News portal website
before header

ଉଦଳାରେ ମଲ୍ଟି ପ୍ରପୋଜ ଇନଡୋର ଷ୍ଟାଡିୟମ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୦୩-୦୭-୨୦୨୧ ଉଦଳାରେ ଏକ ମଲ୍ଟି ପ୍ରପୋଜ ଇନ୍‌ଡୋର ଷ୍ଟାଡିୟମ ପ୍ରତିଷ୍ଠା ପାଇଁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର । ଏନେଇ କ୍ରୀଡାବିତ, ସମାଜସେବୀ ଓ ବରିଷ୍ଠ ରାଜନେତାଙ୍କ ସହ ୫-ଟି ସଚିବ ଭି. କେ. ପାଣ୍ଡିଆନ ଆଲୋଚନା…

ଆଜି ମହାମାରୀରେ ୪୫ ଜଣ ସଂକ୍ରମିତଙ୍କ ମୃତ୍ୟୁ!!

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୦୩-୦୭-୨୦୨୧ ରାଜ୍ୟରେ ଦୈନିକ ସଂକ୍ରମଣ ନିୟନ୍ତ୍ରଣରେ ରହିଥିବାବେଳେ ବେଲଗାମ ହୋଇପଡିଛି କରୋନାରେ ଦୈନିକ ମୃତକଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ କରୋନା ସଂକ୍ରମିତ ଆଉ ୪୫ଜଣଙ୍କର ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ…

ନିଆଁ ଲାଗି ଚାରିବଖରା ଜଳିଗଲା

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୦୩-୦୭-୨୦୨୧ ଅଗ୍ନିକାଣ୍ଡରେ ଜଳିଗଲା ୪ ବଖରା ଘର । ଏଥିରେ ଜଣେ ଆହତ ହେବା ସହ ଗୋଟିଏ ଗାଈ ଜୀଅନ୍ତା ଦଗ୍ଧ ହୋଇଯାଇଛି ।ଏପରି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ବରୀ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଦେବଲୀ ଗ୍ରାମରେ ।ସୂଚନାନୁସାରେ,…

ଝିଅକୁ ମାରି ବାପର ଆତ୍ମହତ୍ଯା

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୦୩-୦୭-୨୦୨୧ ଝିଅକୁ ହତ୍ୟା କରିବା ପରେ ଆତ୍ମହତ୍ୟା କଲା ବାପା । ଏପରିକି ସ୍ତ୍ରୀକୁ ମଧ୍ୟ ଆକ୍ରମଣ କରିଥିଲା । କିନ୍ତୁ ଅଳ୍ପକେ ବର୍ତ୍ତିଯାଇଥିଲା ସ୍ତ୍ରୀ । ଏପରି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ଜଗତସିଂହପୁର ଜିଲ୍ଲା ସଦର ଥାନା…

ରଥଯାତ୍ରାକୁ ନେଇ ଅସନ୍ତୋଷ!!

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୦୩-୦୬-୨୦୨୧ କୋଭିଡ କଟକଣା ପାଇଁ ପୁରୀ ବ୍ୟତୀତ ଅନ୍ୟସ୍ଥାନରେ ରଥଯାତ୍ରା କରାଇବାକୁ ବିରୋଧ କରିଛନ୍ତି ରାଜ୍ୟସରକାର। ତେବେ ଏହି ନିଷ୍ପତ୍ତିକୁ ତୃତୀୟ ଶ୍ରୀକ୍ଷେତ୍ର କୁହାଯାଉଥିବା ବାଲେଶ୍ବର ନୀଳଗିରିବାସୀ କଡା ବିରୋଧ କରିଛନ୍ତି…

ଟ୍ବିନସିଟିରେ କନଷ୍ଟାଣ୍ଟ କରୋନା!!

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୦୩-୦୭-୨୦୨୧ ଟ୍ବିନସିଟିରେ କମିବାର ନାଁ ଧରୁନି ସଂକ୍ରମଣ, ଆଜି ଚିହ୍ନଟ ହେଲେ ୨୯୧୭ ଜଣ ନୂଆ କରୋନା ପଜିଟିଭ। କରୋନା ସଂକ୍ରମଣ ଅନ୍ୟ ସ୍ଥାନରେ କମୁଥିଲେ ସୁଦ୍ଧା ଟ୍ବିନସିଟିରେ କମିବାର ନାଁ ଧରୁନି । ଖୋର୍ଦ୍ଧାରେ ସର୍ବାଧିକ ରହିଲେ କଟକ…

ଧାନକିଣାର ଅବ୍ୟବସ୍ଥାକୁ ନେଇ ଉଦଳା ବିଜେପି ର ଧାରଣା।

ଅଷ୍ଟିନ ନ୍ଯୁଜ/ମୟୂରଭଞ୍ଜ ତା-୦୩-୦୭-୨୦୨୧ ରିପୋର୍ଟ-ଜଗବନ୍ଧୁ ପ୍ରଧାନ ଚାଷୀମାନଙ୍କୁ ନ୍ୟାୟ ଦେବା ପାଇଁ ଭାରତୀୟ ଜନତା ପାର୍ଟି ତରଫରୁ ଚଳିତ ମାସ୧ ତାରିଖ ଠାରୁ ରାସ୍ତା ଅବରୋଧ ଆନ୍ଦୋଳନ ସହ ଅନଶନ ଚାଲୁରହିଥିବା ବେଳେ କପ୍ତିପଦା ଉପଖଣ୍ଡର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ…

ରାଜ୍ୟର ଦଶ ଜିଲ୍ଲାରେ ସପ୍ତାହନ୍ତ ସଟଡାଉନ ବାଧ୍ଯତାମୂଳକ!

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ବର ତା-୦୨-୦୭-୨୦୨୧ କରୋନା ଭୂତାଣୁ ସଂକ୍ରମଣର ଦ୍ବିତୀୟ ଲହରକୁ ରୋକିବା ପାଇଁ ରାଜ୍ୟ ସରକାର କ୍ୟାଟେଗୋରି "ବି" ଅନ୍ତର୍ଗତ ଖୋର୍ଦ୍ଧା, ପୁରୀ, ନୟାଗଡ, କଟକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, ବାଲେଶ୍ବର, ଭଦ୍ରକ ଏବଂ ମୟୁରଭଞ୍ଜ ଜିଲ୍ଲାରେ…

୫ ରୁ ୧୭ ମଧ୍ଯରେ ହାଇକୋର୍ଟ ଖୋଲିବା ପାଇଁ ନୂଆ ଗାଇଡଲାଇନ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୦୨-୦୭-୨୦୨୧ ରାଜ୍ୟରେ ଅନ୍‌ଲକ୍‌ ପ୍ରକ୍ରିୟା ଆରମ୍ଭ ହେବା ପରେ ଆସନ୍ତା ୫ ତାରିଖରୁ ୧୭ ତାରିଖ ମଧ୍ୟରେ ହାଇକୋର୍ଟରେ କାର୍ଯ୍ୟ କରିବା ଲାଗି ଏକ ନୂଆ ଗାଇଡ୍‌ଲାଇନ୍‌ ଜାରି ହୋଇଛି ।ଗାଇଡଲାଇନ ଅନୁସାରେ, ପ୍ରତ୍ୟେକ କାର୍ଯ୍ୟ…

ନୀଳଗିରିରେ ହାତୀ ଆତଙ୍କ!!

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୦୨-୦୭-୨୦୨୧ ଗୁରୁବାର ବିଳମ୍ବିତ ରାତିରେ ବାଲେଶ୍ବର ଜିଲ୍ଲାର ନୀଳଗିରି ବ୍ଲକ ଅନ୍ତର୍ଗତ ମହିଶପଟା ଅଞ୍ଚଳରେ ଏକ ଝାଡଖଣ୍ଡୀ ହାତୀ ଆତଙ୍କ ସୃଷ୍ଟି କରିଛି।ଶାଳବଣିଗାଁରେ ଏକ କୌତୁହଳପ୍ରଦ ଦୃଶ୍ୟ ଦେଖିବାକୁ ମିଳିଛି । ଝାଡଖଣ୍ଡୀ…