Sign in
Sign in
Recover your password.
A password will be e-mailed to you.
Breaking News
ପ୍ରଧାନଶିକ୍ଷକଙ୍କ ଜାତିଆଣ ଆକ୍ଷେପ ମାମଲା ରୁଜୁଶତରଞ୍ଜ ଚାମ୍ପିଅନସିପ୍ 2026 ରେ ସ୍ପର୍ଶଙ୍କ ଶାନଦାର ପ୍ରଦର୍ଶନ !ଆତ୍ମହତ୍ୟା ନା ହତ୍ୟା ?ବଡ଼ଚଣାରେ ଲଜ୍ଜା ପୋସ୍କୋ ଆକ୍ଟରେ ମାମଲା ରୁଜୁ !ସେବାରେ ଡକ୍ଟର ଅର୍ଜନ କଲେ ମହେଶ୍ବରବଡ଼ଚଣାର କୁବେର AEE ତପନ ସେଠୀଙ୍କୁ ଭିଜିଲାନ୍ସ ରେଡ !ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।
୨୪ ଘଣ୍ଟା ମଧ୍ୟରେ ୨୬୪୦ ଜଣ କରୋନା ପଜିଟିଭ ଚିହ୍ନଟ!!
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୨୯-୦୬-୨୦୨୧
ଆଜି କରୋନାର ଦୈନିକ ସଂକ୍ରମଣରେ ଦ୍ରୁତ ହ୍ରାସ ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୬୪୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଓ ଲୋକସମ୍ପର୍କ ବିଭାଗ ଜଣାଇଛି ।ନୂତନ ସଂକ୍ରମିତଙ୍କ ମଧ୍ୟରେ ୧୫୧୭ ଜଣ କ୍ବାରେଣ୍ଟାଇନ!-->!-->!-->!-->!-->…
ମମତା ବାନାର୍ଜୀ ଲେଖିଲେ ତିନୋଟି ଚିଠି ; କହିଲେ ଏମିତି ?
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୨୮-୦୬-୨୦୨୧
ପଶ୍ଚିମବଙ୍ଗର ରାଜ୍ୟପାଳ ଜଣେ ଲାଞ୍ଚଖୋର ବ୍ୟକ୍ତି ତାଙ୍କୁ ପଦରୁ ହଟାଇବା ପାଇଁ ତିନୋଟି ଚିଠି ଲେଖିଛନ୍ତି ମମତା ବାନାର୍ଜୀ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ରାଜ୍ୟପାଳ ଜଗଦୀପ ଧନଖରଙ୍କୁ ଟାର୍ଗେଟ କରି!-->!-->!-->!-->!-->…
ଆଠଟି ନୁତନ ସ୍କିମ୍ ଘୋଷଣା କଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୨୮-୦୬-୨୦୨୧
କରୋନାରେ ପ୍ରଭାବିତ ସେକ୍ଟରେ ଗତି ବଢାଇବା ପାଇଁ ଆଠଟି ନୁତନ ସ୍କିମ୍ ଘୋଷଣା କଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି କୋଭିଡ ପ୍ରଭାବିତ କ୍ଷେତ୍ରଗୁଡିକ ପାଇଁ ୧.୧ ଲକ୍ଷ କୋଟି ଋଣ ଗ୍ୟାରେଣ୍ଟି ଯୋଜନା ଘୋଷଣା!-->!-->!-->!-->!-->…
ଓଡ଼ିଶାକୁ ଆସିଲା ସ୍ପୁଟନିକ୍ -ଭି ଟିକା!!
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୨୮-୦୬-୨୦୨୧
କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଟିକାକରଣକୁ ଯୋରଦାର କରିଛନ୍ତି ରାଜ୍ୟ ସରକାର। କାରଣ କରୋନାରୁ ବଞ୍ଚିବା ପାଇଁ କରୋନା ଟିକା ହେଉଛି ଏକମାତ୍ର ସଞ୍ଜୀବନୀ। ସେଥିପାଇଁ ସମସ୍ତଙ୍କୁ ନିଶ୍ଚିତ ଟିକା ନେବା!-->!-->!-->!-->!-->…
ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ; ୪ଶହ କୋଟି ଟଙ୍କାର ବଜେଟ୍..
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୨୮-୦୬-୨୦୨୧
ବ୍ରହ୍ମପୁର ସହର ବାସୀଙ୍କ ସ୍ମାର୍ଟ ସିଟିର ସ୍ୱପ୍ନକୁ ପୂରଣ ଲାଗି ଅଣ୍ଟା ଭିଡିଛି ମହାନଗର ନିଗମ। ସହର ବାସୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ବିଭିନ୍ନ ପ୍ରକଳ୍ପ ନିର୍ମାଣ ପାଇଁ ରୂପ ରେଖ!-->!-->!-->!-->!-->…
ପେଟ୍ରୋଲରେ ପାଣି ଦେଖି ଉତ୍ୟକ୍ତ ଲୋକେ।
ଅଷ୍ଟିନ୍ ନ୍ୟୁଜ୍/ମୟୁରଭଞ୍ଜ
ତା-୨୭-୦୬-୨୦୨୧
ରିପୋର୍ଟର- ଜଗବନ୍ଧୁ ପ୍ରଧାନ
ପେଟ୍ରୋଲ ଟାଙ୍କିରୁ ପାଣି ମିଶା ତେଲକୁ ନେଇ ଗ୍ରାହକ ମହଲରେ କ୍ଷୋଭ।ଦିନକୁ ଦିନ ପେଟ୍ରୋଲର ଦର ବଢ଼ିବାରେ ଲାଗିଛି,ଫଳରେ ଗ୍ରାହକ ମହଲରେ ଅସନ୍ତୋଷ ବୃଦ୍ଧି ପାଉଥିବା ବେଳେ।ତୈଳର ମାନ କମିଲେ ଗ୍ରାହକ!-->!-->!-->!-->!-->!-->!-->…
କରୋନା ସଚେତନତା ରାଲି କଲା କମିଶନରେଟ୍ ପୋଲିସ
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୨୭-୦୬-୨୦୨୧
କରୋନା ସଂକ୍ରମଣ ପାଇଁ ଲାଗୁ ହୋଇଥିବା ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ଶେଷ ହେବା ପୂର୍ବରୁ ଆଜି ପୋଲିସ ଏକ ସଚେତନତା ରାଲି କରିଛି । ପୋଲିସ ବିଭାଗର ବରିଷ୍ଠ ଅଧିକାରୀମାନେ ରାଜଧାନୀର ଭୁବନେଶ୍ୱର ବିଭିନ୍ନ ଗଳି କନ୍ଦି ବୁଲି ଲୋକଙ୍କୁ ସଚେତନ!-->!-->!-->!-->!-->…
ବଡ଼ଚଣାରେ କଳେଙ୍କାରୀ ଭୂତକୁ ଭତ୍ତା ଓ ଡବଲ ଭତ୍ତା ହଡ଼ପ!!
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୨୬-୦୬-୨୦୨୧
କରୋନା ସମୟରେ ଅନେକ ଲୋକଙ୍କର ମୃତ୍ୟୁ ହେଉଥିବା ବେଳେ ଏହାର ସୁଯୋଗ ନେଇ କିଛି ଅସାଧୁ କର୍ମଚାରୀ ବେଶ ଫାଇଦା ଉଠଇବାରେ ଲାଗିଛନ୍ତି। ମୃତ ବ୍ୟକ୍ତିଙ୍କର ଭତ୍ତା ହଡ଼ପ କରାଯାଉଛି। ଏପରିକି ଜଣେଜଣେ ଲୋକଙ୍କ ନାଁରେ!-->!-->!-->!-->!-->…
ଭ୍ୟାକସିନ ପାଇଁ ଭାରତର ସେନା ମୁଖ୍ୟ ନରଓ୍ବଣେଙ୍କୁ ଚିଠି ଲେଖିଲେ; ନେପାଳର ଅବସରପ୍ରାପ୍ତ ଗୋର୍ଖା ସୈନିକ
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୨୬-୦୬-୨୦୨୧
ଭାରତୀୟ ସେନାରେ ପୂର୍ବରୁ କାର୍ଯ୍ୟ କରିଥିବା ପଡୋଶୀ ନେପାଳର ଗୋର୍ଖା ସୈନିକମାନେ ଟିକା ପାଇଁ ଭାରତୀୟ ସେନା ମୁଖ୍ୟ ଏମ. ଏମ. ନରଓ୍ବଣେଙ୍କୁ ଅନୁରୋଧ କରିଛନ୍ତି । ଗୋର୍ଖା ସୈନିକ ଏବଂ ତାଙ୍କ ପରିବାର ଲୋକଙ୍କୁ ଭାରତୀୟ!-->!-->!-->!-->!-->…
କେନ୍ଦ୍ରାପଡ଼ା ଗୋପ ଛକରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୨୬-୦୬-୨୦୨୧
କେନ୍ଦ୍ରାପଡ଼ା ଜିଲ୍ଲା ସଦର କେନ୍ଦ୍ରାପଡ଼ା ସହର ଉପକଣ୍ଠ ଗୋପ ଛକ ନିକଟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗଣ୍ଡଗୋଳ ହେବାପରେ ଦୁର୍ବୃତ୍ତ ଙ୍କ ମରଣାନ୍ତକ ଆକ୍ରମଣରେ ସାନ ମଙ୍ଗଳା ର ରଞ୍ଜିତ ପତ୍ରୀ ନାମକ ଜନୈକ ଯୁବକ ଗୁରୁତର ଆହତ!-->!-->!-->!-->!-->…
