News portal website
before header
[URIS id=5393]

ଜନ୍ମ ଦିନର ଶୁଭେଚ୍ଛା ପ୍ରଣମ୍ୟ ପ୍ରଧାନ!

0 201

ଅବସରପ୍ରାପ୍ତ ଶିକ୍ଷକ ତଥା ସାହିତ୍ୟକାର ଶ୍ରୀଯୁକ୍ତ ଜଳଧର ପ୍ରଧାନଙ୍କ ପଚସ୍ତରି ତମ ଜନ୍ମ ଦିବସ ଅନୁଷ୍ଠିତ ହୋଇଯାଇଛି।ଶ୍ରୀଯୁକ୍ତ ଜଳଧର ପ୍ରଧାନ ଯାଜପୁର ଜିଲ୍ଲା ବଡଚଣା ବ୍ଲକ ସାଉଡିଆ ପଞ୍ଚାୟତ ଅନ୍ତର୍ଗତ ତାଳୁଆ ବାଲିକୁଦା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ।

Notice

ଜନ୍ମଦିନରେ ଶ୍ରୀଯୁକ୍ତ ପ୍ରଧାନଙ୍କୁ ଅଶେଷ ଅଭିନନ୍ଦନ ସହ ଦୀର୍ଘ ନୀରାମୟ ସୁସ୍ଥ ଜୀବନ ପାଇଁ ଅନେକ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ କାମନା ଜଣାଇଛନ୍ତି।

Leave A Reply

Your email address will not be published.