News portal website
before header

ଆଜିଠୁ କଟକଣା ଆଂଶିକ କୋହଳ!!

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୧୭-୦୬-୨୦୨୧ ଆଜିଠୁ ରାଜ୍ୟରେ ଆଂଶିକ କୋହଳ ହେଲା ଲକ୍‌ଡାଉନ୍‌ କଟକଣା। ନୂଆ ନିୟମ ଅନୁଯାୟୀ ସଂକ୍ରମଣ ହାର ଅନୁସାରେ ୩୦ଟି ଜିଲ୍ଲାକୁ କ୍ୟାଟେଗୋରୀ-A ଓ B ରେ ଭାଗ କରାଯାଇଛି।କ୍ୟାଟେଗୋରୀ -A ରେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ୧୭…

ଦିଲ୍ଲୀ ଏମ୍ସରେ ଅଗ୍ନିକାଣ୍ଡ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୧୭-୦୬-୨୦୨୧ ଦିଲ୍ଲୀ ଏମ୍ସରେ ଅଗ୍ନିକାଣ୍ଡ । ବୁଧବାର ରାତିରେ ହସ୍ପିଟାଲର ୯ମ ମହଲାରେ ନିଆଁ ଲାଗିଥିଲା । ଲ୍ୟାବରେ ନିଆଁ ଲାଗିବା ପରେ ଧୂଆଁ ବାହାରିଥିଲା ।ଖବର ପାଇ ପୋଲିସ ଓ ଦମକଳ ବାହିନୀର ଟିମ ଘଟଣାସ୍ଥଳରେ ପହଂଚିଥିଲେ । ଫାୟାର…

୨୪ ଘଣ୍ଟା ମଧ୍ୟରେ ୩୬୩୧ କରୋନା ପଜିଟିଭ୍ ଚିହ୍ନଟ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୧୭-୦୬-୨୦୨୧ ଜୁନ ଆଣିଦେଉଛି ଆଶ୍ୱସ୍ତିକର ଖବର । ରାଜ୍ୟରେ ଧୀରେ ଧୀରେ ତଳକୁ ଖସୁଛି ସଂକ୍ରମଣର ପାରା । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୬୩୧ କରୋନା ପଜିଟିଭ୍ ଚିହ୍ନଟ…

ଆନ୍ଦୋଳନ କୁ ଓଲ୍ହାଇଲେ ପ୍ରାୟ ୧୩ ହଜାର ଅସ୍ଥାୟୀ ଶିକ୍ଷକ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୧୬-୦୬-୨୦୨୧ ଏବେ ଅସ୍ଥାୟୀ ଶିକ୍ଷକମାନେ ରାଜରାସ୍ତାକୁ ଓହ୍ଲାଇ ସରକାରଙ୍କୁ ଚିନ୍ତାରେ ପକାଇଛନ୍ତି । ପଞ୍ଜାବରେ ଏବେ ଅସ୍ଥାୟୀ ଶିକ୍ଷକଙ୍କ ଆନ୍ଦୋଳନ ଏବେବି ଜାରି ରହିଛି । ସ୍ଥାୟୀ ନିଯୁକ୍ତି ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ପ୍ରାୟ ୧୩ ହଜାର…

ବିନା ଭକ୍ତରେ ହେବ ସ୍ନାନ ଯାତ୍ରା

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୧୬-୦୬-୨୦୨୧ ଭକ୍ତରେ ହେବ ଦେବସ୍ନାନ ପୂର୍ଣ୍ଣିମା । ମିଳିଥିବା ସୂଚନା ଅନୁଯାୟୀ ଜୁଲାଇ ୨୫ ପର୍ଯ୍ୟନ୍ତ ସାଧାରଣ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ । ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବୈଠକରେ ଏନେଇ ନିଷ୍ପତ୍ତି…

ଦୁଇ ଖାକି ଭିତରେ ରାସ୍ତାରେ ଲଢ଼େଇ!!

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୧୬-୦୬-୨୦୨୧ କୋଭିଡ଼ ସମୟରେ ଏକ ଲଜ୍ୟା ଜନକ ଖବର ସାମ୍ନାକୁ ଆସିଛି। ଖାକି ଖାକି ଭିତରେ ରାସ୍ତାରେ ଲଢ଼େଇ । ଉଦଳା ଥାନା ତରଫରୁ ନିତିଦିନିଆ ପୋଲିସ ପେଟଲିଂ କଡାକଡି କରାଯାଇଛି । ଗତକାଲି ରାତିରେ ମେଣ୍ଢାଖାଇ ସ୍କୁଲ ରାସ୍ତାରେ ଖାକି ଖାକି…

ରାମାୟଣର ‘ଆର୍ଯ୍ୟ ସୁମନ୍ତ’ ଚନ୍ଦ୍ରଶେଖର ବୈଦ୍ୟଙ୍କ ପରଲୋକ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୧୬-୦୬-୨୦୨୧ ଆଉ ନାହାଁନ୍ତି ରାମାୟଣର ‘ଆର୍ଯ୍ୟ ସୁମନ୍ତ’ ଚନ୍ଦ୍ରଶେଖର ବୈଦ୍ୟ। ୯୮ ବର୍ଷ ବୟସରେ ପରଲୋକ। ସେ ତାଙ୍କ ଜୀବନରେ ଅନେକ ସଂଗ୍ରାମ କରି ଏକ ଅଭିନେତା ରୂପେ ନିଜକୁ ପରିଚିତ କରିପାରିଥିଲେ। ରାମାୟଣ ସିରିଜରେ ମହାରାଜ ଦଶରଥଙ୍କ…

କୋଭିଡ କଟକଣାକୁ ଆଂଶିକ କୋହଳ; କଣ ଖୋଲା ଓ କଣ ବନ୍ଦ ଜାଣନ୍ତୁ!!

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୧୬-୦୬-୨୦୨୧ କୋରୋନା ସମୟ ରେ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି।ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର କୋଭିଡ କଟକଣାକୁ ଆଂଶିକ କୋହଳ କରିଛନ୍ତି। ରାଜ୍ୟର ଯେଉଁ ସବୁ ଜିଲ୍ଲାରେ ପ୍ରଥମେ…

ଗାଜିଆବାଦରେ ବୃଦ୍ଧଙ୍କୁ ମାଡ ଘଟଣା;ଟ୍ୱିଟର ବିରୋଧରେ ମାମଲା

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୧୬-୦୬-୨୦୨୧ ଉତ୍ତର ପ୍ରଦେଶର ଗାଜିଆବାଦରେ ଜଣେ ବୃଦ୍ଧ ମୁସଲିମ ବ୍ୟକ୍ତିଙ୍କୁ ମାଡ ମାରି ବଳପୂର୍ବକ ଧାର୍ମିକ ନାରା ଲଗାଇବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହି ମାମଲରେ ପୋଲିସ ସାମାଜିକ ଗଣମାଧ୍ୟମ ଟ୍ୱିଟର୍ ବିରୋଧରେ…

ଜୁଲାଇ ୧ରେ ଏହି ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଖୋଲିବ ସମସ୍ତ ସ୍କୁଲ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୧୬-୦୬-୨୦୨୧ ଉତ୍ତର ପ୍ରଦେଶରେ କରୋନା ପ୍ରକୋପ ଥମିବା ସହ ସ୍ଥିତି ନିୟନ୍ତ୍ରଣରେ ରହିଛି। ସାଂପ୍ରତିକ ସ୍ଥିତିକୁ ଦୃଷ୍ଟିରେ ରଖି ଯୋଗୀ ଆଦିତ୍ୟନାଥ ସରକାର ଜୁଲାଇ ୧ରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଖୋଲିବାକୁ ଅନୁମତି…