News portal website
before header
[URIS id=5393]

ସ୍ଵୟଂ ଙ୍କୁ ନେଇ ସୌମ୍ୟଙ୍କୁ ଷ୍ଟ୍ରୋକ ଦେବ କି ବିଜେଡି!

0 1,074

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ବର

ତା-୨୭-୦୪-୨୦୨୨

ଓଡ଼ିଆ ଘରୋଇ ଗଣମାଧ୍ୟମ କନକ ନ୍ୟୁଜ୍ ରେ କାର୍ଯ୍ଯ କରଥିବା ନିୟୁଜ ଆଙ୍କର ସ୍ବୟଂପ୍ରକାଶ ମହାପାତ୍ର ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି। କିଛିଦିନ ତଳେ ସେ ଗଣମାଧ୍ୟମ ସଂସ୍ଥାରୁ ଇସ୍ତଫା ଦେଇଥିବା ବେଳେ ଆଜି ବିଜେଡି ରାଜ୍ଯ ସାଂଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ବେକରେ ବିଜେଡି ଉତ୍ତରୀୟ ପକାଇ ଥିବା ଫଟ ଆସିଛି।

ଆଗାମୀ ଦିନରେ ସ୍ବୟଂପ୍ରକାଶଙ୍କୁ ଦଳ କି ଦାୟିତ୍ୱ ଦେଉଛି ଦେଖିବାକୁ ବାକି ରହିଥିବା ବେଳେ। ସ୍ବୟଂଙ୍କୁ ନେଇ ସୌମ୍ୟଙ୍କୁ ଷ୍ଟ୍ରୋକ ଦେବାର ଯୋଜନା କରାଯାଉଛି ବୋଲି କିଛି ରାଜନୈତିକ ସମୀକ୍ଷକ ଚର୍ଚ୍ଚା କରୁଛନ୍ତି। ଆଗାମୀ ଦିନରେ ବିଜୁ ଜନତା ଦଳରୁ ସୋମ୍ଯଙ୍କୁ ଟିକଟ ନ ମିଳିବାର ଆକଳନ କରାଯାଉଥିବା ବେଳେ ସୋମ୍ଯଙ୍କ ପାଖ ନିର୍ବାଚନ ମଣ୍ଡଳୀରୁ ସ୍ବୟଂଙ୍କୁ ଟିକେଟ ମିଳିପାରେ ବୋଲି ଅନୁମାନ କରାଯାଉଛି। ଗଣମାଧ୍ୟମ ଜଗତରୁ ପାଦ କାଢି ରାଜନୀତି ଦୁନିଆରେ ପାଦ ଦେଇଥିବା ସ୍ବୟଂ ଆଗାମୀ ଦିନରେ କ’ଣ କରୁଛନ୍ତି ଦେଖିବାକୁ ବାକି ରହିଲା।

Leave A Reply

Your email address will not be published.