ଭୁବନେଶ୍ବର:

ତା-୧୫-୧୨-୨୦୨୦
କୋଭିଡ୍ କାଳରେ କ୍ଷତି ଭରଣା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ୟାକେଜ ଘୋଷଣା କରିଛନ୍ତି। ଏହା ଦ୍ବାରା ଆଉ ୧୭୫ ଉଦ୍ୟୋଗ ପାଇବେ ରାଜ୍ୟ GST ଭରଣା ସହାୟତା । ୨୦୧୭ ଜୁଲାଇ ୧ରୁ ୨୦୨୦ ମାର୍ଚ ୩୧ ଯାଏ ଅବଧି ପାଇଁ ପାଇବେ । ରାଜ୍ୟର ନୂଆ ଶିଳ୍ପନୀତି ଅନୁସାରେ ମଞ୍ଜୁର ହୋଇଛି ୩୮.୩୦ କୋଟି ଟଙ୍କା । ୫ ହଜାର MSMEଙ୍କୁ ଛାଡ଼ ହେବ ଆନୁଷ୍ଠାନିକ ପରିଚାଳନା ବାବଦ ଦେୟ । MSMEଙ୍କ ୫.୮୩ କୋଟିର ଦେୟ ଭରଣା କରିବ ଶିଳ୍ପ ଉନ୍ନୟନ ନଗମ। ପ୍ୟାକେଜ୍ ଭିତରେ ସୁଧ ରିହାତି, ଟପ୍ଅପ୍ ସବ୍ସିଡି ଆଦି ଅନ୍ତର୍ଭୁକ୍ତ ରହିଛି।
ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ।
www.austinnews.in
https:facebookaustinnews https:youtubeaustinnews
twitter@austinnewsmedia
