News portal website
before header

କେଜରିୱାଲଙ୍କ ବଡ ଘୋଷଣା : ୟୁପିରେ ବିଧାନସଭା ନିର୍ବାଚନ ଲଢିବ ଆପ୍

ଭୁବନେଶ୍ବର: ତା-୧୫-୧୨-୨୦୨୦ ଆମ୍ ଆଦମୀ ପାର୍ଟି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଏକ ବଡ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ତାଙ୍କ ଦଳ 2022 ମସିହାରେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବ। ମଙ୍ଗଳବାର ଅରବିନ୍ଦ…

ବିନା ପଞ୍ଜିକରଣରେ ମିଳିବନି କରୋନା ଟୀକା

ଭୁବନେଶ୍ବର: ତା-୧୫-୧୨-୨୦୨୦ କୋରୋନା ଟିକାକରଣ ପାଇଁ ରାଜ୍ୟ ସରକାର ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଟିକା ଆସିଲେ ସ୍ବାସ୍ଥ୍ୟ କର୍ମୀଙ୍କୁ ଦିଆଯିବ ପ୍ରାଥମିକତା ଏ ନେଇ ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି । ବିଭିନ୍ନ ରୋଗରେ ଆକ୍ରାନ୍ତ ବୟସ୍କ ବ୍ୟକ୍ତିଙ୍କୁ ମଧ୍ୟ ପ୍ରାଥମିକତା…

ଅନୁଭବଙ୍କ ଖୋଲା ଚେତାବନୀ : ଲଢିବାର ଅଛି ତ ମୋ ସହିତ ଲଢ ମୋ ଫ୍ୟାନ୍ ମାନଙ୍କ ସହ ନୁହେଁ

ଭୁବନେଶ୍ବର: ତା-୧୫-୧୨-୨୦୨୦ ପୁଣି ବିବାଦରେ କେନ୍ଦ୍ରାପଡ଼ା ସାଂସଦ ତଥା ଓଲିଉଡ ଅଭିନେତା ଅନୁଭବ ମହାନ୍ତି। ଏଥର ସେ ଭିଡିଓ ଜାରି କରି ନିଜ କ୍ଷୋଭ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ୬ ମିନିଟର ଏକ ଭିଡିଓ ଜାରି କରି ନିଜର ମନର କଥା ଫ୍ୟାନ ମାନଙ୍କ ନିକଟରେ…

ପ୍ରଦୀପ ପାଣିଗ୍ରାହୀଙ୍କ ଦୁର୍ନୀତିର ପେଡି ଖୋଲିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ବର: ତା-୧୫-୧୨-୨୦୨୦ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଅଡୁଆ ଦିନକୁ ଦିନ ବଢିବାରେ ଲାଗିଛି। ବର୍ତ୍ତମାନ ପ୍ରଦୀପ ଙ୍କୁ ୨ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଂଚ । ପ୍ରଦୀପ ପାଣିଗ୍ରାହୀଙ୍କୁ ରିମାଣ୍ଡ ନେବାକୁ ଭୁବନେଶ୍ୱର ଏସଡ଼ିଜେଏମ୍ କୋର୍ଟ ଅନୁମତି…

ଭୁବନେଶ୍ବର ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ କୁ ମିଳିଲା କ୍ୟାବିନେଟ ମଞ୍ଜୁରୀ

ଭୁବନେଶ୍ବର: ତା -୧୪-୧୨-୨୦୨୦ ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଆଜି ଶ୍ରୀଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶକୁ ମଞ୍ଜୁରୀ ମିଳିଛି। ଏହାର ସମସ୍ତ ପରିଚାଳନା ନିମନ୍ତେ ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ଆଇନ ପ୍ରସ୍ତୁତ…

ପୁରୀ ଓ ଯାଜପୁର ମେଡିକାଲ କଲେଜକୁ କ୍ୟାବିନେଟ ମଞ୍ଜୁରୀ

ଭୁବନେଶ୍ବର: ତା-୧୪-୧୨-୨୦୨୦ ରାଜ୍ୟରେ ଡାକ୍ତରଙ୍କ ଆବଶ୍ୟକତା ଏବଂ ମେଡିକାଲ ଶିକ୍ଷାର ପ୍ରସାର ନିମନ୍ତେ ଯାଜପୁର ଓ ପୁରୀଠାରେ ସ୍ଥାପନ ହେବାକୁ ଥିବା ମେଡିକାଲ କଲେଜ ଓ ହସ୍ପିଟାଲକୁ କ୍ୟାବିନେଟ ମୋହର ବାଜିଛି। ଏହି ଦୁଇଟି ମେଡିକାଲ କଲେଜରେ ଭିତ୍ତିଭୂମି ନିର୍ମାଣ ନିମନ୍ତେ…

ନଦୀରେ ବୁଡି ୨ ବାଳକ ମୃତ

ଭୁବନେଶ୍ୱର: ତା-୧୪-୧୨-୨୦୨୦ କୋରାପୁଟ ସେମିଳିଗୁଡ଼ାରେ ହାଞ୍ଜାରିଗୁଡ଼ା ନଦୀରେ ବୁଡ଼ି ୨ ବାଳକ ମୃତ । ନୟାଗଡ଼ କୁମୁଣ୍ଡା ଗାଁ ପ୍ରଭାତ ଦଳେଇଙ୍କ ୧୬ ବର୍ଷର ପୁଅ ଶୁଭ୍ରାଂଶୁ ମୃତ । ରାଉରକେଲାର ରଞ୍ଜନ ବେହେରାଙ୍କ ୧୩ ବର୍ଷର ପୁଅ ଆଶିଷ ମୃତ । ନଦୀରେ ଗାଧୋଇବା ବେଳେ ବୁଡ଼ିଯାଇ…

କରୋନା ମୁକ୍ତ ହେଲା ଏହି ଦେଶ : ଖୁସିରେ ଝୁମି ଉଠିଲେ ପ୍ରଧାନମନ୍ତ୍ରୀ

ୱେଲିଙ୍ଗଟନ୍: ତା-୧୪-୧୨-୨୦୨୦ କରୋନା ଯୁଦ୍ଧରେ ନ୍ୟୁଜିଲ୍ୟାଣ୍ଡ ଜିତିଛି। ନ୍ୟୁଜିଲ୍ୟାଣ୍ଡ ବର୍ତ୍ତମାନ କରୋନା ଭାଇରସରୁ ସମ୍ପୂର୍ଣ୍ଣ ମୁକ୍ତ ଅଟେ । ନ୍ୟୁଜିଲାଣ୍ଡରେ ଏବେ କୌଣସି ସକ୍ରିୟ ମାମଲା ନାହିଁ ବୋଲି ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ଏହି କାରଣରୁ,…

ଓଟିଭିକୁ ବାନ୍ଧିଲେ:ପୋଲିସ କର୍ମଚାରୀଙ୍କୁ କେବେ?

ଭୁବନେଶ୍ବର: ତା-୧୪-୧୨-୨୦୨୦ ଭୁବନେଶ୍ବର ଇନଫୋସିଟି ଥାନା ନାବାଳିକା ଦୁଷ୍କର୍ମ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ। FIRରେ ନାଁ ଥିବା ୪ ଜଣଙ୍କୁ ଗତକାଲି ରାତିରେ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଗିରଫ ବ୍ୟକ୍ତି ହେଉଛନ୍ତି ଅନିରୁଦ୍ଧ ପଣ୍ଡା, କୃଷ୍ଣଚନ୍ଦ୍ର…

ଆଜି ରାଜ୍ୟ କ୍ୟାବିନେଟ : ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଲାଗିବ ମୋହର

ଭୁବନେଶ୍ବର: ତା-୧୪-୧୨-୨୦୨୦ ଆଜି ସଂଧ୍ୟା 5ଟାରେ ବସୁଛି ରାଜ୍ୟ କ୍ୟାବିନେଟ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ । ଭିଡିଓ କନଫରେନ୍ସିଂ ଜରିଆରେ ଆୟୋଜିତ ହେବ ବୈଠକ ।ଅନ୍ୟ ଜିଲ୍ଲା ମୁଖ୍ୟାଳୟରେ ବିଭିନ୍ନ ବିଭାଗର ମନ୍ତ୍ରୀ ଭିଡିଓ…