News portal website
before header
[URIS id=5393]

“କାଉଡ଼ିଆମାନେ ଧର୍ମ କରନ୍ତୁ, ଯାତ୍ରା କରନ୍ତୁ, କିନ୍ତୁ କୋଭିଡ ନିୟମ ପାଳନ କରନ୍ତୁ”

0 148

ରାଜ୍ୟରେ ଗତ କାଲି ଏବଂ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ଉପରେ। ଏବେ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ରାଜ୍ୟରେ ବର୍ତ୍ତମାନ ୫ ହଜାର ଉପରେ କୋଭିଡ ସକ୍ରିୟ ମାମଲା ରହିଛି। କିନ୍ତୁ ମାତ୍ର ୩୯ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଆଇସିୟୁରେ ଅଛନ୍ତି । ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର । ଶ୍ରାବଣ ମାସରେ  କାଉଡ଼ିଆମାନଙ୍କୁ ନେଇ ସେ କହିଛନ୍ତି ଯେ , ” କାଉଡ଼ିଆମାନେ ଧର୍ମ କରନ୍ତୁ, ଯାତ୍ରା କରନ୍ତୁ, କିନ୍ତୁ କୋଭିଡ ନିୟମ ପାଳନ କରନ୍ତୁ । ସେମାନେ ମାସ୍କ ପିନ୍ଧନ୍ତୁ । ଦଳ ଦଳ ହୋଇ ନ ଚାଲି ଦୂରତା ରକ୍ଷା କରି ଯାଆନ୍ତୁ । ମନ୍ଦିରରେ ମଧ୍ୟ ଲାଇନରେ ଦୂରତା ରଖନ୍ତୁ । 

Notice
Leave A Reply

Your email address will not be published.