News portal website
before header

ପୋଲିସ କବଜ୍ଜାରେ ବାଇକ ଲୁଟେରା!

ଅଷ୍ଟିନ୍ ନ୍ଯୁଜ/କଟକ ତା-୦୨-୦୫-୨୦୨୨ ଦୀର୍ଘଦିନ ଧରି ବାଇକ ଲୁଟ କରି ଆସୁଥିବା ଗ୍ଯାଙ୍ଗକୁ ଧରିଛି ପୋଲିସ।ଯାଜପୁର ଜିଲ୍ଲାର କୁଖ୍ୟାତ ବାଇକ ଲୁଟେରା,ଜେନାପୁର ଥାନା ଅନ୍ତର୍ଗତ ମୁରାରିପୁର(ବାଲିସାହି)ଗ୍ରାମର ସ୍ବର୍ଗତ ଅନୁକୂଳ ଜେନାଙ୍କ ପୁଅ ଚଗଲି ଜେନା,କେନ୍ଦୁଝର ଜିଲ୍ଲା…

ଓଡ଼ିଆ ଜାତିର ଗର୍ବ ଓ ଗୈାରବ ମଧୂସୂଦନ ଦାସଙ୍କ ୧୭୫ ତମ ଜୟନ୍ତୀ!

ଇହଲୀଳା ସମ୍ବରଣ କରିବା କିଛି ମୁହୂର୍ତ୍ତ ପୂର୍ବରୁ ତାଙ୍କ ଶଯ୍ୟା ନିକଟରେ ଉପସ୍ଥିତ ଥିବା ପଣ୍ଡିତ ନୀଳକଣ୍ଠ ତାଙ୍କୁ ପଚାରିଥିଲେ " ଓଡ଼ିଶାବାସୀ ଙ୍କ ପାଇଁ ତାଙ୍କର କିଛି କହିଵାର ଅଛି କି ?" ମଧୁ ବାବୁ କ୍ଷୀଣ ସ୍ଵରରେ କହିଥିଲେ " ଓଡ଼ିଶାବାସୀ ତାଙ୍କର ଅନ୍ତର ନିର୍ମଳ ରଖିବେ ।ମୁଁ ତ…

ସ୍ଵୟଂ ଙ୍କୁ ନେଇ ସୌମ୍ୟଙ୍କୁ ଷ୍ଟ୍ରୋକ ଦେବ କି ବିଜେଡି!

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ବର ତା-୨୭-୦୪-୨୦୨୨ ଓଡ଼ିଆ ଘରୋଇ ଗଣମାଧ୍ୟମ କନକ ନ୍ୟୁଜ୍ ରେ କାର୍ଯ୍ଯ କରଥିବା ନିୟୁଜ ଆଙ୍କର ସ୍ବୟଂପ୍ରକାଶ ମହାପାତ୍ର ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି। କିଛିଦିନ ତଳେ ସେ ଗଣମାଧ୍ୟମ ସଂସ୍ଥାରୁ ଇସ୍ତଫା ଦେଇଥିବା ବେଳେ ଆଜି ବିଜେଡି ରାଜ୍ଯ…

ଯାଜପୁର ପାଇଁ ଗୌରବ ଆଣିଲେ ଡାକ୍ତରୀ ଛାତ୍ରୀ ଲିଜା!

ଅଷ୍ଟିନ ନ୍ଯୁଜ/ଯାଜପୁର ତା-୨୫-୦୪-୨୦୨୨ ଡାକ୍ତରୀ ପାଠ ପଢ଼ି ଗୌରବ ଆଣିଛନ୍ତି ଡାକ୍ତରୀ ଛାତ୍ରୀ ସ୍ମୁତିରେଖା ସ୍ବାଇଁ।ଶ୍ରୀମତି ସ୍ବାଇଁ ୨୦୨୦ ମସିହାରେ ସମ୍ବଲପୁର ବିଶ୍ବବିଦ୍ୟାଳୟ ଜ୍ଯୋତି ବିହାର ରୁ ଡାକ୍ତରୀ ପାଠରେ ସର୍ବାଧିକ ନମ୍ବର ରଖି ଉତ୍ତୀନ୍ନ ହୋଇଥିଲେ। ଛାତି ଓ ଯକ୍ଷ୍ମା…

ଆସିଲା ମାହାଙ୍ଗା ହତ୍ଯାର ପୋଷ୍ଟ ମର୍ଟମ ରିପୋର୍ଟ!

ଅଷ୍ଟିନ୍ ନ୍ଯୁଜ/କଟକ ତା-୧୯-୦୪-୨଼୦୨୨ କଟକ ଜିଲ୍ଲା ମାହାଙ୍ଗା ଗଣହତ୍ୟାର ପୋଷ୍ଟମର୍ଟମ ରିପୋର୍ଟ ଆସିଯାଇଛି। ସମସ୍ତ ମୃତକଙ୍କର ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ସହ ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଥିବା ରିପୋର୍ଟରୁ ଜଣାପଡ଼ିଛି।ହତ୍ୟା ପାଇଁ ଧାରୁଆ ଅସ୍ତ୍ର…

ମାଟ୍ରିକ ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ଡାଉନଲୋଡ୍ କରିବେ ଛାତ୍ରଛାତ୍ରୀ!

www.bseodiaha.ac.in ଚଳିତ ମାସରେ ସାରା ରାଜ୍ଯରେ ମାଟ୍ରିକ ପରୀକ୍ଷା ହେବାକୁ ଥିବା ବେଳେ ଆସନ୍ତାକାଲି ଠାରୁ ଉପରିସ୍ଥ ଲିଙ୍କରେ କ୍ଲିକ୍ କରି ଛାତ୍ରଛାତ୍ରୀ ମାନେ ସେମାନଙ୍କ ଆଡମିଟ କାର୍ଡ ଓ୍ବେବସାଇଟରୁ ଡାଉନଲୋଡ କରିପାରିବେ। ଏ ନେଇ ବୋର୍ଡ ପକ୍ଷରୁ ବିଦ୍ଧିବଦ୍ଧ ଭାବେ ବିଜ୍ଞପ୍ତି…

ଅବହେଳିତ ଓ ଶୋଷିତ ଚାଷୀଙ୍କ ଭିଜିଲାନ୍ସ ଅଧୀକାରୀଙ୍କୁ ଲିଖିତ ଚିଠି।

ଭିଜିଲାନ୍ସ ସ୍କାନରରେ ସମବାୟ ସମିତି ବିଭାଗ! ଅଷ୍ଟିନ୍ ନ୍ଯୁଜ/ଯାଜପୁର ତା-୧୧-୦୪-୨୦୨୨ କାହା ଚାପରେ ତଦନ୍ତ ଚେପା? ବହୁଚର୍ଚ୍ଚିତ ସାଉଡିଆ ସମବାୟ ସମିତିରେ ହୋଇଥିବା ଚାଷୀଙ୍କ ଅଭିଯୋଗ ଏବଂ ଅନିୟମିତତାକୁ ନେଇ ସର୍ବସାଧାରଣରେ ଉଠିଥିବା ପ୍ରଶ୍ନରେ କିଏ ଦେବ ଉତ୍ତର?ଆଗାମୀ…