News portal website
before header
Browsing Tag

Corona

ପୁଣି ରାଜ୍ୟରେ ୧୧ଶହ ଟପିଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା

ପୁଣି ରାଜ୍ୟରେ ୧୧ଶହ ଟପିଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୧୭୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରୁ ସଙ୍ଗରୋଧରୁ ୬୯୦, ସ୍ଥାନୀୟ ସଂକ୍ରମିତ ୪୮୮ ଚିହ୍ନଟ । ସଂକ୍ରମିତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ୧୪୬ ଜଣ ଚିହ୍ନଟ ହୋଇଛନ୍ତି । ତେବେ ଖୋର୍ଦ୍ଧାରୁ

ରାଜ୍ୟରେ ବ୍ୟାପକ ହୋଇଛି ଟିକାକରଣ: ବିଜୟ ପାଣିଗ୍ରାହୀ

ଟିକାକରଣକୁ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡା. ବିଜୟ ପାଣିଗ୍ରାହୀ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ରାଜ୍ୟରେ ଟିକାକରଣକୁ ବ୍ୟାପକ କରାଯାଇଛି। କୋଭ୍ୟାକ୍ସିନ, କୋଭିସିଲଡ୍‌ ଓ କୋର୍ବେଭ୍ୟାକ୍ସ ଭଳି ୩ ପ୍ରକାର ଟିକା ଦିଆଯାଉଛି ।କୋଭ୍ୟାକ୍ସିନ ଓ କୋର୍ବେଭ୍ୟାକ୍ସ ଟିକା

ରାଜ୍ୟରେ ପୁଣି ୧୦୦୦ ପାର କଲା କରୋନା ସଂକ୍ରମିତଙ୍କ ସଂଖ୍ୟା

ରାଜ୍ୟରେ ପୁଣି ୧୦୦୦ ପାର କଲା କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ୧୧୨୨ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରୁ ସଙ୍ଗରୋଧରୁ ୬୫୮ ସ୍ଥାନୀୟ ସଂକ୍ରମଣରୁ ୪୬୪ ଜଣ ଚିହ୍ନଟ ହୋଇଛନ୍ତି। ୧୮ ବର୍ଷରୁ କମ୍‌ ବୟସ ବର୍ଗର ଆକ୍ରାନ୍ତ ୧୬୪ ହୋଇଥିବା

ସଙ୍ଗରୋଧ କେନ୍ଦ୍ରରେ ପ୍ରବାସୀ ଓଡ଼ିଆଙ୍କୁ ୧୫୨ କୋଟି ସହାୟତା : ମନ୍ତ୍ରୀ

କରୋନା ଲକଡାଉନ୍ ଯୋଗୁ ୨୦୨୦ ମସିହା ମେ’ରୁ ଅକ୍ଟୋବର ମାସ ମଧ୍ୟରେ ରାଜ୍ୟକୁ ଫେରିଥିବା ୭.୬୦ଲକ୍ଷ ପ୍ରବାସୀ ଓଡ଼ିଆଙ୍କୁ  କ୍ୱାରେଣ୍ଟାଇନ ସେଂଟରରେ ରଖାଯାଇଥିଲା। ଏ ବାବଦରେ ରାଜ୍ୟ ସରକାର ୧୫୨.୧୨କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଏ ନେଇ ବିଧାନସଭାରେ ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ।

୨୪ ଘଣ୍ଟାରେ ରାଜ୍ୟରେ ୯୪୫ କରୋନା ସଂକ୍ରମିତ ଚିହ୍ନଟ

ରାଜ୍ୟରେ ପୁଣି ଉପର ମୁହାଁ କରୋନା ସଂକ୍ରମଣ। ଗତ ୨୪ ଘଣ୍ଟାରେ ରାଜ୍ୟରେ ୯୪୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରୁ କ୍ୱାରେଣ୍ଟାଇନନରୁ ୫୫୩, ଲୋକାଲ କେସ୍ ୩୯୨ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୧୧୦ ଜଣ ଆକ୍ରାନ୍ତ ଥିବା ଜଣାପଡିଛି। ତେବେ

୨୪ ଘଣ୍ଟାରେ ୮୧୬ କରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଗତ ୨୪ ଘଣ୍ଟାରେ ୮୧୬ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରୁ କ୍ୱାରେଣ୍ଟାଇନ୍‌ରୁ ୪୭୭, ଲୋକାଲ କେସ୍ ୩୩୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୧୧୮ ଜଣ ଆକ୍ରାନ୍ତ ଅଛନ୍ତି। ତେବେ ସେମାନଙ୍କ ମଧ୍ୟରୁ

ଟିକାକରଣରେ ରେକର୍ଡ ୨ ଶହ କୋଟି ଡୋଜ୍ କ୍ଲବରେ ସାମିଲ ହେଲା ଭାରତ

ଟୀକାକରଣରେ ଭାରତ ପୁଣି ଇତିହାସ ରଚିଲା। ୨ ଶହ କୋଟି ଡୋଜ୍ କ୍ଲବରେ ସାମିଲ ହେଲା ଭାରତ। ୧୮ ମାସରେ ୨ଶହ କୋଟି ଡୋଜ୍ ପୂରଣ କଲା ଦେଶ।୫୦ଟି ଦେଶକୁ ପ୍ରାୟ ୨୩ କୋଟି ଡୋଜ୍ ରପ୍ତାନୀ କରିଛି ଭାରତ। ଏ ସମ୍ପର୍କରେ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ। ଦେଶରେ

୨୪ ଘଣ୍ଟାରେ ୮୭୨ କରୋନା ସଂକ୍ରମିତ ଚିହ୍ନଟ

ରାଜ୍ୟରେ ଗତ ୨୪ ଘଣ୍ଟାରେ ୮୭୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରୁ କ୍ୱାରେଣ୍ଟିନରୁ ୫୧୨, ଲୋକାଲ କେସ୍- ୩୬୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଚିହ୍ନଟଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୧୨୩ ଜଣ ଆକ୍ରାନ୍ତ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ।

୨୪ ଘଣ୍ଟାରେ ୮୭୨ କରୋନା ସଂକ୍ରମିତ ଚିହ୍ନଟ

ରାଜ୍ୟରେ ଗତ ୨୪ ଘଣ୍ଟାରେ ୮୭୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରୁ କ୍ୱାରେଣ୍ଟିନରୁ ୫୧୨, ଲୋକାଲ କେସ୍- ୩୬୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଚିହ୍ନଟଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୧୨୩ ଜଣ ଆକ୍ରାନ୍ତ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସୂଚନା ଓ ଲୋକସଂପର୍କ

“କାଉଡ଼ିଆମାନେ ଧର୍ମ କରନ୍ତୁ, ଯାତ୍ରା କରନ୍ତୁ, କିନ୍ତୁ କୋଭିଡ ନିୟମ ପାଳନ କରନ୍ତୁ”

ରାଜ୍ୟରେ ଗତ କାଲି ଏବଂ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ଉପରେ। ଏବେ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ରାଜ୍ୟରେ ବର୍ତ୍ତମାନ ୫ ହଜାର ଉପରେ କୋଭିଡ ସକ୍ରିୟ ମାମଲା ରହିଛି। କିନ୍ତୁ ମାତ୍ର ୩୯ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଆଇସିୟୁରେ