Sign in
Sign in
Recover your password.
A password will be e-mailed to you.
Breaking News
ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।ଭାଜପା ଛାଡିଲେ ସିମନ୍ତିନି ଜେନା !ମାଟି ମାଫିଆଙ୍କ ଭୁ-ସ୍ୱର୍ଗ ଭାପୁର ପାଟ!ବର୍ଷାଙ୍କ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ ପାଇଁ ବିଜଦର ବୈଠକ!ପର ଜମିରୁ ରାତି ହେଲେ ଚାଲିଛି ମାଟି ଚାଲାଣ!ଏକାଠି ହେଲେ ଜନ୍ମେଜୟ ସମର୍ଥକ ଟିକେଟ ନେଇ ବଢ଼ିଲା ସସପେନ୍ସ!ବଦଳିଲେ ଯାଜପୁର ଜିଲ୍ଲାପାଳ!
ଟ୍ବିନସିଟିରେ ଉପରମୁହାଁ ସଂକ୍ରମଣ !!
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୩୦-୦୬-୨୦୨୧
ଗତକାଲି କରୋନା ସଂକ୍ରମଣ ସାମାନ୍ୟ କମିଥିବାବେଳେ ଆଜି ପୁଣି ଉପରମୁହାଁ ହୋଇଛି ଦୈନିକ ସଂକ୍ରମଣ। ଟ୍ବିନସିଟିରେ ସଂକ୍ରମଣ ପୁଣି ଅଧିକ ରହିଥିବା ଜଣାପଡିଛି । ଆଜି ରାଜ୍ୟରୁ ୩୩୭୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା!-->!-->!-->!-->!-->…
ବୁର୍ଲାର ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ ଟେକ୍ନୋଲଜି (ଭିସୁଟ୍)ରେ ନୂଆ କୁଳପତି ନିଯୁକ୍ତ କଲେ, ରାଜ୍ୟପାଳ।
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୨୯-୦୬-୨୦୨୧
ବୁର୍ଲାର ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ ଟେକ୍ନୋଲଜି (ଭିସୁଟ୍)ରେ ନୂଆ କୁଳପତି ନିଯୁକ୍ତ। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରଫେସର ବଂଶୀଧର ମାଝୀଙ୍କୁ ସମ୍ବଲପୁର ଜିଲ୍ଲାର ବୁର୍ଲା ବୀର ସୁରେନ୍ଦ୍ର ସାଏ!-->!-->!-->!-->!-->…
ଆଜିଠାରୁ ଭୁବନେଶ୍ବରରେ ଉପଲବ୍ଧ ହେଲା ଋଷିଆ ଟିକା ସ୍ପୁଟନିକ-ଭି!!
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୨୯-୦୬-୨୦୨୧
ଆଜିଠାରୁ ଭୁବନେଶ୍ବରରେ ଋଷିଆ ଟିକା ସ୍ପୁଟନିକ-ଭି ଉପଲବ୍ଧ ହେବ ବୋଲି ଜଣାପଡିଛି । ବର୍ତ୍ତମାନ ଏହି ଟିକା କେବଳ ଚନ୍ଦ୍ରଶେଖରପୁର ଅଞ୍ଚଳର କେୟାର ହସ୍ପିଟାଲରେ ୧୧୪୫ ଟଙ୍କା ମୂଲ୍ୟରେ ଦିଆଯାଉଛି।ଉଭୟ ବୟସ ବର୍ଗର!-->!-->!-->!-->!-->…
ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରୀ ତେଲ ; ଚାଲିଛି ପ୍ରସ୍ତୁତି!!
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୨୯-୦୬-୨୦୨୧
ସୁସ୍ଥ ହେବେ ଶ୍ରୀଜିଉ । ଅଣସର ଘରେ ଚାଲିଛି ମହାପ୍ରଭୁଙ୍କ ନୀତିକାନ୍ତି । ଆଜି ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରୀ ତେଲ । ଜ୍ୱରପୀଡ଼ା ଲାଘବ ପାଇଁ ଆଷାଢ଼ ଶୁକ୍ଳ ପଞ୍ଚମୀ ତିଥିରେ ଏହି ତେଲ ଲାଗୁ କରାଯାଏ ।!-->!-->!-->!-->!-->…
୨୪ ଘଣ୍ଟା ମଧ୍ୟରେ ୨୬୪୦ ଜଣ କରୋନା ପଜିଟିଭ ଚିହ୍ନଟ!!
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୨୯-୦୬-୨୦୨୧
ଆଜି କରୋନାର ଦୈନିକ ସଂକ୍ରମଣରେ ଦ୍ରୁତ ହ୍ରାସ ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୬୪୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଓ ଲୋକସମ୍ପର୍କ ବିଭାଗ ଜଣାଇଛି ।ନୂତନ ସଂକ୍ରମିତଙ୍କ ମଧ୍ୟରେ ୧୫୧୭ ଜଣ କ୍ବାରେଣ୍ଟାଇନ!-->!-->!-->!-->!-->…
ମମତା ବାନାର୍ଜୀ ଲେଖିଲେ ତିନୋଟି ଚିଠି ; କହିଲେ ଏମିତି ?
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୨୮-୦୬-୨୦୨୧
ପଶ୍ଚିମବଙ୍ଗର ରାଜ୍ୟପାଳ ଜଣେ ଲାଞ୍ଚଖୋର ବ୍ୟକ୍ତି ତାଙ୍କୁ ପଦରୁ ହଟାଇବା ପାଇଁ ତିନୋଟି ଚିଠି ଲେଖିଛନ୍ତି ମମତା ବାନାର୍ଜୀ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ରାଜ୍ୟପାଳ ଜଗଦୀପ ଧନଖରଙ୍କୁ ଟାର୍ଗେଟ କରି!-->!-->!-->!-->!-->…
ଆଠଟି ନୁତନ ସ୍କିମ୍ ଘୋଷଣା କଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୨୮-୦୬-୨୦୨୧
କରୋନାରେ ପ୍ରଭାବିତ ସେକ୍ଟରେ ଗତି ବଢାଇବା ପାଇଁ ଆଠଟି ନୁତନ ସ୍କିମ୍ ଘୋଷଣା କଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି କୋଭିଡ ପ୍ରଭାବିତ କ୍ଷେତ୍ରଗୁଡିକ ପାଇଁ ୧.୧ ଲକ୍ଷ କୋଟି ଋଣ ଗ୍ୟାରେଣ୍ଟି ଯୋଜନା ଘୋଷଣା!-->!-->!-->!-->!-->…
ଓଡ଼ିଶାକୁ ଆସିଲା ସ୍ପୁଟନିକ୍ -ଭି ଟିକା!!
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୨୮-୦୬-୨୦୨୧
କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଟିକାକରଣକୁ ଯୋରଦାର କରିଛନ୍ତି ରାଜ୍ୟ ସରକାର। କାରଣ କରୋନାରୁ ବଞ୍ଚିବା ପାଇଁ କରୋନା ଟିକା ହେଉଛି ଏକମାତ୍ର ସଞ୍ଜୀବନୀ। ସେଥିପାଇଁ ସମସ୍ତଙ୍କୁ ନିଶ୍ଚିତ ଟିକା ନେବା!-->!-->!-->!-->!-->…
ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ; ୪ଶହ କୋଟି ଟଙ୍କାର ବଜେଟ୍..
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୨୮-୦୬-୨୦୨୧
ବ୍ରହ୍ମପୁର ସହର ବାସୀଙ୍କ ସ୍ମାର୍ଟ ସିଟିର ସ୍ୱପ୍ନକୁ ପୂରଣ ଲାଗି ଅଣ୍ଟା ଭିଡିଛି ମହାନଗର ନିଗମ। ସହର ବାସୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ବିଭିନ୍ନ ପ୍ରକଳ୍ପ ନିର୍ମାଣ ପାଇଁ ରୂପ ରେଖ!-->!-->!-->!-->!-->…
ପେଟ୍ରୋଲରେ ପାଣି ଦେଖି ଉତ୍ୟକ୍ତ ଲୋକେ।
ଅଷ୍ଟିନ୍ ନ୍ୟୁଜ୍/ମୟୁରଭଞ୍ଜ
ତା-୨୭-୦୬-୨୦୨୧
ରିପୋର୍ଟର- ଜଗବନ୍ଧୁ ପ୍ରଧାନ
ପେଟ୍ରୋଲ ଟାଙ୍କିରୁ ପାଣି ମିଶା ତେଲକୁ ନେଇ ଗ୍ରାହକ ମହଲରେ କ୍ଷୋଭ।ଦିନକୁ ଦିନ ପେଟ୍ରୋଲର ଦର ବଢ଼ିବାରେ ଲାଗିଛି,ଫଳରେ ଗ୍ରାହକ ମହଲରେ ଅସନ୍ତୋଷ ବୃଦ୍ଧି ପାଉଥିବା ବେଳେ।ତୈଳର ମାନ କମିଲେ ଗ୍ରାହକ!-->!-->!-->!-->!-->!-->!-->…
