସୁରେନ୍ଦ୍ର ସାଏ!-->!-->!-->!-->!-->…
ଆଜିଠାରୁ ଭୁବନେଶ୍ବରରେ ଉପଲବ୍ଧ ହେଲା ଋଷିଆ ଟିକା ସ୍ପୁଟନିକ-ଭି!!
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୨୯-୦୬-୨୦୨୧
ଆଜିଠାରୁ ଭୁବନେଶ୍ବରରେ ଋଷିଆ ଟିକା ସ୍ପୁଟନିକ-ଭି ଉପଲବ୍ଧ ହେବ ବୋଲି ଜଣାପଡିଛି । ବର୍ତ୍ତମାନ ଏହି ଟିକା କେବଳ ଚନ୍ଦ୍ରଶେଖରପୁର ଅଞ୍ଚଳର କେୟାର ହସ୍ପିଟାଲରେ ୧୧୪୫ ଟଙ୍କା ମୂଲ୍ୟରେ ଦିଆଯାଉଛି।ଉଭୟ ବୟସ ବର୍ଗର!-->!-->!-->!-->!-->…
ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରୀ ତେଲ ; ଚାଲିଛି ପ୍ରସ୍ତୁତି!!
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୨୯-୦୬-୨୦୨୧
ସୁସ୍ଥ ହେବେ ଶ୍ରୀଜିଉ । ଅଣସର ଘରେ ଚାଲିଛି ମହାପ୍ରଭୁଙ୍କ ନୀତିକାନ୍ତି । ଆଜି ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରୀ ତେଲ । ଜ୍ୱରପୀଡ଼ା ଲାଘବ ପାଇଁ ଆଷାଢ଼ ଶୁକ୍ଳ ପଞ୍ଚମୀ ତିଥିରେ ଏହି ତେଲ ଲାଗୁ କରାଯାଏ ।!-->!-->!-->!-->!-->…
୨୪ ଘଣ୍ଟା ମଧ୍ୟରେ ୨୬୪୦ ଜଣ କରୋନା ପଜିଟିଭ ଚିହ୍ନଟ!!
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୨୯-୦୬-୨୦୨୧
ଆଜି କରୋନାର ଦୈନିକ ସଂକ୍ରମଣରେ ଦ୍ରୁତ ହ୍ରାସ ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୬୪୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଓ ଲୋକସମ୍ପର୍କ ବିଭାଗ ଜଣାଇଛି ।ନୂତନ ସଂକ୍ରମିତଙ୍କ ମଧ୍ୟରେ ୧୫୧୭ ଜଣ କ୍ବାରେଣ୍ଟାଇନ!-->!-->!-->!-->!-->…
ମମତା ବାନାର୍ଜୀ ଲେଖିଲେ ତିନୋଟି ଚିଠି ; କହିଲେ ଏମିତି ?
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୨୮-୦୬-୨୦୨୧
ପଶ୍ଚିମବଙ୍ଗର ରାଜ୍ୟପାଳ ଜଣେ ଲାଞ୍ଚଖୋର ବ୍ୟକ୍ତି ତାଙ୍କୁ ପଦରୁ ହଟାଇବା ପାଇଁ ତିନୋଟି ଚିଠି ଲେଖିଛନ୍ତି ମମତା ବାନାର୍ଜୀ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ରାଜ୍ୟପାଳ ଜଗଦୀପ ଧନଖରଙ୍କୁ ଟାର୍ଗେଟ କରି!-->!-->!-->!-->!-->…
ଆଠଟି ନୁତନ ସ୍କିମ୍ ଘୋଷଣା କଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୨୮-୦୬-୨୦୨୧
କରୋନାରେ ପ୍ରଭାବିତ ସେକ୍ଟରେ ଗତି ବଢାଇବା ପାଇଁ ଆଠଟି ନୁତନ ସ୍କିମ୍ ଘୋଷଣା କଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି କୋଭିଡ ପ୍ରଭାବିତ କ୍ଷେତ୍ରଗୁଡିକ ପାଇଁ ୧.୧ ଲକ୍ଷ କୋଟି ଋଣ ଗ୍ୟାରେଣ୍ଟି ଯୋଜନା ଘୋଷଣା!-->!-->!-->!-->!-->…
ଓଡ଼ିଶାକୁ ଆସିଲା ସ୍ପୁଟନିକ୍ -ଭି ଟିକା!!
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୨୮-୦୬-୨୦୨୧
କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଟିକାକରଣକୁ ଯୋରଦାର କରିଛନ୍ତି ରାଜ୍ୟ ସରକାର। କାରଣ କରୋନାରୁ ବଞ୍ଚିବା ପାଇଁ କରୋନା ଟିକା ହେଉଛି ଏକମାତ୍ର ସଞ୍ଜୀବନୀ। ସେଥିପାଇଁ ସମସ୍ତଙ୍କୁ ନିଶ୍ଚିତ ଟିକା ନେବା!-->!-->!-->!-->!-->…
