News portal website
before header
[URIS id=5393]

ଗୋଟିଏ ଘଣ୍ଟାରେ ଜମିବାଡି ପଟ୍ଟା!

0 3,720

ଭୁବନେଶ୍ୱର

Notice

ତା-୧୨-୦୩-୨୦୨୧

ଆପଣ ଜାଣନ୍ତି କି?’ଜମି’ ଓଡ଼ିଆ ଶବ୍ଦ ନୁହେଁ। ଏହା ଏକ ପାରସ୍ୟ (ପାର୍ସୀ) ଶବ୍ଦ। ୧୫୬୮ରେ ଓଡ଼ିଶା ସ୍ୱାଧୀନତା ହରାଇଲା ଓ ବଙ୍ଗର ଆଫଗାନ୍ ଶାସକଙ୍କ ଅଧୀନକୁ ଚାଲିଗଲା।

ଏହିଠାରୁ ଆମ ରାଜ୍ୟରେ ଜମି ଶବ୍ଦର ପ୍ରଚଳନ ଆରମ୍ଭ ହେଲା।ପ୍ରଶ୍ନ କପିଳେନ୍ଦ୍ର ଦେବଙ୍କ ଶାସନ ସମୟରେ ଓଡ଼ିଶାରେ ‘ଜମି’ ପାଇଁ କେଉଁ ଶବ୍ଦ ପ୍ରଚଳିତ ଥିଲା?

ଅଧିକ ଖବର ଜାଣିବା ପାଇଁ ଆମର ପେଜ୍ କୁ Like,Follow,Share,Comment କରନ୍ତୁ।

Also Follow us……

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

.

Leave A Reply

Your email address will not be published.