News portal website
before header

ଗୋପୀନାଥ ମହାନ୍ତିଙ୍କୁ ଶ୍ରଦ୍ଧାଞ୍ଜଳି।

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୨୨-୦୫-୨୦୨୧ ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦ ତରଫରୁ ପ୍ରତିଷ୍ଠାତା ସଭାପତି ଶ୍ରୀ ଗୋପୀନାଥ ମହାନ୍ତିଙ୍କ ଦ୍ବାଦଶ ଦିବସ ଅବସରରେ ଏକ ସ୍ମୃତି ଚାରଣ ସହ ଭଜନ ଓ ସଙ୍କୀର୍ତ୍ତନ ୨୧.୦୫.୨୦୨୧ ରିଖ ଶୁକ୍ରବାର ଅପରାହ୍ନ ୭ ଘଟିକା ସମୟରେ ଗୁଗଲ…

କାଳ ବୈଶାଖୀ ଆଣିଲା ଆଶ୍ୱସ୍ତି

କଟକ / ଅଷ୍ଟିନ୍ ନ୍ୟୁଜ ତା- ୨୨-୦୫-୨୦୨୧ ଗତ ୪ ଦିନରୁ ଲଗାତର ଭାବେ ହେଉଥିବା ଅସହ୍ୟ ତାତି ଓ ଗୁଳୁଗୁଳି ରୁ ସାମାନ୍ୟ ଆରାମ୍ ଦେଇଛି କାଳ ବୈଶାଖୀ। ସବୁ ରାଜ୍ୟରେ ପାଗ ମୁଖ୍ୟତଃ ମେଘୁଆ ଥିବାବେଳେ କିଛି କିଛି ଜିଲ୍ଲାରେ ସ୍ଵଳ୍ପ ରୁ ମାଧ୍ୟମ ଧାରଣର ବୃଷ୍ଟିପାତ ପରିଲକ୍ଷିତ ହୋଇଛି। …

ରାଜ୍ୟରେ ଆଜି ସଂକ୍ରମଣ ୧୧ ହଜାର ପାର ।

ରାଜ୍ୟରେ ବେକାବୁ ହେଉଛି କରୋନା। ଗତ ୨୪ଘଂଟାରେ ୧୧ହଜାର ୧୦୮ପଜିଟିଭ ଚିହ୍ନଟ ହୋଇଛନ୍ତି।ଏଥିମଧ୍ୟରୁ ୬,୨୧୯ କ୍ୱାରେଣ୍ଟିନରେ ଥିବାବେଳେ ୪୮୮୯ ଲୋକାଲ କଣ୍ଟାକ୍ଟ ରହିଛି। ସେହିପରି ଆଉ ୨୬ ଜଣଙ୍କ ମୃତ୍ୟୁ ପରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୪୫୬କୁ ବୃଦ୍ଧି ପାଇଛି। ଆଜି ସର୍ବାଧିକ…

ଜୀବନ ମରଣର ସଂଗ୍ରାମରେ କରୋନା ବାଧକ, ଲାଗୁନି ରୋକ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୨୨-୦୫-୨୦୨୧ କରୋନା ସଂକ୍ରମଣ ଓ ମୃତ୍ୟୁ ଉପରେ କଟକଣା ଲାଗି ପାରୁନି । ଗତ ୨୪ ଘଣ୍ଟା ଭିତରେ ୨୬ ଜଣଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୪୫୬ କୁ ବୃଦ୍ଧି ପାଇଛି। ଯେ କୌଣସି କାର୍ଡ…

ସଂଧ୍ୟାରେ ୟଶ୍ ସମୀକ୍ଷା ; ରାଜ୍ୟ ସରକାର

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୨୨-୦୫-୨୦୨୧ ଆଜି ଅପରାହ୍ଣରେ ସାମ୍ଭାବ୍ୟ ବାତ୍ୟା ୟଶ୍ ମୁକାବିଲାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରିବେ । ରାଜ୍ୟର ୧୪ ଉପକୂଳବର୍ତ୍ତୀ ଜିଲ୍ଲାରେ କିଭଳି ରହିଛି ବାତ୍ୟା ମୁକାବିଲା ପ୍ରସ୍ତୁତି ସେହି ବୈଠକରେ ସେ ସମୀକ୍ଷା…

ଭାଙ୍ଗିଲା ନେପାଳ ସଂସଦ ; ଘୋଷଣା କଲେ ରାଷ୍ଟପତି

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୨୨-୦୫-୨୦୨୧ ନେପାଳରେ ରାଜନୀତିକ ଅସ୍ଥିରତା ଲାଗି ରହିଥିବା ବେଳେ ସଂସଦକୁ ଭଙ୍ଗ କରିଛନ୍ତି ରାଷ୍ଟ୍ରପତି । ଏଥିସହ ଆଗାମୀ ନଭେମ୍ବରରେ ନେପାଳରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ନେଇ ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରୀ ଘୋଷଣା…

ଏୟାର ଇଣ୍ଡିଆର ୪୫ଲକ୍ଷ ଯାତ୍ରୀଙ୍କ ଡାଟା ଲିକ।

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୨୨-୦୫-୨୦୨୧ ସରକାରୀ ଏୟାରଲାଇନ୍ସ କମ୍ପାନୀ ଏୟାର ଇଣ୍ଡିଆ ସର୍ଭରରେ ସାଇବର ଆଟାକ । ୪୫ ଲକ୍ଷ ଯାତ୍ରୀଙ୍କ ଡାଟା ଲିକ୍ ହୋଇଥିବା ମାମଲା ନଜରକୁ ଆସିଛି । କମ୍ପାନୀ ସୂଚନା ଅନୁଯାୟୀ ଏହି ଘଟଣା ୪୫ ଲକ୍ଷ ଯାତ୍ରୀଙ୍କ ତଥ୍ୟକୁ…

ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜରେ ଖତ ଖାଉଛି ଭେଣ୍ଟିଲେଟର

ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜରେ ଖତ ଖାଉଛି ଭେଣ୍ଟିଲେଟର . ଗୁରୁତର ରୋଗୀଙ୍କୁ ଭେଣ୍ଟିଲେଟର ମିଳୁନଥିବା ବେଳେ, କନା ଢାଙ୍କି ଗଦା ହୋଇଛି ଭେଣ୍ଟିଲେଟର। ଏହି ଭିଜୁଆଲ ଭାଇରାଲ ହେବା ପରେ ଏବେ ବଲାଙ୍ଗିର ହସପିଟାଲରେ ହଇଚଇ ସୃଷ୍ଟି ହୋଇଛି। ଟେକ୍ନିସିଆନ ଅଭାବରୁ ଭେଣ୍ଟିଲେଟରକୁ ଆଜି ସକାଳୁ…

ଆରପାରିରେ କିମ୍ବଦନ୍ତୀ ପରିବେଶବିତ୍ ସୁନ୍ଦରଲାଲ ବହୁଗୁଣା

କଟକ /ଅଷ୍ଟିନ୍ ନ୍ୟୁଜ ତା - ୨୧-୦୫-୨୦୨୧ କୁହାଯାଏ ଯେ ଗୋଟିଏ ଗଛ ବି କମ୍ ହେଲେ ସାରା ଜଙ୍ଗଲ କାନ୍ଦେ, ଆଜି ଏକ ମହାଦ୍ରୁମଙ୍କର ବିୟୋଗ ସାରା ଜଙ୍ଗଲ ଓ ମାନବ ସାମାଜ କୁ ଶୋକାକୁଳ କରି ଛାଡ଼ି ଚାଲିଯାଇଛି। ବିଶେଷ ପରିବେଶବିତ୍ ଓ ଚିପ୍କୋ ଆନ୍ଦୋଳନ ପାଇଁ ଡାକରା ଦେଇଥିବା ସୁନ୍ଦରଲାଲ୍…

୨୪ରେ ବାତ୍ୟାରେ ରୂପାନ୍ତରିତ ; ହେବ ପ୍ରବଳରୁ ଅତି ପ୍ରବଳ ବର୍ଷା…

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୨୧-୦୫-୨୦୨୧ ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ହେଊଛି । ଯାହା ଆସନ୍ତାକାଲି ସୁଦ୍ଧା ଲଘୁଚାପରେ ପରିଣତ ହେବ । ଆଜି ଆଣ୍ଡାମାନ ଓ ଆଖପାଖ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇସାରିଛି । ୨୩ରେ ଅବପାତର…