Sign in
Sign in
Recover your password.
A password will be e-mailed to you.
Breaking News
ସେବାରେ ଡକ୍ଟର ଅର୍ଜନ କଲେ ମହେଶ୍ବରବଡ଼ଚଣାର କୁବେର AEE ତପନ ସେଠୀଙ୍କୁ ଭିଜିଲାନ୍ସ ରେଡ !ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।ଭାଜପା ଛାଡିଲେ ସିମନ୍ତିନି ଜେନା !ମାଟି ମାଫିଆଙ୍କ ଭୁ-ସ୍ୱର୍ଗ ଭାପୁର ପାଟ!ବର୍ଷାଙ୍କ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ ପାଇଁ ବିଜଦର ବୈଠକ!ପର ଜମିରୁ ରାତି ହେଲେ ଚାଲିଛି ମାଟି ଚାଲାଣ!
ରାଜ୍ୟରେ ଖୋଲିବ ୧୫୭୬ ନୂଆ ଅଙ୍ଗନବାଡି । ଗୃହରେ ଉତ୍ତର ରଖିଲେ ମନ୍ତ୍ରୀ ଟୁକୁନି ସାହୁ ।
ତା-୨୭-୦୩-୨୦୨୧
ଅଷ୍ଟିନ ନ୍ୟୁଜ/ଭୁବନେଶ୍ୱର
ନୂଆ ଅଙ୍ଗନବାଡି ନେଇ ମନ୍ତ୍ରୀଙ୍କ ଉତ୍ତର । ରାଜ୍ୟରେ ୬୨ ହଜାର ୧୭୧ ଟି ଅଙ୍ଗନବାଡି ଅଛି । ମିନି ଅଙ୍ଗନବାଡି ୧୦୪୧୬ ରହିଛି । ୭୮୪୪ ନୂଆ ଅଙ୍ଗନବାଡି ଖୋଲିବାକୁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା । ପୁନଃ ତର୍ଜମା କରି!-->!-->!-->!-->!-->…
ସୁରଟ ଓ ମୁମ୍ବାଇ ରୁ ଗଞ୍ଜାମକୁ ଆସିଲେ ୭ଦିନ କ୍ଵାରେଣ୍ଟାଇନ ବାଧ୍ୟତାମୂଳକ ।
ଗଞ୍ଜାମ
ତା-୨୩-୦୩-୨୦୨୧
ବର୍ତ୍ତମାନ କରୋନା ସ୍ଥିତିକୁ ଲକ୍ଷ୍ଯ କରି ରାଜ୍ଯ ସରକାର ଧିରେ ଧିରେ ପଦକ୍ଷେପ ନେବା ଆରମ୍ଭ କଲେଣି। ଆଜି ଗଞ୍ଜାମ ଜିଲ୍ଲପାଳଙ୍କ ତରଫରୁ ସିଧାସଳଖ କ୍ବାରେଣ୍ଟାଇନ ସେଣ୍ଟରରେ ରହିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି।
ବିଶେଷ କରି ଯେଉଁମାନେ!-->!-->!-->!-->!-->!-->!-->…
କଂଗ୍ରେସ ଖୋଲିଲା ଅପରାଧ ପେଡୀ;ଭରତପୁର ପୋଲିସ ଗାଡି ପୋଡି!
https://youtu.be/oXZCe6ICCmM
ଯୁବତୀଙ୍କ ଭାଇରାଲ ଭିଡିଓର ଅରଜିନାଲ ଭିଡିଓ ସାମ୍ନାକୁ ଆସିଲା।
https://youtu.be/yH1usq5W9sk
ଗୋଟିଏ ଘଣ୍ଟାରେ ଜମିବାଡି ପଟ୍ଟା!
ଭୁବନେଶ୍ୱର
ତା-୧୨-୦୩-୨୦୨୧
ଆପଣ ଜାଣନ୍ତି କି?'ଜମି' ଓଡ଼ିଆ ଶବ୍ଦ ନୁହେଁ। ଏହା ଏକ ପାରସ୍ୟ (ପାର୍ସୀ) ଶବ୍ଦ। ୧୫୬୮ରେ ଓଡ଼ିଶା ସ୍ୱାଧୀନତା ହରାଇଲା ଓ ବଙ୍ଗର ଆଫଗାନ୍ ଶାସକଙ୍କ ଅଧୀନକୁ ଚାଲିଗଲା।
ଏହିଠାରୁ ଆମ ରାଜ୍ୟରେ ଜମି ଶବ୍ଦର ପ୍ରଚଳନ ଆରମ୍ଭ ହେଲା।ପ୍ରଶ୍ନ!-->!-->!-->!-->!-->!-->!-->…
କାହିଁକି ପୋଡିଲେ ପୋଲିସ ଗାଡି? ଗାଡି ପୋଡିବା ପଛରେ କାରଣ କ’ଣ?
https://youtu.be/4uNpuVEdhLQ
ମିଶନ ଶକ୍ତିରେ ଅନ୍ତର୍ଭୁକ୍ତ କରି ସ୍ଥାୟୀ ନିଯୁକ୍ତି ପାଇଁ ଦାବି!
ଭୁବନେଶ୍ୱର
ତା-୦୪-୦୩-୨୦୨୧
ପଞ୍ଚାୟତ ଓ ଗ୍ରାମରେ କାମକରୁଥିବା ଏମ୍.ବି.କେ. ,ସି, ଆର.ପି, କୃଷିମିତ୍ର, ପ୍ରାଣିମିତ୍ର, ବ୍ୟାଙ୍କ ମିତ୍ର ଓ ଜୀବିକା ସହଯୋଗୀ ସଂଗଠନ ମାନଙ୍କର, ରାଜ୍ୟସ୍ତରୀୟ କର୍ମକର୍ତ୍ତା ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ପ୍ରମୁଖ ଦିଆ ମିଶନ!-->!-->!-->!-->!-->…
ବର୍ଦ୍ଧିତ ତୈଳ ଦରକୁ ବିଷ୍ଣୁଙ୍କ ସମର୍ଥନ।
Breaking News
Austin News Latest updated....
ଭୁବନେଶ୍ୱର
ତା-୨୩-୦୨-୨୦୨୧
ତେଲ ଦର ବୃଦ୍ଧି ନେଇ ବିରୋଧୀ ଦଳ ଉପ ନେତା ବିଷ୍ଣୁ ସେଠୀଙ୍କ ବିତଣ୍ଡା ଯୁକ୍ତି।ଦର ନ କମୁ ଉଚିତତୈଳ ଦର ଏତିକି ରହୁ।ନହେଲେ ଆମେ ଏହି ଜାଗାରେ ଛିଡା ହୋଇପାରିବା ନାହିଁ।ଜର୍ମାନୀ,!-->!-->!-->!-->!-->!-->!-->!-->!-->…
—କାହାଣୀ ୨୪ ବର୍ଷର ନ୍ୟାୟ ବ୍ୟବସ୍ଥାକୁ ନେଇ— ଗଣବଳାତ୍କାର ପୀଡିତା ଅଞ୍ଜନା ମିଶ୍ର।
ଭୁବନେଶ୍ବର
ତା-୨୩-୦୨-୨୦୨୧
Report:-Mamali Das
୧୯୯୯ରେ ଓଡ଼ିଶା ତଥା ଭାରତରେ ଅଞ୍ଜନା ମିଶ୍ର ଗଣବଳାତ୍କାର ମାମଲା ଚାଞ୍ଚଲ୍ୟ ଖେଳାଇ ଦେଇଥିଲା । ଭାରତୀୟ ବନ ସେବା ଅଧିକାରୀ ସୁବାଷ ଚନ୍ଦ୍ର ମିଶ୍ରଙ୍କ ବିଚ୍ଛିନ୍ନ ପତ୍ନୀ ଅଞ୍ଜନା ମିଶ୍ର ୦୯ ଜାନୁଆରୀ ୧୯୯୯ ରେ!-->!-->!-->!-->!-->!-->!-->…
