[URIS id=5393]
www.bseodiaha.ac.in

ଚଳିତ ମାସରେ ସାରା ରାଜ୍ଯରେ ମାଟ୍ରିକ ପରୀକ୍ଷା ହେବାକୁ ଥିବା ବେଳେ ଆସନ୍ତାକାଲି ଠାରୁ ଉପରିସ୍ଥ ଲିଙ୍କରେ କ୍ଲିକ୍ କରି ଛାତ୍ରଛାତ୍ରୀ ମାନେ ସେମାନଙ୍କ ଆଡମିଟ କାର୍ଡ ଓ୍ବେବସାଇଟରୁ ଡାଉନଲୋଡ କରିପାରିବେ। ଏ ନେଇ ବୋର୍ଡ ପକ୍ଷରୁ ବିଦ୍ଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇସାରିଛି।
