News portal website
before header
[URIS id=5393]

୧୬ ଜିଲ୍ଲାରେ ସମ୍ପୂର୍ଣ୍ଣ ଟିକାକରଣ ବନ୍ଦଥିବା ବେଳେ, ୧୧୪ ଟିକା କେନ୍ଦ୍ରରେ ଚାଲିବ ଟିକାକରଣ!!

0 206

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

Notice

ତା-୦୧-୦୭-୨୦୨୧

୧୬ ଜିଲ୍ଲାରେ ଆଜି ଟିକାକରଣ ବନ୍ଦ, ମାତ୍ର ୧୧୪ଟି କେନ୍ଦ୍ରରେ ଦିଆଯିବ ଭ୍ୟାକ୍ସିନ୍ । ଯେତେବେଳେ ଟଳୁନି ଟିକା ସଂକଟ । ଟିକା ଅଭାବ ଯୋଗୁଁ ଆଜି ରାଜ୍ୟର ୧୬ ଜିଲ୍ଲାରେ ସମ୍ପୂର୍ଣ୍ଣ ବନ୍ଦ ରହିବ ଟିକାକରଣ । ଏହି ଜିଲ୍ଲା ଗୁଡ଼ିକ ହେଲା ଅନୁଗୁଳ, ବଲାଙ୍ଗିର, ବାଲେଶ୍ୱର, ବରଗଡ଼, ଭଦ୍ରକ, ଦେବଗଡ଼, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, ଝାରସୁଗୁଡ଼ା, କନ୍ଧମାଳ, କେନ୍ଦ୍ରାପଡ଼ା, କୋରାପୁଟ, ନବରଙ୍ଗପୁର, ସୋନପୁର, ସୁନ୍ଦରଗଡ଼ ।

ଯେ କୌଣସି କାର୍ଡ କ୍ରାଫ୍ଟ ଡିଜାଇନର ଉପହାର ପାଇଁ TARA CREATIONS/ତାରା କ୍ରିଏସନସ କୁ ଅର୍ଡର କରନ୍ତୁ-8895752269 /୮୮୯୫୭୫୨୨୬୯। ଅଧିକ ଡିଜାଇନ ଦେଖିବା ପାଇଁ https://www.instagram.com/tara_creations1866?r=nametag ରେ ମେସେଜ କରନ୍ତୁ।

ରାଜ୍ୟରେ ମୋଟ ୧୬୧୩ ଟିକା କେନ୍ଦ୍ରରୁ ୧୪୯୯ ଟିକା କେନ୍ଦ୍ରରେ ଟିକାକରଣ ବନ୍ଦ ରହିବ । ମାତ୍ର ୧୧୪ ଟିକା କେନ୍ଦ୍ରରେ ଚାଲିବ ଟିକାକରଣ ।ଜୁନ୍ ୩୦ ସୁଦ୍ଧା ରାଜ୍ୟ ପାଖରେ କୋଭିସିଲ୍ଡର ୧୯ ହଜାର ୫୨୦ ଡୋଜ ରହିଥିବା ବେଳେ କୋଭାକ୍ସିନ ୩ ଲକ୍ଷ ୨୪ ହଜାର ୯୧୦ ରହିଛି । ଟିକା ଦାୟିତ୍ୱ କେନ୍ଦ୍ର ସରକାରଙ୍କ ହୋଇଥିବାରୁ କେନ୍ଦ୍ର ଯେତେ ଟିକା ଦେବ ସେତିକି ପରିମାଣରେ ରାଜ୍ୟ ବ୍ୟବହାର କରିବ ବୋଲି ଡିଏମଇଟି ନିର୍ଦ୍ଦେଶକ କହିଛନ୍ତି । ଜୁନ ମାସରେ କୋଟା ଅନୁସାରେ କୋଭାକ୍ସିନ ଟିକା ୪ଲକ୍ଷ ୩୧ହଜାର ୧୩୦ ଡୋଜ ଆସିବା କଥା । ବର୍ତ୍ତମାନ ସୁଦ୍ଧା ୩ ଲକ୍ଷ ୪୦ହଜାର ୮୫୦ ଡୋଜ ଆସିଛି ।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.