ରାଜ୍ୟରେ ବେକାବୁ ହେଉଛି କରୋନା। ଗତ ୨୪ଘଂଟାରେ ୧୧ହଜାର ୧୦୮ପଜିଟିଭ ଚିହ୍ନଟ ହୋଇଛନ୍ତି।ଏଥିମଧ୍ୟରୁ ୬,୨୧୯ କ୍ୱାରେଣ୍ଟିନରେ ଥିବାବେଳେ ୪୮୮୯ ଲୋକାଲ କଣ୍ଟାକ୍ଟ ରହିଛି। ସେହିପରି ଆଉ ୨୬ ଜଣଙ୍କ ମୃତ୍ୟୁ ପରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୪୫୬କୁ ବୃଦ୍ଧି ପାଇଛି।

ଆଜି ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧,୪୫୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। କଟକ ୯୪୪ ଅନୁଗୁଳରେ ୮୬୪, ବାଲେଶ୍ୱରରେ ୫୦୯, ବରଗଡରେ ୩୩୯, ଭଦ୍ରକରେ ୪୮୯, ବଲାଙ୍ଗରରେ ୨୯୮, ବୌଦ୍ଧରେ ୨୭୩, ଦେବଗଡରେ ୧୨୫, ଢେଙ୍କାନାଳରେ ୧୩୧, ଗଜପତିର ୧୫୭, ଗଞ୍ଜାମରେ ୨୧୪, ଜଗତସିଂହପୁରରେ ୩୧୮, ଜାଜପୁରରେ ୩୯୬, ଝାରସୁଗୁଡ଼ାରେ ୧୧୩, କଳାହାଣ୍ଡିରେ ୩୯, କନ୍ଧମାଳରେ ୧୩୨, କେନ୍ଦ୍ରାପଡାରେ ୧୫୦, କେନ୍ଦୁଝରରେ ୧୬୯, କୋରାପୁଟରେ ୨୫୧ ମାଲକାନଗିରିରୁ ୧୦୦, ମୟୂରଭଞ୍ଜରୁ ୬୩୫, ନବରଙ୍ଗପୁରରୁ ୩୫୭, ନୟଗଡରୁ ୩୩୨, ନୂଆପଡାରୁ ୧୧୪, ପୁରୀରୁ ୪୭୩, ରାୟଗଡାରୁ ୨୦୯, ସମ୍ବଲପୁରରୁ ୩୮୪, ସୋନପୁରରୁ ୧୮୦, ସୁନ୍ଦରଗଡରୁ ୭୦୮ ଏବଂ ଷ୍ଟେଟ ପୁଲ୍ରୁ ୨୫୪ ବାହାରିଛନ୍ତି
ଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୬୭୯୫୩୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୦୯୬୩୯ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୫୬୭୩୮୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
https://twitter.com/AustinNewsMedia

