News portal website
before header

ପୁଣି ବିବାଦରେ ପାକିସ୍ତାନରେ ଅବସ୍ଥାପିତ ଚୀନ ରାଷ୍ଟ୍ରଦୂତ!!

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୨୬-୦୬-୨୦୨୧ ପାକିସ୍ତାନରେ ଅବସ୍ଥାପିତ ଚୀନ ରାଷ୍ଟ୍ରଦୂତଙ୍କୁ ନେଇ ପୁଣି ଥରେ ବିବାଦ ଉପୁଜିଛି। ସେ ପୁଣି ଥରେ ଅଶ୍ଳୀଳ ଟ୍ବିଟ୍‌ କରିଛନ୍ତି। ଇସ୍ଲାମାବାଦର ଚୀନ ଦୂତାବାସର ସାଂସ୍କୃତିକ କେନ୍ଦ୍ର ନିର୍ଦେଶକ ଝାଙ୍ଗ ହେକିଙ୍ଗ ବନ୍ଧୁ…

ଡେଲଟା ପରି ଡେଲଟା ପ୍ଲସ୍ ମଧ୍ୟ “ଭାରିଆଣ୍ଟ ଅଫ କନସର୍ଣ୍ଣ” ଭାବରେ ଗ୍ରହଣ କରାଯିବା ଉଚିତ୍

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୨୬-୦୬-୨୦୨୧ ଯଦିଓ ବର୍ତ୍ତମାନ ସୁଦ୍ଧା କୌଣସି ତଥ୍ୟ ନାହିଁ ଯାହା ଦର୍ଶାଏ ଯେ କରୋନାର ଡେଲଟା ପ୍ଲସ୍ ଭାରିଆଣ୍ଟ ଡେଲଟା ଅପେକ୍ଷା ଦ୍ରୁତ ଗତିରେ ବ୍ୟାପିଛି କିନ୍ତୁ ପୂର୍ବକୁ ମଧ୍ୟ ଏକ “ଭାରିଆଣ୍ଟ ଅଫ କନସର୍ଣ୍ଣ” ଭାବରେ ଗ୍ରହଣ…

ଫୁଟପାତ୍ ର ଷ୍ଟ୍ରିଟ୍ ଲାଇଟ୍ ସାଜିଛି ଛାତ୍ରର ପଢା ଘର ।

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୨୬-୦୬-୨୦୨୧ ସୁନ୍ଦରଗଡ଼ ରାଜଗାଙ୍ଗପୁର ରାସ୍ତା ର ଷ୍ଟ୍ରିଟ୍ ଲାଇଟ୍ ସାଜିଛି ଛାତ୍ର ର ପଢା ଘର । କଥା ଟି ଆପଣଙ୍କୁ ଅଡ଼ୁଆ ଲାଗୁଥିଲେ ମଧ୍ୟ ଏହା ନିରାଟ ସତ୍ୟ । ଏହା ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ସହରର ଦୃଶ୍ୟ । ଆଜକୁ ୩୦ ବର୍ଷ ପୂର୍ବେ ବିହାର…

ଜୁଲାଇରେ ଭାରତରେ ମିଳିପାରେ ଜନସନ ଆଣ୍ଡ ଜନସନ କୋଭିଡ ଟିକା

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୨୬-୦୬-୨୦୨୧ ଆମେରିକୀୟ କମ୍ପାନୀ ଜନସନ ଆଣ୍ଡ ଜନସନଙ୍କ ଦ୍ବାରା ବିକଶିତ ହୋଇଥିବା କୋଭିଡ-୧୯ ଟିକା ଚଳିତ ବର୍ଷ ଜୁଲାଇ ସୁଦ୍ଧା ଭାରତରେ ଅଳ୍ପ ପରିମାଣରେ ଉପଲବ୍ଧ ହେବ।ଭାରତର ଆସୋସିଏସନ ଅଫ୍ ହେଲଥ କେୟାର ପ୍ରୋଭାଇଡର୍ସ ବ୍ୟକ୍ତିଗତ ଭାବରେ…

ଅଭିଭାବକ ମହାସଂଘର ଦାବି: ଫେଲ ପିଲାଙ୍କ ପାଇଁ କରାଯାଉ ପୁନର୍ବିଚାର….

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୨୬-୦୭-୨୦୨୧ ଶୁକ୍ରବାର ଫେଲ ପିଲାଙ୍କ ପାଇଁ ପୁନର୍ବିଚାର ହେଉ : ଅଭିଭାବକ ମହାସଂଘ ବାହାରିଲା ମାଟ୍ରିକ ଫଳ । ଏଥିରେ ଅଧିକାଂଶ ପିଲାଙ୍କୁ ଆଶାତିତ ସଫଳତା ମିଳିଛି କହିଲେ ଠିକ୍ ହେବ। ଏଥର ମାଟ୍ରିକ ପରୀକ୍ଷା ପାସ୍ ହାର ୯୭.୮୯ ପ୍ରତିଶତ…

ଜୁଲାଇ ୧ ଯାଏଁ ଲାଗୁ ହେବନି ନୂଆ ନିୟମ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୨୬-୦୬-୨୦୨୧ ଲକଡାଉନ ଯୋଗୁ ନୂଆ ପରିବହନ ଆଇନ ଏବେ ଲାଗୁ ହେବ ନାହିଁ। ଜୁଲାଇ ୧ ଯାଏଁ ନିୟମ ଲାଗୁ ହେବନି। ବର୍ତ୍ତମାନ ପାଇଁ ଏହା କୋହଳ ରହିଲା। ଜୁଲାଇ ୧ ପରେ ଯାହା ରାଜ୍ୟ ସରକାର ଲକଡାଉନ ନେଇ ନିଷ୍ପତ୍ତି ନେବେ। ସେହି ଅନୁସାରେ ପରିବହନ…

ଦେହଜୀବୀଙ୍କ ଟିକାକରଣ ପାଇଁ ବିଏମସିର ସ୍ବତନ୍ତ୍ର ବ୍ୟବସ୍ଥା

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୨୫-୦୬-୨୦୨୧ ସ୍ବତନ୍ତ୍ର ମୋବିଲାଇଜେସନ ଜରିଆରେ ବିଭିନ୍ନ ସମ୍ବେଦନଶୀଳ ଗୋଷ୍ଠୀଙ୍କୁ ଟିକାକରଣରେ ସାମିଲ କରିଛି ବିଏମସି । ଖାସ କରି ଭୁବନେଶ୍ବର ମାଳି ସାହିର ଦେହଜୀବୀଙ୍କ ପାଇଁ ସ୍ବତନ୍ତ୍ର ଭାବେ ବ୍ୟବସ୍ଥା କରିଛି ବିଏମସି । ଟିକାକରଣରେ…

ଆଜି ବାହାରିବ ମାଟ୍ରିକ୍ ରେଜଲ୍ଟ!!

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୨୫-୦୬-୧୦୨୧ ଆଜି ବାହାରିବ ମାଟ୍ରିକ୍ ରେଜଲ୍ଟ । ଚଳିତବର୍ଷର ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇବ । କଟକ ସ୍ଥିତ ବୋର୍ଡ କାର୍ଯ୍ୟାଳୟରେ ଅପରାହ୍ନ ୪ଟା ବେଳେ ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି ।ତେବେ ସନ୍ଧ୍ୟା ୬ଟା…

ବିନା ଭକ୍ତରେ ଅଲାରନାଥଙ୍କ ପୀଠରେ ସ୍ୱତନ୍ତ୍ର ନୀତିକାନ୍ତି ସମ୍ପନ୍ନ।

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୨୫-୦୬-୨୦୨୧ ଆଜିଠୁ ଅଲାରନାଥଙ୍କ ଅନବସର ନୀତି । ବ୍ରହ୍ମଗିରି ଅଲାରନାଥଙ୍କ ପୀଠରେ ସ୍ୱତନ୍ତ୍ର ନୀତିକାନ୍ତି । ସ୍ନାନବେଦୀରେ ସ୍ନାନ ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଜ୍ୱର । ସୁସ୍ଥ ହେବା ପାଇଁ ୧୫ ଦିନ ଧରି ଅଣସର ପିଣ୍ଡିରେ ଚାଲିବ…

ତିନି ହଜାର ତଳକୁ ଖସିଲା ସଂକ୍ରମଣ!!

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୨୫-୦୬-୨୦୨୧ ରାଜ୍ୟରେ ଧୀରେ ଧୀରେ ହ୍ରାସ ପାଉଛି ପଜିଟିଭ୍ ସଂଖ୍ୟା । ଦୈନିକ ସଂକ୍ରମଣରେ ଲଗାତାର ହ୍ରାସ ଦେଖିବାକୁ ମିଳୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୯୧୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮…