News portal website
before header
[URIS id=5393]

ରଇପୁର ପଞ୍ଚାୟତରେ ପାଳନ ହେଲା ସାଧାରଣତନ୍ତ୍ର ଦିବସ।

0 221
Notice

ରାଜ୍ୟ ସରକାରଙ୍କ କରୋନା କଟକଣା ନିୟମ ମଧ୍ଯରେ ପୂର୍ବ ନିର୍ଧାରିତ ଚିଠି ଅନୁଯାୟୀ ବଡଚଣା ବ୍ଲକ ରଇପୁର ପଞ୍ଚାୟତ ଏବଂ ରଇପୁର ସମବାୟ ସମିତିରେ ପାଳନ ହୋଇଯାଇଛି ତେସ୍ତରିତମ ସାଧାରଣତନ୍ତ୍ର ଦିବସ।

ସରକାରୀ ଅଧିକାରୀ ଉପସ୍ଥିତ ରହି ପତାକା ଉତ୍ତୋଳନ କରିବା ସହ, ଜାତୀୟ ନାରାବାଜି ଏବଂ ସ୍ଳୋଗାନ ଦେବାର ଦେଖିବାକୁ ମିଳିଥିଲା।

Leave A Reply

Your email address will not be published.