News portal website
before header

ଜାନୁଆରୀ ୬ ରୁ ସମସ୍ତଙ୍କ ପାଇଁ ଖୋଲିବ ଲିଙ୍ଗରାଜ ମନ୍ଦିର

ଭୁବନେଶ୍ବର: ତା-୧୫-୧୨-୨୦୨୦ କରୋନା କଟକଣା ପାଇଁ ଦୀର୍ଘ ଦିନ ଧରି ବନ୍ଦ ଥିଲା ଧର୍ମାନୁଷ୍ଠାନ। ତେବେ ଶେଷରେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିବ। ଡିସେମ୍ବର ମାସ ୨୭ ତାରିଖରୁ ଖୋଲିବ ଲିଙ୍ଗରାଜ ମନ୍ଦିର। ୨୭ରୁ ୩୧ ତାରିଖ ପର୍ଯ୍ୟନ୍ତ କେବଳ ସେବାୟତଙ୍କ ପରିବାରକୁ ଦର୍ଶନ ପାଇଁ ଅନୁମତି…

ସୁଧୁରିବ ଅର୍ଥ ବ୍ୟବସ୍ଥା: ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ତା-୧୫-୧୨-୨୦୨୦ କୋଭିଡ୍‌ କାଳରେ କ୍ଷତି ଭରଣା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ୟାକେଜ ଘୋଷଣା କରିଛନ୍ତି। ଏହା ଦ୍ବାରା ଆଉ ୧୭୫ ଉଦ୍ୟୋଗ ପାଇବେ ରାଜ୍ୟ GST ଭରଣା ସହାୟତା । ୨୦୧୭ ଜୁଲାଇ ୧ରୁ ୨୦୨୦ ମାର୍ଚ ୩୧ ଯାଏ ଅବଧି ପାଇଁ ପାଇବେ । ରାଜ୍ୟର ନୂଆ ଶିଳ୍ପନୀତି…

କେଜରିୱାଲଙ୍କ ବଡ ଘୋଷଣା : ୟୁପିରେ ବିଧାନସଭା ନିର୍ବାଚନ ଲଢିବ ଆପ୍

ଭୁବନେଶ୍ବର: ତା-୧୫-୧୨-୨୦୨୦ ଆମ୍ ଆଦମୀ ପାର୍ଟି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଏକ ବଡ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ତାଙ୍କ ଦଳ 2022 ମସିହାରେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବ। ମଙ୍ଗଳବାର ଅରବିନ୍ଦ…

ବିନା ପଞ୍ଜିକରଣରେ ମିଳିବନି କରୋନା ଟୀକା

ଭୁବନେଶ୍ବର: ତା-୧୫-୧୨-୨୦୨୦ କୋରୋନା ଟିକାକରଣ ପାଇଁ ରାଜ୍ୟ ସରକାର ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଟିକା ଆସିଲେ ସ୍ବାସ୍ଥ୍ୟ କର୍ମୀଙ୍କୁ ଦିଆଯିବ ପ୍ରାଥମିକତା ଏ ନେଇ ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି । ବିଭିନ୍ନ ରୋଗରେ ଆକ୍ରାନ୍ତ ବୟସ୍କ ବ୍ୟକ୍ତିଙ୍କୁ ମଧ୍ୟ ପ୍ରାଥମିକତା…

ଅନୁଭବଙ୍କ ଖୋଲା ଚେତାବନୀ : ଲଢିବାର ଅଛି ତ ମୋ ସହିତ ଲଢ ମୋ ଫ୍ୟାନ୍ ମାନଙ୍କ ସହ ନୁହେଁ

ଭୁବନେଶ୍ବର: ତା-୧୫-୧୨-୨୦୨୦ ପୁଣି ବିବାଦରେ କେନ୍ଦ୍ରାପଡ଼ା ସାଂସଦ ତଥା ଓଲିଉଡ ଅଭିନେତା ଅନୁଭବ ମହାନ୍ତି। ଏଥର ସେ ଭିଡିଓ ଜାରି କରି ନିଜ କ୍ଷୋଭ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ୬ ମିନିଟର ଏକ ଭିଡିଓ ଜାରି କରି ନିଜର ମନର କଥା ଫ୍ୟାନ ମାନଙ୍କ ନିକଟରେ…

ପ୍ରଦୀପ ପାଣିଗ୍ରାହୀଙ୍କ ଦୁର୍ନୀତିର ପେଡି ଖୋଲିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ବର: ତା-୧୫-୧୨-୨୦୨୦ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଅଡୁଆ ଦିନକୁ ଦିନ ବଢିବାରେ ଲାଗିଛି। ବର୍ତ୍ତମାନ ପ୍ରଦୀପ ଙ୍କୁ ୨ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଂଚ । ପ୍ରଦୀପ ପାଣିଗ୍ରାହୀଙ୍କୁ ରିମାଣ୍ଡ ନେବାକୁ ଭୁବନେଶ୍ୱର ଏସଡ଼ିଜେଏମ୍ କୋର୍ଟ ଅନୁମତି…

ଭୁବନେଶ୍ବର ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ କୁ ମିଳିଲା କ୍ୟାବିନେଟ ମଞ୍ଜୁରୀ

ଭୁବନେଶ୍ବର: ତା -୧୪-୧୨-୨୦୨୦ ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଆଜି ଶ୍ରୀଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶକୁ ମଞ୍ଜୁରୀ ମିଳିଛି। ଏହାର ସମସ୍ତ ପରିଚାଳନା ନିମନ୍ତେ ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ଆଇନ ପ୍ରସ୍ତୁତ…

ପୁରୀ ଓ ଯାଜପୁର ମେଡିକାଲ କଲେଜକୁ କ୍ୟାବିନେଟ ମଞ୍ଜୁରୀ

ଭୁବନେଶ୍ବର: ତା-୧୪-୧୨-୨୦୨୦ ରାଜ୍ୟରେ ଡାକ୍ତରଙ୍କ ଆବଶ୍ୟକତା ଏବଂ ମେଡିକାଲ ଶିକ୍ଷାର ପ୍ରସାର ନିମନ୍ତେ ଯାଜପୁର ଓ ପୁରୀଠାରେ ସ୍ଥାପନ ହେବାକୁ ଥିବା ମେଡିକାଲ କଲେଜ ଓ ହସ୍ପିଟାଲକୁ କ୍ୟାବିନେଟ ମୋହର ବାଜିଛି। ଏହି ଦୁଇଟି ମେଡିକାଲ କଲେଜରେ ଭିତ୍ତିଭୂମି ନିର୍ମାଣ ନିମନ୍ତେ…

ନଦୀରେ ବୁଡି ୨ ବାଳକ ମୃତ

ଭୁବନେଶ୍ୱର: ତା-୧୪-୧୨-୨୦୨୦ କୋରାପୁଟ ସେମିଳିଗୁଡ଼ାରେ ହାଞ୍ଜାରିଗୁଡ଼ା ନଦୀରେ ବୁଡ଼ି ୨ ବାଳକ ମୃତ । ନୟାଗଡ଼ କୁମୁଣ୍ଡା ଗାଁ ପ୍ରଭାତ ଦଳେଇଙ୍କ ୧୬ ବର୍ଷର ପୁଅ ଶୁଭ୍ରାଂଶୁ ମୃତ । ରାଉରକେଲାର ରଞ୍ଜନ ବେହେରାଙ୍କ ୧୩ ବର୍ଷର ପୁଅ ଆଶିଷ ମୃତ । ନଦୀରେ ଗାଧୋଇବା ବେଳେ ବୁଡ଼ିଯାଇ…

କରୋନା ମୁକ୍ତ ହେଲା ଏହି ଦେଶ : ଖୁସିରେ ଝୁମି ଉଠିଲେ ପ୍ରଧାନମନ୍ତ୍ରୀ

ୱେଲିଙ୍ଗଟନ୍: ତା-୧୪-୧୨-୨୦୨୦ କରୋନା ଯୁଦ୍ଧରେ ନ୍ୟୁଜିଲ୍ୟାଣ୍ଡ ଜିତିଛି। ନ୍ୟୁଜିଲ୍ୟାଣ୍ଡ ବର୍ତ୍ତମାନ କରୋନା ଭାଇରସରୁ ସମ୍ପୂର୍ଣ୍ଣ ମୁକ୍ତ ଅଟେ । ନ୍ୟୁଜିଲାଣ୍ଡରେ ଏବେ କୌଣସି ସକ୍ରିୟ ମାମଲା ନାହିଁ ବୋଲି ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ଏହି କାରଣରୁ,…