News portal website
before header

ଜି–୭ ଶିଖର ବୈଠକରେ ଚୀନକୁ ବହିଷ୍କାର କରିବାକୁ ଜୋ ବାଇଡେନଙ୍କ ଯୋଜନା

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୧୩-୦୬-୨୦୨୧ ଜି–୭ ଶିଖର ସମ୍ମିଳନୀରେ ନେତାମାନେ ଚୀନ୍‌ର ସର୍ବଭାରତୀୟ ଅଭିଯାନ ସହ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଏକ ଭିତ୍ତିଭୂମି ଯୋଜନା ଉନ୍ମୋଚନ କରିଛନ୍ତି କିନ୍ତୁ ଚୀନ୍‌କୁ ମାନବିକ ଅଧିକାରର ଉଲ୍ଲଂଘନକୁ କିପରି ରୋକାଯାଇପାରିବ…

ଜୁନ୍‌ ଶେଷ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୧୩-୦୬-୨୦୨୧ ଅପେକ୍ଷାର ଅନ୍ତ । ଜୁନ୍‌ ଶେଷ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି ।ସେହିପରି ମନ୍ତ୍ରୀଙ୍କ ସୂଚନାନୁଯାୟୀ, ଚଳିତ ବର୍ଷ କରୋନାର ୨ୟ ଲହରକୁ ଦେଖି…

କେନ୍ଦ୍ର ଓ ରାଜ୍ଯ ସରକାରଙ୍କ ଉଦ୍ଯମରେ ପହଞ୍ଚିଲା ୪ଲକ୍ଷ ଟୀକା।

ଅଷ୍ଟିନ ନ୍ୟୁଜ୍/ ଭୁବନେଶ୍ୱର ତା-୧୨-୦୬-୨୦୨୧ କରୋନା ମହାମାରୀକୁ ମାତ ଦେବା ପାଇଁ ଅଣ୍ଟା ଭିଡୁଛନ୍ତି ସରକାର। ପ୍ରଧାନମନ୍ତ୍ରୀଙ୍କ ନିଶ୍ଳୁକ ଟୀକା ଘୋଷଣା ଏବଂ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ କେନ୍ଦ୍ରୀୟ ସହଯୋଗ ଆବେଦନ ପରେ, ଆଜି ଭୁବନେଶ୍ୱର ବିମାନ ବନ୍ଦରରେ ଚାରି ଲକ୍ଷ ଟୀକା ଆସି…

ବାଦୁଡ଼ିଙ୍କ ଶରୀରରୁ ମିଳିଲା କରୋନା ଭାଇରସ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୧୨-୦୬-୨୦୨୧ କରୋନା ମହାମାରୀ କୁ ନେଇ ଏକ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ଚୀନ ବୈଜ୍ଞାନିକମାନେ ବାଦୁଡ଼ି ମାନଙ୍କ ଶରୀରରୁ ଏକାଧିକ ନୂଆ କରୋନା ଭାଇରସ ଠାବ କରିଥିବା ଦାବି କରିଛନ୍ତି।ଚୀନ ଗବେଷକମାନେ କହିଛନ୍ତି, ଦକ୍ଷିଣ-ପଶ୍ଚିମ…

ବ୍ଲାକ୍‌ ଫଙ୍ଗସ୍‌ ଔଷଧ ଉପରୁ ହଟିଲା GST

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୧୨-୦୬-୨୦୨୧ ସରକାରଙ୍କ ବଡ ନିଷ୍ପତ୍ତି ରେମଡେସିଭିର ଔଷଧ ଉପରୁ କମିଲା ଜିଏସ୍‌ଟି । ରେମଡେସିଭିର୍ ଉପରୁ GST ୧୨%ରୁ ୫%କୁ ହ୍ରାସ କରିଛନ୍ତି କେନ୍ଦ୍ର ସରକାର । ଆଜି ୪୪ତମ GST କାଉନସିଲ ବୈଠକ ଶେଷ ହେବା ପରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର…

ସେକ୍ସ ରାକେଟରେ ପୋଲିସ ଚଢାଉ;କିଙ୍ଗପିନ ଅଟକ!

କଟକ/ଅଷ୍ଟିନ ନ୍ୟୁଜ୍ ତା-୧୨-୦୬-୨୦୨୧ ଚାଲିଥିଲା ବେଧଡକ ଦେହ ବେପାର।ତାହା ପୁଣି ବିଳାସପୂର୍ଣ୍ଣ ହୋଟେଲରେ। ଜିନିଷ ନେଇ ମୁଲଚାଲ ହେଉଥିଲା। ଏଭଳି କାରବାର କଟକରେ ଠାବ ହୋଇଛି।କଟକର ପିଲଗ୍ରିମ ରୋଡର ଏକ ହୋଟେଲରେ ସେକ୍ସ ରାକେଟ ଚାଲିଥିବାର ସୂଚନା ମିଳିଛି। କମିଶନରେଟ…

ବଢ଼ୁଛି ତୈଳ ଦର, ଡିଜେଲ ଦାମ ଛୁଇଁଲା ୧୦୦

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୧୨-୦୬-୨୦୨୧ ଦେଶରେ ତୈଳଦର ନିୟନ୍ତ୍ରଣ ବାହାରକୁ ଗଲାଣି । ସାରା ଦେଶରେ ଏଥିପାଇଁ ବିରୋଧ ପ୍ରଦର୍ଶନ କରାଯାଉଥିବା ବେଳେ ଆଜି ପୁଣି ବୃଦ୍ଧି ପାଇଛି ତୈଳ ଦର । ଆଜି ପେଟ୍ରୋଲ ଲିଟର ପିଛା ୨୭ ପଇସା ଓ ଡିଜେଲ ୨୩ପଇସା ବୃଦ୍ଧି ପାଇଛି । ତେବେ…

ୟୁଜି ଓ ପିଜି ପରୀକ୍ଷା ବାତିଲ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୧୨-୦୬-୨୦୨୧ ଚଳିତ ବର୍ଷ ବନ୍ଦ ହେବନି ୟୁଜି ଓ ପିଜି ପରୀକ୍ଷା । ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ ସାହୁ ସୂଚନା ଦେଇଛନ୍ତି । ତେବେ ଏହା ସହ ଆସନ୍ତା ଆସନ୍ତା ଜୁନ ୧୮ତାରିଖରେ ଚୁଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି…

ଓଡିଶା ପୋଲିସରେ ନିଯୁକ୍ତି ସୁଯୋଗ।

ଅଷ୍ଟିନ ନ୍ୟୁଜ୍/ଭୁବନେଶ୍ବର ତା-୧୨-୦୬-୨୦୨୧ କରୋନା ମହାମାରୀ ସତ୍ବେ ଓଡିଶା ପୋଲିସରେ ନିଯୁକ୍ତି ପାଇଁ ବିଜ୍ଞାପନ ବାହାରିଛି।ଓଡିଶା ପୋଲିସ ବିଭାଗରେ ୪୭୭ ସବଇନ୍ସପେକ୍ଟର୍ ୨୪୪ କନଷ୍ଟେବଳ ପଦବୀ ପୂରଣ ନିମନ୍ତେ ବିଜ୍ଞାପନ ଜାରି କରାଯାଇଛି। ଉଭୟ ପୁରୁଷ ଏବଂ ମହିଳା ଆବେଦନ…