News portal website
before header

ଭୁବନେଶ୍ବର ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ କୁ ମିଳିଲା କ୍ୟାବିନେଟ ମଞ୍ଜୁରୀ

ଭୁବନେଶ୍ବର: ତା -୧୪-୧୨-୨୦୨୦ ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଆଜି ଶ୍ରୀଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶକୁ ମଞ୍ଜୁରୀ ମିଳିଛି। ଏହାର ସମସ୍ତ ପରିଚାଳନା ନିମନ୍ତେ ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ଆଇନ ପ୍ରସ୍ତୁତ…

ପୁରୀ ଓ ଯାଜପୁର ମେଡିକାଲ କଲେଜକୁ କ୍ୟାବିନେଟ ମଞ୍ଜୁରୀ

ଭୁବନେଶ୍ବର: ତା-୧୪-୧୨-୨୦୨୦ ରାଜ୍ୟରେ ଡାକ୍ତରଙ୍କ ଆବଶ୍ୟକତା ଏବଂ ମେଡିକାଲ ଶିକ୍ଷାର ପ୍ରସାର ନିମନ୍ତେ ଯାଜପୁର ଓ ପୁରୀଠାରେ ସ୍ଥାପନ ହେବାକୁ ଥିବା ମେଡିକାଲ କଲେଜ ଓ ହସ୍ପିଟାଲକୁ କ୍ୟାବିନେଟ ମୋହର ବାଜିଛି। ଏହି ଦୁଇଟି ମେଡିକାଲ କଲେଜରେ ଭିତ୍ତିଭୂମି ନିର୍ମାଣ ନିମନ୍ତେ…

ନଦୀରେ ବୁଡି ୨ ବାଳକ ମୃତ

ଭୁବନେଶ୍ୱର: ତା-୧୪-୧୨-୨୦୨୦ କୋରାପୁଟ ସେମିଳିଗୁଡ଼ାରେ ହାଞ୍ଜାରିଗୁଡ଼ା ନଦୀରେ ବୁଡ଼ି ୨ ବାଳକ ମୃତ । ନୟାଗଡ଼ କୁମୁଣ୍ଡା ଗାଁ ପ୍ରଭାତ ଦଳେଇଙ୍କ ୧୬ ବର୍ଷର ପୁଅ ଶୁଭ୍ରାଂଶୁ ମୃତ । ରାଉରକେଲାର ରଞ୍ଜନ ବେହେରାଙ୍କ ୧୩ ବର୍ଷର ପୁଅ ଆଶିଷ ମୃତ । ନଦୀରେ ଗାଧୋଇବା ବେଳେ ବୁଡ଼ିଯାଇ…

କରୋନା ମୁକ୍ତ ହେଲା ଏହି ଦେଶ : ଖୁସିରେ ଝୁମି ଉଠିଲେ ପ୍ରଧାନମନ୍ତ୍ରୀ

ୱେଲିଙ୍ଗଟନ୍: ତା-୧୪-୧୨-୨୦୨୦ କରୋନା ଯୁଦ୍ଧରେ ନ୍ୟୁଜିଲ୍ୟାଣ୍ଡ ଜିତିଛି। ନ୍ୟୁଜିଲ୍ୟାଣ୍ଡ ବର୍ତ୍ତମାନ କରୋନା ଭାଇରସରୁ ସମ୍ପୂର୍ଣ୍ଣ ମୁକ୍ତ ଅଟେ । ନ୍ୟୁଜିଲାଣ୍ଡରେ ଏବେ କୌଣସି ସକ୍ରିୟ ମାମଲା ନାହିଁ ବୋଲି ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ଏହି କାରଣରୁ,…

ଓଟିଭିକୁ ବାନ୍ଧିଲେ:ପୋଲିସ କର୍ମଚାରୀଙ୍କୁ କେବେ?

ଭୁବନେଶ୍ବର: ତା-୧୪-୧୨-୨୦୨୦ ଭୁବନେଶ୍ବର ଇନଫୋସିଟି ଥାନା ନାବାଳିକା ଦୁଷ୍କର୍ମ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ। FIRରେ ନାଁ ଥିବା ୪ ଜଣଙ୍କୁ ଗତକାଲି ରାତିରେ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଗିରଫ ବ୍ୟକ୍ତି ହେଉଛନ୍ତି ଅନିରୁଦ୍ଧ ପଣ୍ଡା, କୃଷ୍ଣଚନ୍ଦ୍ର…

ଆଜି ରାଜ୍ୟ କ୍ୟାବିନେଟ : ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଲାଗିବ ମୋହର

ଭୁବନେଶ୍ବର: ତା-୧୪-୧୨-୨୦୨୦ ଆଜି ସଂଧ୍ୟା 5ଟାରେ ବସୁଛି ରାଜ୍ୟ କ୍ୟାବିନେଟ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ । ଭିଡିଓ କନଫରେନ୍ସିଂ ଜରିଆରେ ଆୟୋଜିତ ହେବ ବୈଠକ ।ଅନ୍ୟ ଜିଲ୍ଲା ମୁଖ୍ୟାଳୟରେ ବିଭିନ୍ନ ବିଭାଗର ମନ୍ତ୍ରୀ ଭିଡିଓ…

ଚଳିତ ବର୍ଷ ବିଶ୍ବ ପ୍ରସିଦ୍ଧ ବରଗଡ ଧନୁଯାତ୍ରା ବନ୍ଦ

ବରଗଡ : ତା-୧୩-୧୨-୨୦୨୦ ଚଳିତ ବର୍ଷ ହେବନି ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। କୋରୋନା କଟକଣା ଯୋଗୁଁ ଧନୁଯାତ୍ରା ମହୋତ୍ସବ ବାତିଲ। DRDA ଅଫିସରେ ଧନୁଯାତ୍ରା କମିଟି ବୈଠକରେ ଏ ନେଇ ସୂଚନା ଦେଇଛନ୍ତି ବରଗଡ଼ ଜିଲ୍ଲାପାଳ। ଏହା ପୂର୍ବରୁ ଐତିହାସିକ କଟକ ବାଲିଯାତ୍ରା ସମେତ…

ଡିସେମ୍ବର ୨୬ରେ ଜନ୍ମଦିନ ପାଳିବ ବିଜେଡି : ୨୦ରେ ଦଳୀୟ କାର୍ଯ୍ୟକାରିଣୀ

ଭୁବନେଶ୍ବର: ତା-୧୩-୧୨-୨୦୨୦ ଆସନ୍ତା ୨୦ରେ ବିଜେଡିର ଦଳୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ । ୨୧ରେ ବସିବ ରାଜ୍ୟ ପରିଷଦ ବୈଠକ। ଏଥିରେ ବିଭିନ୍ନ ପ୍ରସଙ୍ଗ ଉପରେ ହେବ ଆଲୋଚନା । ସାଙ୍ଗଠନିକ କାର୍ଯ୍ୟକ୍ରମ ନେଇ ବିସ୍ତୃତ ଆଲୋଚନା ହେବ । ତୃଣମୂଳ ସ୍ତରରେ ବିଜେଡିର…

ରିପବ୍ଲିକ୍ ଟିଭି ସିଇଓ ବିକାଶ ଖାନଚାନ୍ଦାନୀ ଗିରଫ

ମୁମ୍ବାଇ: ତା-୧୩-୧୨-୨୦୨୦ ରିପବ୍ଲିକ୍ ଟିଭି ସିଇଓ ବିକାଶ ଖାନଚାନ୍ଦାନୀଙ୍କୁ ମୁମ୍ବାଇରେ ଗିରଫ କରାଯାଇଛି। ନକଲି ଟିଆରପି ମାମଲାରେ ବିକାଶ ଖାନଚାନ୍ଦାନୀଙ୍କୁ ଗିରଫ କରାଯାଇଛି। ନିକଟରେ ମୁମ୍ବାଇ ପୋଲିସ ଟିଆରପି ସ୍କାମ ମାମଲାରେ ଏକ ମାମଲା ରୁଜୁ କରିଥିଲା। …

ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ବାସଭବନ ଘେରାଉ

ଭୁବନେଶ୍ବର: ତା-୧୩-୧୨-୨୦୨୦ ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ କଲେ ଘରୋଇ ସ୍କୁଲର ଅଭିଭାବକ।ଅଭିନବ ଉପାୟରେ ଘଂଟ ହୁଳାହୁଳି ପକାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଘରୋଇ ସ୍କୁଲ ପିଲାଙ୍କ ଅଭଭାବକ । ଘରୋଇ ସ୍କୁଲରେ ଫି’ ବିବାଦରେ ମନ୍ତ୍ରୀଙ୍କ ହସ୍ତକ୍ଷପ କରିବା ପାଇଁ ଅଭିଭାବକ…