News portal website
before header
[URIS id=5393]

ଉଦୟଗିରି ପ୍ରାଥମିକ ସ୍ବାସ୍ଥ୍ଯ କେନ୍ଦ୍ରରେ ସ୍ବଛତା ପକ୍ଷ ପାଳନ!

0 392

ଅଷ୍ଟିନ ନ୍ଯୁଜ/ଉଦୟଗିରି

Notice

ତା-୦୯-୦୪-୨୦୨୨

ବିଶ୍ବ ସ୍ବଛତା ପକ୍ଷ ପାଳନ ସପ୍ତାହ ଅବସରରେ,ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଉଦୟଗିରି ପ୍ରାଥମିକ ସ୍ବାସ୍ଥ୍ଯ କେନ୍ଦ୍ରରେ ପାଳନ ହୋଇଛି।ସ୍ବାସ୍ଥ୍ଯ କେନ୍ଦ୍ର ମୁଖ୍ଯ ଅଧିକାରୀ ଡା. ବି.ବି ସାହୁ, ଆୟୁଷ ଡା. ଶୁଭ୍ରଜ୍ଯୋତି ସ୍ବାଇଁ, ଫାର୍ମାସିଷ୍ଟ ଲୋପାମୁଦ୍ରା ସାମଲଙ୍କ ସମେତ ସ୍ବାସ୍ଥ୍ଯ କେନ୍ଦ୍ର କର୍ମଚାରୀଙ୍କ ଉପସ୍ଥିତିରେ ଡାକ୍ତରଖାନା ପରିସର ସଫେଇ କରାଯାଇଥିଲା।

ପୂଜ୍ୟ ଶ୍ରୀ କୁମାର ଭାଇଙ୍କ ଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଛାତ୍ରଛାତ୍ରୀଙ୍କ ମଧ୍ଯରେ ବିଭିନ୍ନ ପ୍ରତିଯୋଗୀତା କରାଯାଇ ପିଲାମାନଙ୍କୁ ପୁରସ୍କୃତ କରାଯାଇଥିଲା।

ଏହା ସହ ଆଶା କର୍ମୀ ଏବଂ ସ୍ଥାନୀୟ ଜନସାଧାରଣଙ୍କ ଉପସ୍ଥିତିରେ ପରିବେଶ ସୁରକ୍ଷା ଏବଂ ସମାଜ କିଭଳି ସୁସ୍ଥ ରହିପାରିବ ଏନେଇ ପିଏଚସି ମୁଖ୍ଯ ଏବଂ ଆୟୁଷ ଡାକ୍ତର ଏକ ଆଲୋଚନା ଚକ୍ର କରି ଜନସାଧାରଣଙ୍କୁ ବୁଝାଇଥିଲେ।

Leave A Reply

Your email address will not be published.