Sign in
Sign in
Recover your password.
A password will be e-mailed to you.
Breaking News
ସେବାରେ ଡକ୍ଟର ଅର୍ଜନ କଲେ ମହେଶ୍ବରବଡ଼ଚଣାର କୁବେର AEE ତପନ ସେଠୀଙ୍କୁ ଭିଜିଲାନ୍ସ ରେଡ !ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।ଭାଜପା ଛାଡିଲେ ସିମନ୍ତିନି ଜେନା !ମାଟି ମାଫିଆଙ୍କ ଭୁ-ସ୍ୱର୍ଗ ଭାପୁର ପାଟ!ବର୍ଷାଙ୍କ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ ପାଇଁ ବିଜଦର ବୈଠକ!ପର ଜମିରୁ ରାତି ହେଲେ ଚାଲିଛି ମାଟି ଚାଲାଣ!
ଜୁଲାଇ ୧ରେ ଏହି ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଖୋଲିବ ସମସ୍ତ ସ୍କୁଲ
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୧୬-୦୬-୨୦୨୧
ଉତ୍ତର ପ୍ରଦେଶରେ କରୋନା ପ୍ରକୋପ ଥମିବା ସହ ସ୍ଥିତି ନିୟନ୍ତ୍ରଣରେ ରହିଛି। ସାଂପ୍ରତିକ ସ୍ଥିତିକୁ ଦୃଷ୍ଟିରେ ରଖି ଯୋଗୀ ଆଦିତ୍ୟନାଥ ସରକାର ଜୁଲାଇ ୧ରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଖୋଲିବାକୁ ଅନୁମତି!-->!-->!-->!-->!-->…
ପୁଣି ଇସ୍ରାଏଲ ଓ ଗାଜା ମୁହାମୁହିଁ
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୧୬-୦୬-୨୦୨୧
ଗତ ମାସରେ ୧୧ ଦିନ ଧରି ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ସଙ୍ଘର୍ଷ ପରେ ଉଭୟ ପକ୍ଷ ଯୁଦ୍ଧବିରତି ଘୋଷଣା କରିଥିଲେ । କିନ୍ତୁ ଏବେ ପୁଣି ଇସ୍ରାଏଲ ଓ ଗାଜା ମୁହାଁମୁହିଁ ହୋଇଛନ୍ତି । ଇସ୍ରାଏଲ ଗାଜା ଉପରେ ଆଉ ଥରେ ଆକ୍ରମଣ!-->!-->!-->!-->!-->…
୨୪ ଘଣ୍ଟା ମଧ୍ୟରେ ୩୫୩୫ କରୋନା ପଜିଟିଭ୍ ଚିହ୍ନଟ
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୧୬-୦୬-୨୦୨୧
ଜୁନ ଆଣିଦେଉଛି ଆଶ୍ୱସ୍ତିକର ଖବର । ରାଜ୍ୟରେ ଧୀରେ ଧୀରେ ତଳକୁ ଖସୁଛି ସଂକ୍ରମଣର ପାରା । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଛି । ଗତ ୨୪ ଘଣ୍ଟା ୩୫୩୫ କରୋନା ପଜିଟିଭ୍ ଚିହ୍ନଟ!-->!-->!-->!-->!-->…
ଗାଡି ଅଟକାଇ ମହିଳାଙ୍କ ଅଭିଯୋଗଶୁଣିଲେ ମୁଖ୍ୟମନ୍ତ୍ରୀ
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୧୫-୦୬-୨୦୨୧
ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କୁ ନେଇ ଏବେ ସବୁଆଡେ ଚର୍ଚ୍ଚା ହେଉଥିବା ବେଳେ ଏବେ ଆଉ ଏକ କଥା ସାମ୍ନା କୁ ଆସିଛିକି । ମୁଖ୍ୟମନ୍ତ୍ରୀ ଷ୍ଟାଲିନ ସରକାରୀ କାମରେ ଯାଉଥିବାବେଳେ ପ୍ରୋଟକଲ ଭାଙ୍ଗି ଜଣେ ମହିଳାଙ୍କ ଅଭିଯୋଗ!-->!-->!-->!-->!-->…
ଜାତୀୟ ସ୍ତରୀୟ ଚେସ ପ୍ରତିଯୋଗିତାରେ ଭାଗ ନେବେ ଦୁଇ ଭାଇ ଶ୍ରୀୟାଂଶୁ ଓ ପ୍ରିୟନ୍ସ
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୧୫-୦୬-୨୦୨୧
ଜାତୀୟ ଚେସରେ ଭାଗ ନେବେ ଦୁଇ ଯାଆଁଳା ଭାଇ ଶ୍ରୀୟାଂଶୁ ଓ ପ୍ରିୟନ୍ସ । ସୂଚନା ଅନୁସାରେ ଯାଜପୁର ଜିଲ୍ଲା ରସୁଲପୁରରେ ଘର କିନ୍ତୁ ସେ କଟକରେ ରହୁଛନ୍ତି । ବାପା ତାଙ୍କର ଜଣେ କ୍ଷୁଦ୍ର ବ୍ୟବସାୟୀ। କଟକ stewart ସ୍କୁଲର ସସ୍ତମ ଶ୍ରେଣୀରେ!-->!-->!-->!-->!-->…
ପାରିବାରିକ କଳହର କରୁଣ ପରିଣତି: ସ୍ତ୍ରୀର ତଣ୍ଟିଚିପି ମାରିଦେଲା ସ୍ୱାମୀ
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୧୫-୦୬-୨୦୨୧
ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ଧାମନଡଙ୍ଗା ଗାଁରେ ସ୍ବାମୀ-ସ୍ତ୍ରୀଙ୍କ ଝଗଡାରୁ ନିର୍ମମ ହତ୍ୟାକାଣ୍ଡ ସଂଘଟିତ ହୋଇଛି । ବଚସାର ସମାଧାନ ନହେବାରୁ ଯୁକ୍ତିତର୍କ ବଢିବାରୁ ସ୍ବାମୀ ସ୍ତ୍ରୀର ତଣ୍ଟିକୁ ବିଦ୍ୟୁତ ତାରରେ!-->!-->!-->!-->!-->…
ଆସନ୍ତା ୨ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୧୫-୦୬-୨୦୨୧
ରାଜ୍ୟରେ ଏଯାଏଁ ହେଲାଣି ସ୍ୱାଭାବିକଠାରୁ ୩୪ ପ୍ରତିଶତ ଅଧିକ ବର୍ଷା । ଗତ ୧୪ ଦିନ ମଧ୍ୟରେ ରାଜ୍ୟରେ ୯୫.୧ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଯାହାକି ସ୍ୱାଭାବିକ ଠାରୁ ୩୪ ପ୍ରତିଶତ ଅଧିକ ବୋଲି ଆଞ୍ଚଳିକ ପାଣିପାଗ!-->!-->!-->!-->!-->…
ଓଡ଼ିଶାରେ ନକଲି କୋଭିଡ ମେଡିସିନ: କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୧୫-୦୬-୨୦୨୧
ରାଜ୍ୟରେ ନକଲି କରୋନା ଔଷଧ କାରବାରର କ୍ରାଇମବ୍ରାଞ୍ଚ ତଦନ୍ତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି । ସେପଟେ ଡ୍ରଗ୍ସ କଣ୍ଟ୍ରୋଲ କହିଛନ୍ତି, ରାଜ୍ୟରେ ଜବତ ହୋଇଥିବା ଫାଭିପିରାଭିର ମେଡିସିନ ଭେଜାଲ!-->!-->!-->!-->!-->…
କ୍ରମାଗତ ଭାବରେ ଖସୁଛି କରୋନା
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୧୫-୦୬-୨୦୨୧
ଜୁନ ଆଣିଦେଉଛି ଆଶ୍ୱସ୍ତିକର ଖବର । ରାଜ୍ୟରେ ଧୀରେ ଧୀରେ ତଳକୁ ଖସୁଛି ସଂକ୍ରମଣର ପାରା । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୪୦୫ କରୋନା ପଜିଟିଭ୍ ଚିହ୍ନଟ!-->!-->!-->!-->!-->…
କାର୍ଯ୍ଯରତ ସାମ୍ବାଦିକଙ୍କୁ ହତ୍ଯା ଧମକ।
ସବୁଠାରୁ ବଡ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ରାଜ୍ଯ ସରକାର ମୁଖ୍ଯତଃ ସାମ୍ବାଦିକଙ୍କ ସୁରକ୍ଷା ପ୍ରତି ଧ୍ଯାନ ଦେଉ ନ ଥିବା ବେଳେ, ଏମ୍ପାଲମେଣ୍ଟ ହୋଇ ନ ଥିବା ଚ୍ଯାନେଲ ଗୁଡିକ ପ୍ରତି କୌଣସି ସୁବିଧା ସୁଯୋଗ ନାହିଁ, ଏଭଳି ପରିସ୍ଥିତିରେ ରାଜ୍ଯ ସରକାରଙ୍କ ପୋଲିସ ବିଭାଗ ଏଭଳି ଅସାମାଜିକ!-->…
