News portal website
before header
[URIS id=5393]

୨୦୨୧ରେ ହ୍ରାସ ପାଇଛି ମାଓ ହିଂସା

0 145

ଶ୍ବେତପତ୍ର ଜାରି କଲେ ରାଜ୍ୟ ସରକାର। ୨୦୨୧ରେ ହ୍ରାସ ପାଇଛି ମାଓ ହିଂସା।ମାଓବାଦୀଙ୍କ ପ୍ରତି ଜନସମର୍ଥନ ହ୍ରାସ ପାଇଥିବା ନେଇ ଏଥିରେ ଉଲ୍ଲେଖ କରାଯାଇଛି। ସ୍ବାଭିମାନ ଅଞ୍ଚଳ ସମେତ କଳାହାଣ୍ଡି, ରାୟଗଡ଼ା, କନ୍ଧମାଳରେ ସ୍ଥିତିରେ ପରିବର୍ତ୍ତନ ଆସିଛି।ପୋଲିସ ସହିତ ଗୁଳିବିନିମୟରେ ୭ ମାଓବାଦୀ, ୨ ଜଣ ସାଧାରଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି ଓ ଜଣେ ସୁରକ୍ଷାକର୍ମୀ ସହୀଦ ହୋଇଛନ୍ତି।

Leave A Reply

Your email address will not be published.