ଅଷ୍ଟିନ ନ୍ୟୁଜ୍/ଭୁବନେଶ୍ବର

ତା-୧୨-୦୬-୨୦୨୧
କରୋନା ମହାମାରୀ ସତ୍ବେ ଓଡିଶା ପୋଲିସରେ ନିଯୁକ୍ତି ପାଇଁ ବିଜ୍ଞାପନ ବାହାରିଛି।ଓଡିଶା ପୋଲିସ ବିଭାଗରେ ୪୭୭ ସବଇନ୍ସପେକ୍ଟର୍ ୨୪୪ କନଷ୍ଟେବଳ ପଦବୀ ପୂରଣ ନିମନ୍ତେ ବିଜ୍ଞାପନ ଜାରି କରାଯାଇଛି।
ଉଭୟ ପୁରୁଷ ଏବଂ ମହିଳା ଆବେଦନ କରିପାରିବେ, ଏବଂ ଶିକ୍ଷାଗତ ଯୋଗ୍ୟତା ଗ୍ରାଜୁଏସନ ହୋଇଥିବା ଆବଶ୍ଯକ।ଏନେଇ ପୋଲିସ ଡିଜିପି ଅଭୟ ସିଂହ ଏକ ପ୍ରେସ ମିଟ ଜାରି କରିଛନ୍ତି।
