News portal website
before header
[URIS id=5393]

ପାର୍ଥୀନିପତ୍ର ଦାଖଲ କଲେ ପ୍ରମିଳା ଜେନା।

0 299

ବଡଚଣା ବ୍ଲକ ବରପଦା ପଞ୍ଚାୟତ ଅନ୍ତର୍ଗତ ବରପଦା ଗ୍ରାମର ଶ୍ରୀମତୀ ପ୍ରମିଳା ଜେନା ନିଜର ପ୍ରସ୍ତାବକ ଓ ସମର୍ଥକଙ୍କ ସହ ଯାଇ ବରପଦା ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ ପଦବୀ ପାଇଁ ନିଜର ପାର୍ଥୀନିପତ୍ର ଦାଖଲ କରିଛନ୍ତି। ଆଗାମୀ ଦିନରେ ଏହି ପଞ୍ଚାୟତର ସର୍ବାଙ୍ଗୀନ ଉନ୍ନତି ପାଇଁ ସେ ଲକ୍ଷ୍ଯ ରଖିଛନ୍ତି ବୋଲି କହନ୍ତି। ଶ୍ରୀମତୀ ଜେନା ଜଣେ ନାରୀନେତ୍ରୀ ଅଟନ୍ତି। ଏହାସହ ମିଶନ ଶକ୍ତିର ସଭାନେତ୍ରୀ ମଧ୍ଯ ଅଟନ୍ତି।

Notice
Leave A Reply

Your email address will not be published.