Sign in
Sign in
Recover your password.
A password will be e-mailed to you.
Breaking News
ସେବାରେ ଡକ୍ଟର ଅର୍ଜନ କଲେ ମହେଶ୍ବରବଡ଼ଚଣାର କୁବେର AEE ତପନ ସେଠୀଙ୍କୁ ଭିଜିଲାନ୍ସ ରେଡ !ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।ଭାଜପା ଛାଡିଲେ ସିମନ୍ତିନି ଜେନା !ମାଟି ମାଫିଆଙ୍କ ଭୁ-ସ୍ୱର୍ଗ ଭାପୁର ପାଟ!ବର୍ଷାଙ୍କ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ ପାଇଁ ବିଜଦର ବୈଠକ!ପର ଜମିରୁ ରାତି ହେଲେ ଚାଲିଛି ମାଟି ଚାଲାଣ!
ରଇପୁର ପଞ୍ଚାୟତରେ ପାଳନ ହେଲା ସାଧାରଣତନ୍ତ୍ର ଦିବସ।
ରାଜ୍ୟ ସରକାରଙ୍କ କରୋନା କଟକଣା ନିୟମ ମଧ୍ଯରେ ପୂର୍ବ ନିର୍ଧାରିତ ଚିଠି ଅନୁଯାୟୀ ବଡଚଣା ବ୍ଲକ ରଇପୁର ପଞ୍ଚାୟତ ଏବଂ ରଇପୁର ସମବାୟ ସମିତିରେ ପାଳନ ହୋଇଯାଇଛି ତେସ୍ତରିତମ ସାଧାରଣତନ୍ତ୍ର ଦିବସ।
ସରକାରୀ ଅଧିକାରୀ ଉପସ୍ଥିତ ରହି ପତାକା ଉତ୍ତୋଳନ କରିବା ସହ, ଜାତୀୟ!-->!-->!-->!-->!-->!-->!-->…
ଆଉଥରେ ହେବ ପାର୍ଥୀପତ୍ର ଦାଖଲ;ସୂଚନା ଦେଲେ ନିର୍ବାଚନ କମିଶନର!
ନାମାଙ୍କନ ପାଇଁ ଆଶାୟୀ ପ୍ରାର୍ଥୀଙ୍କୁ ଦ୍ୱିତୀୟ ସୁଯୋଗ । ଜାଣନ୍ତୁ କେଉଁ ମାନଙ୍କୁ ମିଳିବ ଏଭଳି ସୁଯୋଗ?
ପଞ୍ଚାୟତ ନିର୍ବାଚନରେ ନାମାଙ୍କନପତ୍ର ଦାଖଲ ହୋଇନଥିବା ଓ ନାକଚ ହୋଇଥିବା ସ୍ଥାନରେ ପ୍ରାର୍ଥୀଙ୍କୁ ଦ୍ୱିତୀୟ ଥର ପାଇଁ ସୁଯୋଗ ମିଳିବ । ଏନେଇ ସୂଚନା ଦେଇଛନ୍ତି!-->!-->!-->!-->!-->…
ବଢୁଛି ଅମର ଶତପଥୀଙ୍କ ଦୌରାତ୍ମ୍ଯ!
ଅଷ୍ଟିନ ନ୍ଯୁଜ/ବଡଚଣା
ଦିନକୁ ଦିନ ଶାସକଦଳର ବିଧାୟକ କ୍ରୁର ହେଇଯାଉଥିବାର ପରିଲିକ୍ଷିତ ହେଉଛି।ନିଜର କର୍ମୀମାନଙ୍କୁ ସଂସ୍କାର ଦେବାରେ କେଉଁଠି ନା କେଉଁଠି ଅଭାବ ରହୁଛି। ଆମେ କହୁଛୁ ନିଜକୁ ବରିଷ୍ଠ ବୋଲାଉଥିବା ବଡଚଣାର ବିଧାୟକ ଅମର ଶତପଥୀଙ୍କ କଥା। ବିଧାୟକ ମହାଶୟଙ୍କ ପଞ୍ଚାୟତରେ!-->!-->!-->…
ପାର୍ଥୀପତ୍ର ଦାଖଲ କଲେ ପ୍ରମୋଦ କୁମାର ସାମଲ।
ବଡଚଣା ବ୍ଲକ ସାଉଡିଆ ପଞ୍ଚାୟତ ଅନ୍ତର୍ଗତ ସାଉଡିଆ ଗ୍ରାମର ଶ୍ରୀଯୁକ୍ତ ପ୍ରମୋଦ କୁମାର ସାମଲ ନିଜର ପ୍ରସ୍ତାବକ ଓ ସମର୍ଥକଙ୍କୁ ସାଙ୍ଗରେ ନେଇ, ସାଉଡିଆ ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚି, ସରପଞ୍ଚ ପଦବୀ ପାଇଁ ଆବେଦନ କରିଥିଲେ।
।
ସକାଳୁ ବାଲିକୁଦାସ୍ଥିତ ମାଆ ମଙ୍ଗଳା ପୀଠରେ!-->!-->!-->!-->!-->…
ପାର୍ଥୀନିପତ୍ର ଦାଖଲ କଲେ ପ୍ରମିଳା ଜେନା।
ବଡଚଣା ବ୍ଲକ ବରପଦା ପଞ୍ଚାୟତ ଅନ୍ତର୍ଗତ ବରପଦା ଗ୍ରାମର ଶ୍ରୀମତୀ ପ୍ରମିଳା ଜେନା ନିଜର ପ୍ରସ୍ତାବକ ଓ ସମର୍ଥକଙ୍କ ସହ ଯାଇ ବରପଦା ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ ପଦବୀ ପାଇଁ ନିଜର ପାର୍ଥୀନିପତ୍ର ଦାଖଲ କରିଛନ୍ତି। ଆଗାମୀ ଦିନରେ ଏହି ପଞ୍ଚାୟତର ସର୍ବାଙ୍ଗୀନ ଉନ୍ନତି ପାଇଁ ସେ ଲକ୍ଷ୍ଯ!-->…
ଅସୁସ୍ଥ ଖଗେଶ୍ୱର ଜେନା!
ଅସୁସ୍ଥ ଖଗେଶ୍ୱର ଜେନା।ବଡଚଣା ବ୍ଲକ ସାଉଡିଆ ପଞ୍ଚାୟତ ଅନ୍ତର୍ଗତ ତାଳୁଆ ଗ୍ରାମର ପୂର୍ବତନ ସରପଞ୍ଚ ତଥା ଚଳିତ ନିର୍ବାଚନରେ କଂଗ୍ରେସ ସମର୍ଥନରେ ସାଉଡିଆ ପଞ୍ଚାୟତ ରୁ ସରପଞ୍ଚ ପାର୍ଥୀ ପାଇଁ ପାର୍ଥୀ ପତ୍ର ଦାଖଲ କରିଥିବା ଶ୍ରୀଯୁକ୍ତ ଖଗେଶ୍ୱର ଜେନା ଅସୁସ୍ଥ ।
ଗତକାଲି ତାଙ୍କର!-->!-->!-->…
ଜନ୍ମ ଦିନର ଶୁଭେଚ୍ଛା ପ୍ରଣମ୍ୟ ପ୍ରଧାନ!
ଅବସରପ୍ରାପ୍ତ ଶିକ୍ଷକ ତଥା ସାହିତ୍ୟକାର ଶ୍ରୀଯୁକ୍ତ ଜଳଧର ପ୍ରଧାନଙ୍କ ପଚସ୍ତରି ତମ ଜନ୍ମ ଦିବସ ଅନୁଷ୍ଠିତ ହୋଇଯାଇଛି।ଶ୍ରୀଯୁକ୍ତ ଜଳଧର ପ୍ରଧାନ ଯାଜପୁର ଜିଲ୍ଲା ବଡଚଣା ବ୍ଲକ ସାଉଡିଆ ପଞ୍ଚାୟତ ଅନ୍ତର୍ଗତ ତାଳୁଆ ବାଲିକୁଦା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ।
ଜନ୍ମଦିନରେ!-->!-->!-->…
