News portal website
before header

ଉଦୟଗିରି ପ୍ରାଥମିକ ସ୍ବାସ୍ଥ୍ଯ କେନ୍ଦ୍ରରେ ସ୍ବଛତା ପକ୍ଷ ପାଳନ!

ଅଷ୍ଟିନ ନ୍ଯୁଜ/ଉଦୟଗିରି ତା-୦୯-୦୪-୨୦୨୨ ବିଶ୍ବ ସ୍ବଛତା ପକ୍ଷ ପାଳନ ସପ୍ତାହ ଅବସରରେ,ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଉଦୟଗିରି ପ୍ରାଥମିକ ସ୍ବାସ୍ଥ୍ଯ କେନ୍ଦ୍ରରେ ପାଳନ ହୋଇଛି।ସ୍ବାସ୍ଥ୍ଯ କେନ୍ଦ୍ର ମୁଖ୍ଯ ଅଧିକାରୀ ଡା. ବି.ବି ସାହୁ, ଆୟୁଷ ଡା. ଶୁଭ୍ରଜ୍ଯୋତି ସ୍ବାଇଁ,…

୧୯୬୨ ନୀତି ଆଧାରରେ ସମବାୟ ସମିତି ନିର୍ବାଚନ; କମିସନଙ୍କ ସୂଚନା।

ପ୍ରାଥମିକ ସମବାୟ ସମିତିରେ ଯେଉଁମାନେ ପଞ୍ଜୀକୃତ ଅଛନ୍ତି, ଋଣ ନେଇଛନ୍ତି ସେମାନେ ହିଁ ଭୋଟର ଭାବେ ଭୋଟଦାନ କରିବେ। ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ବର ତା-୦୯-୦୪-୨୦୨୨ ଆସନ୍ତା ଜୁନରେ ରାଜ୍ୟରେ ସମବାୟ ନିର୍ବାଚନ ହେବାକୁ ଯାଉଛି । ଏନେଇ ସମବାୟ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ…

ଦିଲ୍ଲୀ ଗସ୍ତରେ ନବୀନ!

ଦିଲ୍ଳୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ନେହରେ ଆଉଁଶି ଦେଲେ ଆସ୍କା ସାଂସଦ ପ୍ରମିଳା ବିଷୋୟୀ ଅଷ୍ଟିନ୍ ନ୍ଯୁଜ/ନୂଆଦିଲ୍ଲୀ ୨୯-୦୩-୨୦୨୨ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୀର୍ଘଦିନ ପରେ ତିନିଦିନଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି ।ଗତକାଲି ନୂଆଦିଲ୍ଲୀରେ ପହଞ୍ଚିବା ପରେ ସେ…

ଜଙ୍ଗଲ ଓ ପରିବେଶ ସୁରକ୍ଷା ସଚେତନ ସନ୍ଧ୍ଯାରେ ଯୋଗଦେଲେ ଅମର ଶତପଥୀ!

ଅଷ୍ଟିନ୍ ନ୍ଯୁଜ/ଯାଜପୁର ତା-୨୮-୦୩-୨୦୨୨ ପାହାଡ ପର୍ବତ ଜଙ୍ଗଲ ଓ ପରିବେଶ ସୁରକ୍ଷା ପାଇଁ ଜଙ୍ଗଲ ବିଭାଗ ପକ୍ଷରୁ ଚାଲିଛି ସଚେତନତା କାର୍ଯ୍ୟକ୍ରମ।ଜଙ୍ଗଲରେ ନିଆଁ ନ ଲଗାଇବା ଏବଂ ଗଛ ନ କାଟିବା ତତସହିତ ବନ୍ୟଜନ୍ତୁଙ୍କ ସୁରକ୍ଷା ନିମନ୍ତେ ଚଣ୍ଡିଖୋଲ ବନଖଣ୍ଡ ଅଧିକାରୀ ଏବଂ ଡାଳିଯୋଡା…

ଜାତୀୟ ସମ୍ପତ୍ତିର ସୁରକ୍ଷା ପାଇଁ ସଚେତନତା ଶୋଭାଯାତ୍ରା!

ଅଷ୍ଟିନ୍ ନ୍ଯୁଜ/ଯାଜପୁର ତା-୨୭-ମାର୍ଚ୍ଚ-୨୦୨୨ ଜଙ୍ଗଲ ପାହାଡ ପର୍ବତ ପରିବେଶ ଓ ଜାତୀୟ ସମ୍ପତ୍ତିର ସୁରକ୍ଷା ପାଇଁ,ଯାଜପୁର ଜିଲ୍ଲା ଦର୍ପଣ ତହସିଲ ଅଧୀନରେ ଥିବା ଉଦୟଗିରି ପାହାଡ ପାଦ ଦେଶର ଶୋଳପୁଅ ମାଆ ଠାରେ ସଚେତନତା କାର୍ଯ୍ୟକ୍ରମ ଶେଷ ହୋଇଯାଇଛି।ସଭାରେ ଦର୍ପଣ ତହସିଲଦାର…

ଘନଉଛି ସମବାୟ ସମିତି ବିବାଦ;ଲିଖିତ ଅଭିଯୋଗ କଲେ ଚାଷୀ!

ଅଷ୍ଟିନ ନ୍ଯୁଜରେ ଖବର ପ୍ରସାରଣ ପରେ ଏକାଠୀ ହେଲେ ଚାଷୀ। ଅଷ୍ଟିନ୍ ନ୍ଯୁଜ/ଯାଜପୁର ତା-୨୨-୦୩- ୨୦୨୨ ସମବାୟ ସମିତିରେ ଅନିୟମିତତା ଏବଂ ଦୁର୍ନୀତି ବିରୁଦ୍ଧରେ ସ୍ବର ଉଠାଇଛନ୍ତି ମିଳିତ ଚାଷୀ।କିଛିଦିନ ତଳେ ସାଉଡିଆ ସମବାୟ ସମିତିରେ ଅନିୟମିତତାକୁ ନେଇ ଖବର ପ୍ରସାରଣ କରିଥିଲା…

ଡିଜିଟାଲ ପ୍ଲାଟଫର୍ମରେ ସାତ ନମ୍ବର କାଉନସିଲର ପାର୍ଥନୀ!

ଅଷ୍ଟିନ ନ୍ଯୁଜ /ଯାଜପୁର ତା-୨୧-୦୩-୨୦୨୨ ଚଳିତଥର ପୌରପାଳିକା ନିର୍ବାଚନରେ ଡିଜିଟାଲ ପ୍ଲାଟଫର୍ମକୁ ଆପଣାଇଛନ୍ତି ପାର୍ଥୀ ଓ ପାର୍ଥୀନି।ଯାଜପୁର ପୌରପାଳିକା ନିର୍ବାଚନରେ ୦୭ ନମ୍ବର କାଉନସିଲର ପାର୍ଥନୀ ଶ୍ରୀମତୀ ରୁନା ବେହେରା ଛିଡାହୋଇଛନ୍ତି।ବିଜୁ ଜନତା ଦଳର ସମର୍ଥନରେ ନିର୍ବାଚନ…